ବିଚାର

ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି, କାରଣ ଆଜି ଦିନେଶ ମତେ ନେଇ…’ Deepika

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ପରବର୍ତ୍ତୀ ତାରିଖରେ ବୋଧ ହୁଏ ଦିନେଶ ଆସିବେ ଏବଂ ସେହିଦିନ ଦେଖାଯିବ କ’ଣ ହେବ ? ଏହା ସହିତ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ସନ୍ତୁଷ୍ଟ ଅଛନ୍ତି କାରଣ ଯେଉଁ ମହିଳା କମିଶନର ମାଡାମ ଅଛନ୍ତି ସେ ଯାହା ଡିସିସନ ଶୁଣାଇଛନ୍ତି ସେଥିରେ ସେ ସନ୍ତୁଷ୍ଟ ଅଛନ୍ତି । ଏବଂ ସେ ଯାହା ମଧ୍ୟ କରିଛନ୍ତି ତାହା ସମ୍ବନ୍ଧରେ ଆଉ କିଛି କହିବାର ନହିଁ ।

ଓକିଲ ଙ୍କ କାମ ତ କୋର୍ଟ ରେ କିନ୍ତୁ ଯେହେତୁ ଦିନେଶ ଆସିପାରି ନଥିଲେ, ସେ ସେହି ସମ୍ବନ୍ଧରେ କହିଛନ୍ତି । ମହିଳା କମିଶନର ମାଡାମ ଯାହା ମଧ୍ୟ କହିଛନ୍ତି ସେହି ନିଷ୍ପତ୍ତି ଙ୍କୁ ନେଇ ଦୀପିକା ବହୁତ ଖୁସି ଅଛନ୍ତି । ମାତ୍ର ଆଗକୁ ଦେଖାଯାଉ ଯେ ପରବର୍ତ୍ତୀ ତାରିଖରେ କେଉଁ ସମାଧାନ ହେଉଛି ? ଉଭୟ ରହିଲେ ହିଁ କାଊଁସିଲିଙ୍ଗ ହେବ ।

ଆଉ ମଧ୍ୟ କହିଛନ୍ତି ଯେ ମୋର ପ୍ରୋବ୍ଲେମ ଥିଲା ବୋଲି ମୁଁ ବସିଥିଲି ମାତ୍ର ମୋତେ କେହି କହିନଥିଲେ ଯେ ଧାରଣାରେ ବସେ ବୋଲି । ଦୀପିକାଙ୍କୁ ମିଡିଆ ଭାଇମାନେ ପଚାରିଲେ ଯେ ଏବେ ଧାରଣାରେ କାହିଁକି ବସିଛନ୍ତି ସମାଧାନ ତ ହେଲା ? ଏହାପରେ ଦୀପିକା ରାଗିଜାଇ କହିଲେ ଯେ ମୋ ସ୍ଵାମୀ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଛନ୍ତି କି ? ଆପଣ ମାନେ ତ ଏ ପର୍ଯ୍ୟନ୍ତ ଅଛନ୍ତି ତେବେ କୁହନ୍ତୁ ମୋ ସ୍ଵାମୀ ଏ ପର୍ଯ୍ୟନ୍ତ ଆସିଲେଣି କି ?

ଯଦି ନାହିଁ ତେବେ କିଭଳି ସମାଧାନ ହେଲା ? ମାତ୍ର ମାଡାଙ୍କ ସାଙ୍ଗେ ଯାହା ଆଲୋଚନା ହୋଇଛି ତାହା ତାଙ୍କ ମଧ୍ୟରେ ସୀମିତ ଏବଂ କମିଶନର ମାଡାମ ଯାହା ଆଶା ଦେଖାଇଛନ୍ତି  ତେବେ ସେ ନିଶ୍ଚିତ ଭାବରେ ନ୍ୟାୟ ପାଇବେ ବୋଲି ତାଙ୍କ ଆଶା ରହିଛି । ଏହିଭଳି କହି ଦୀପିକା ବେସ ଖୁସ ଥିବାର ନଜର ଆସିଛି । ବର୍ତ୍ତମାନ ସମାଧାନ ର ରାସ୍ତା ବୋଧହୁଏ ଖୋଲିବ ଏବଂ ପୁଅ କୁ ବାପା ର ପରିଚୟ ସହିତ ସ୍ତ୍ରୀ କୁ ସ୍ଵାମୀ ର ଅଧିକାର ମଧ୍ୟ ନିଶ୍ଚିତ ଭାବରେ ମିଳିବ ।

ସବୁ କଥା କହି ଦୀପିକା ବହୁତ ଖୁସି ହେବା ସହିତ ଅତ୍ୟାଧିକ ଭାବୁକ ମଧ୍ୟ ହୋଇଯାଇଥିଲେ । ଅନେକ ଦିନରୁ ଦୀପିକା କରିଥିବା ଅପେକ୍ଷାର ଅନ୍ତ ହେବାକୁ ଯାଉଛି ଏବଂ ଆଶା ଅଛି ଯେ ନିଶ୍ଚିତ ଉଚିତ ସମାଧାନ ର ବାଟଟିଏ ବାହାରିବ ଏବଂ ନିଜ ସୁନାର ସଂସାର କୁ ନେଇ ସେମାନେ ଖୁସିରେ ଜୀବନ ଅତିବାହିତ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button