ଜୀବନଶୈଳୀ

Vastu Tips- ସ୍ତ୍ରୀଙ୍କୁ ସ୍ବାମୀର ଏହି ପାର୍ଶ୍ଵରେ ଭୁଲରେ ବି ଶୋଇବା କଥା ନୁହେଁ, ବିବାହିତ ଲୋକ ମାନେ ନିଶ୍ଚୟ ଦେଖନ୍ତୁ !

ମଣିଷ ଜୀବନ ଆରମ୍ଭ ହେବା ପର ଠାରୁ ଆମେ ଏକ ଜିନିଷକୁ  ଭଲ ଭାବେ ଜାଣି ପାରୁଛେ କି  ଆମ ରହିବା ଚଳଣି ଉପରେ କିଛି ନିୟମ ବନା ଯାଇଛି ଏହା ଆମ ପାଇଁ ଭଲ ଚିନ୍ତା କରିକି ଅନେକ ଅନୁଧ୍ୟାନ କରି ଏହାକୁ ବନା ଯାଇଛି । ପ୍ରକୃତି ଏକ ଛୋଟ ଜିନିଶ ନୁହେଁ ଏହା ଏକ ବଡ କାରଣ ହୋଇ ପାରେ ଯାହା ପାଇଁ ଆମେ ସବୁ କିଛି ମାନି ନ ପାରିଲେ ମଧ୍ୟ କିଛି ମାନିବା ପାଇଁ ବାଧ୍ୟ ହୋଇଥାଉ। ଆଜି ଆମେ କହିବା କି ବାସ୍ତୁ ସାତର ଏହା ମଧ୍ୟରୁ ଏକ ଅନ୍ଯତମ ଅଟେ ।

ଏହା ମଧ୍ୟରେ ଅନେକ କିଛି ବର୍ଣ୍ଣନା କରା ଯାଇଛି ଯାହା ଆଜି ଆମେ ଆପଣଙ୍କୁ କହିବା । କେଉଁ ଦିଗ କରିକି ଖାଇବା ଉଚିତ ଅଟେ କେଉଁ ଦିଗ କରିକି ଖାଇବା ଉଚିତ ନୁହେଁ ଓ ଏହା କୁ କିଭଳି ଭାବେ ପାଳନ କରିବା ଆସନ୍ତୁ ଜଣାଇବା । ଆଜି ଆମେ ଜାଣିବାକି କିଭଳି ଭାବେ କେଉଁ ଦିଆଗକୁ ମୁଣ୍ଡ କରିକି ଶୋଇବା କଥା ।

ଏହାର ସିଦ୍ଧା ପ୍ରଭାବ ଆମ ଜୀବନ ଶୈଳୀ ଉପରେ ପଡିଥାଏ ଏହା ସହ ଏହା ମଧ୍ୟ ଆମ ଆର୍ଥିକ ସମସ୍ଯା ସୃଷ୍ଟି କରାଇ ପାରେ । ଆସନ୍ତୁ ଜାଣିବା କିଭଳି ଭାବ ଓ କେଉଁ  ଦିଗକୁ ମୁଣ୍ଡ କରିକି ଶୋଇବା କଥା ପୁଅ ପିଲାଙ୍କ ଶୋଇବା କକ୍ଷର କଥା କହିବା ଯଦି ଏହାଙ୍କ ବେଡରୁମ ଦକ୍ଷିଣ ପଶ୍ଚିମ ମୁହଁ କରିକି ରହିବା ଭଲ ହୋଇଥାଏ ।

ଏହାକୁ ଆଖିର ଦ୍ଵାରା ମଧ୍ୟ କୁହାଯାଏ ଯାହା ଫଳରେ ସେହି ଲୋକକୁ ବେପାରରେ ଅନେକ ଲାଭ ହେବ । ଆପଣ କିନ୍ତୁ ଶୋଇବା ବେଳେ ପୂର୍ବ ଉତ୍ତର ମୁହଁ କରିକି ଶୋଇବେ ଦକ୍ଷିଣ ଦିଗକୁ ମୁହଁ କରିକି ସୋଇବେନି । ଏହା ଯମଙ୍କ ଦୁଆର ଅଟେ । ଆପଣ ପୂର୍ବ ଦିଗକୁ ପାଦ କରିବେନି ଏହା ଖରାପ ହୋଇଥାଏ ।

ମହିଳା ମାନଙ୍କ କଥା କହିବା ଯଦି ସେମାନେ ଅଧିକ ସମୟ ଯାଏ ଶୋଇବା କଥା ନୁହେଁ । ଆପଣ ସକାଳୁ ଯଦି ଉଠିକି ଅନ୍ୟ ମାନଙ୍କୁ ଉଠାଇବା ଭଲ ହୋଇଥାଏ । ଆପଣ ଯଦି ସନ୍ଧ୍ୟା ସମୟ କିମ୍ବା ଦିନରେ ଆବଶ୍ୟକ ନଥାଏ ତେବେ ଆପଣ କେବେହେଲେ ସୁଅନ୍ତୁନି । ଏହା ଦ୍ଵାରା ଆପଣଙ୍କ ଶରୀର ରେ କ୍ଷୟ ହେବା ସହ ଆପଣଙ୍କ ଶରୀର ଓ ମସ୍ତିସ୍କ ମାନ୍ଦା ହୋଇଯିବ।

ଆପଣ ଯଦି ଘରର ମୁଖ୍ୟ ମହିଳା ଅଟନ୍ତି ତେବେ ଆପଣ ଦକ୍ଷିଣ ଆଡକୁ ଶୋଇବା ଭଲ ହୋଇଥାଏ । ଆପଣ ଶୋଇବା ବେଳେ ଶୋଇବା ଘରେ ଝଗଡା କରିବା କଥା ନୁହେଁ । ଏହାକୁ ଶାସ୍ତ୍ର ଅନୁସାରେ ଖରାପ ବୋଲି କୁହାଯାଇଛି । ରାହୁ କେତୁ ଏହି ଝଗଡାର ମୁଖ୍ୟ କାରଣ ଅଟେ ।

ଶାସ୍ତ୍ର ଅନୁସାରେ  ମହିଳା ମାନେ ନିଜ ସ୍ଵାମୀ ର ଡାହାଣ ପାଟରେ ଶୋଇବା କଥା । ମହିଳାମାନେ ଶୋଇବା ବେଳେ ନିଜ ମୁଣ୍ଡରେ ସୁଗନ୍ଧିତ ତେଲ କିମ୍ବା ଗଜରା ଲଗେଇକି ଶୋଇବା କଥା ନୁହେଁ କାରଣ ଏମାନେ ଖରାପ ଶକ୍ତି ମାନଙ୍କୁ ଆକର୍ଷିତ କରାଇଥାଏ । ତେଣୁ ଆପଣମାନେ ଏହାକୁ ବ୍ୟବହାର କରନ୍ତୁ । ଆପଣ ପାଦ ସଫା କରିକି ସୁଅନ୍ତୁ ଦେଖିବେ ଭଲ ନିଦ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button