କ୍ରୀଡା

IND vs SL 1st Test Day 3 : ବର୍ଷା ଯୋଗୁଁ ସମୟ ପୂର୍ବରୁ ଶେଷ ହେଲା ଖେଳ, ଭାରତ ୧୭୮ ରନରେ ଆଗୁଆ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶ୍ରୀଲଙ୍କା ଗାଲେରେ ଖେଳାଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୬୨ ରନ କରିଥିବା ବେଳେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୮୪ ରନ୍ କରିପାରିଛି । ୩ୟ ଦିନରେ ଆଉ ୫୦ ମିନିଟ୍ ଖେଳ ହେବାକୁ ଥିବା ବେଳେ ବର୍ଷା ଯୋଗୁଁ ଖେଳ ହୋଇପାରିନାହିଁ । ବର୍ଷା ଯୋଗୁଁ ଖେଳ ସମାପ୍ତ କରିବାକୁ ଘୋଷଣା କରାଯାଇଥିଲା । ତେବେ ଭାରତ ପ୍ରଥମ ଇନିଂସ ବଳରେ ୧୭୮ ରନରେ ଆଗୁଆ ରହିଛି ।

ଭାରତ ପ୍ରଥମ ଇନିଂସରେ ୪୬୨ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୨୮୪ ରନ୍ କରିଛି । ପ୍ରଥମ ଇନିଂସ ବଳରେ ୧୭୮ ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ମହମ୍ମଦ ସିରାଜ ୧ ୱିକେଟ, ପ୍ରସିଦ୍ଧ କ୍ରିଷ୍ଣା ୧, ମାନବ ସୁଧାର ୪, କୁଲଦୀପ ଯାଦବ ୧, ରବିନ୍ଦ୍ର ଜାଡେଜା ୩ ୱିକେଟ ନେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button