କ୍ରୀଡା

ଜାତୀୟ କ୍ରୀଡା ପୁରସ୍କାର ୨୦୨୫ ପାଇଁ ଅର୍ଜୁନ ପୁରସ୍କାର ଘୋଷଣା, KIIT ବିଶ୍ୱବିଦ୍ୟାଳୟର ୨ ଜଣ ଖେଳାଳି ମନୋନୀତ

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡା ପୁରସ୍କାର 2025 ପାଇଁ ଅର୍ଜୁନ ପୁରସ୍କାର ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ।  ମୋଟ 17 ଜଣ ଖେଳାଳିଙ୍କ ସହିତ ଜଣଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ ଦିଆଯାଇଛି ।  ସେଥିମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟର ୨ ଜଣ ଖେଳାଳି ରହିଛନ୍ତି ।  ଏହି ସଫଳତାରେ କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ଏହି ଦୁଇ ଖେଳାଳିଙ୍କୁ ମିଶାଇ କିଟ୍ ର ଅର୍ଜୁନ ପୁରସ୍କାର ବିଜେତା ଖେଳାଳି ସଂଖ୍ୟା 14 ରେ ପହଞ୍ଚିଛି ଏବଂ 24 ଜଣ ଅଲିମ୍ପିଆନ୍ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button