ଦେଶ ବିଦେଶ

ଏହି ପାଞ୍ଚଟି ପକ୍ଷୀ ଯଦି ଆପଣଙ୍କ ଘରେ ଖାଦ୍ୟ ଖାଇଥାନ୍ତି,ତେବେ ଆପଣଙ୍କୁ ଧନୀ ହେବାରେ କେହି ବି ରୋକି ପାରିବେ ନାହିଁ !

ଅଧିକାଂଶ ଲୋକଙ୍କ ସ୍ୱପ୍ନ ଥାଏ ଧନୀ ହେବାର୍। ଲୋକମାନେ ଜଲ୍ଦି ଜଲ୍ଦି କୋଟିପତି ହେବାକୁ ଚାହାଁନ୍ତି। କିନ୍ତୁ ସମସ୍ତେ ସଫଳ ହୋଇ ପାରନ୍ତି ନାହିଁ। ସେଠାରେ କେବଳ ଅଳ୍ପ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବାକୁ ସକ୍ଷମ ଅଟନ୍ତି। ଲୋକମାନେ ଚାହାଁନ୍ତି ଯେ ସୁନ୍ଦର ଘର, କାର ଏବଂ ବିଳାସପୂର୍ଣ୍ଣ ଛୁଟି କାଟିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ହେଉ। କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଧନୀ ହେବାପାଇଁ ବସ୍ତୁଶାସ୍ତ୍ରର୍ ଅନେକ ମହତ୍ଵ ଅଛି। ଯଦି ଘରକୁ ଏହି 5ଟି ପକ୍ଷୀ ଆସନ୍ତି ତେବେ ଆପଣଙ୍କୁ ଧନୀ ହେବାରେ କିଏବି ରୋକି ପାରିବେନି। ତେବେ ଚାଲନ୍ତୁ ଜାଣିବା ସେହି ପକ୍ଷୀଙ୍କ ବିଷୟରେ ଯେଉଁମାନେ ଆସିଲେ ଘରକୁ ସୁଖ ଆସିଥାଇ ଏବଂ ଯେଉଁମାନେ ଆସିଲେ ବିପର୍ତ୍ତି ଆସିଥାଏ।

ଆପଣ ମାନେ ଜାଣିଥିବେ ଅନେକ ଭଗବାନଙ୍କ ବାହାନ ପକ୍ଷୀ ହୋଇଥାନ୍ତି। ଯେପରିକି ବିଷ୍ଣୁ ଙ୍କ ବାହାନ ଗରୁଡ଼, କାର୍ତ୍ତିକଙ୍କ ବାହାନ ମୟୁର,ଗଣେଶଙ୍କ ବାହାନ ମୂଷା। କିନ୍ତୁ ଯଦି ପକ୍ଷୀ ଘରେ ଖାଦ୍ୟ ଖାଆନ୍ତି ତେବେ ଗ୍ରହମାନେ କଣ୍ଟ୍ରୋଲରେ ରହିଥାନ୍ତି। କିନ୍ତୁ ଯଦି ଛାତ ଉପରେ ପାରା ଖାଦ୍ୟ ଖାଇଥାଏ ସେ ସେଠି ହଗିଥାଏ।। ଯାହାକି ଏହା ଶୁଭ ହୋଇନଥାଏ। ସେଥିପାଇଁ ପାରାଙ୍କୁ ଘର ବାହାରେ ଗଛମୂଳେ ଖାଇବାକୁ ଦିଅନ୍ତୁ। ଏବଂ ଯଦି ଗୌରୀୟା ଆପଣଙ୍କ ଘରକୁ ଆସି ଦାନା ଖାଉଛି ତେବେ ଭାବିଦିଆନ୍ତୁ ଯେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଅସାଇସାରିଛନ୍ତି କାରଣ,ମାତା ଲକ୍ଷ୍ମୀ ଙ୍କ ଆସିବା ପୂର୍ବରୁ ଗୌରୀୟା ଆସିଥାଏ।

ଯଦି ଘରକୁ ଶୁଆ ଆସିଯାଏ ତେବେ ଆକସ୍ମିକ ଧନ ଲାଭ ହେବାର ସୂଚନା ଦେଇଥାଏ। କିନ୍ତୁ କାଉ ଘରକୁ ଆସି ଖଇଦେଲେ,ସୂଚନା ମିଳିଥାଏ ଯେ ଘରକୁ ଅତିଥି ଆସିପାରନ୍ତି ଏବଂ ଘରକୁ ଖୁସିର ଲହରୀ ଆସିପାରେ। କିନ୍ତୁ ଯଦି ଘରେ ବଦୁଡି ପଶିଯାଏ ତେବେ ଏହା ଅଶୁଭ ହୋଇଥାଏ। ଆପଣ ଲକ୍ଷକରିଥିବେ ଯେ ଲୋକଙ୍କ ଘରେ ବଦୁଡି ଥିଲେ ତାଙ୍କ ଘରେ ସବୁବେଳେ ଅଶୁଭ ହୋଇଥାଏ। ଗୋଟେ ମେନା କୁ ଦେଖିବା ଅଶୁଭ ହୋଇଥାଏ କିନ୍ତୁ ଦୁଇଟି ମେନା ଦେଖା ଗଲେ ସୁଭ ହୋଇଥାଏ। କିନ୍ତୁ ଯଦି ମେନା ଘରେ କିମ୍ବା ଗଛରେ ବସା କରି ଦିଅନ୍ତି ଏହା ଅଶୁଭ ହୋଇଥାଏ। କିନ୍ତୁ ମୟୁର ସାଧାରଣତଃ ସମସ୍ତ ଲୋକଙ୍କ ଘରେ ନଥାଏ କିନ୍ତୁ ମୟୁର କୁ ସକାଳେ ଦେଖିବା ସୁଭଂ ହୋଇଥାଏ ଏବଂ ଘରେ ମୟୁର ରହିଲେ ନେଗେଟିଭ ଏନର୍ଜୀ ଘରକୁ ପ୍ରବେଶ କରି ପାରେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button