ରାଶିଫଳ

ଆସନ୍ତା 35 ବର୍ଷ ପର୍ଯ୍ୟନ୍ତ ଏହି 5 ରାଶି ଉପରେ ବର୍ଷିବ ଶନିଦେବ ଙ୍କ କୃପା, ହେବ ଧନର ବର୍ଷା, ଆପଣଙ୍କ ରାଶି ନାହିଁ ତ

ଆମ ହିନ୍ଦୁ ଧର୍ମ ରେ ପାପୀ ଗ୍ରହ ଓ କ୍ରୋଦ୍ଧି ଦେବତା ମାନେ ଅଲଗା ଅଲଗା ଥାନ୍ତି । ଯଦି ଦେଖିବା ପାଇଁ ଯିବା ତ ଶନି ଭଗବାନ ଙ୍କୁ ଆମେ କ୍ରୋଦ୍ଧି ଗ୍ରହ ବୋଲି କହି ଥାଉ । ସେ ସୂର୍ଯ୍ୟ ଭଗବାନ ଙ୍କ ପୁତ୍ର ଅଟନ୍ତି । ସେ ସବୁ ବେଳେ ଆମକୁ ଖରାପ ପରିଣାମ ଦେଇ ନଥାନ୍ତି ସେ ଅନେକ ସମୟରେ ଭଲ ପରିଣାମ ଦେଇ ଥାନ୍ତି ସେ ଆମକୁ ସବୁ ବେଳେ ଖରାପ ପରିଣାମ ଦେବେ କିମ୍ବା ଆମ ରାସୀ ଉପରେ ଖରାପ ପ୍ରଭାବ ପକାଇବେ ଏହା ନୁହେଁ ।

ଆମ କର୍ମ ଅନୁସାରେ ସେ ଆମକୁ ଫଳ ଦେଇ ଥାନ୍ତି ଯେଉଁ ମାନଙ୍କର ଶନି ଭଗବାନ ଖରାପ ଚାଲି ଥାନ୍ତି ସେମାନେ ବହୁତ ଭଲ ପରିଣାମ ପାଇ ଥାନ୍ତି । ସେମାନାଙ୍କ ପାଖରେ ଦୁନିଆରା ସବୁ ଖୁଶି ଥାଏ । ଭଗବାନ ଙ୍କ ଦୟା କିଛି ରାଶି ଙ୍କ ଉପରେ ଏବେ ହେବା ପାଇଁ ଯାଉଛି ଆଜି ଠାରୁ ଆରମଭ କରିକି 21 ବର୍ଷ ଯାଏ ।

ଏବେ ପାଞ୍ଚ ରାଶି ଉପରେ ଭଗବାନ ଙ୍କ ଦୟା ହେବା ପାଇଁ ଯାଉଛି । ଆପଣ ଯଦି ହନୁମାନ ଜି ଙ୍କୁ ପୂଜା କରନ୍ତି ତେବେ ମଧ୍ୟ ଆପଣଙ୍କ ଶନି ଦଶା କମ ହୋଇଯିବ । ରାବଣ ପାଖରୁ ହନୁମାନ ଜି ଶନିଭଗବାନ ଙ୍କୁ ମୁକ୍ତ କରାଇବା ଦ୍ଵାରା ହନୁମନା ଜି ଙ୍କୁ ଆରାଧନା କରୁଥିବା ବ୍ୟକ୍ତି ଙ୍କୁ ଶନି ଭଗବାନ ଦୟା କରିଥାନ୍ତି ।

ତେବେ ଏହି ଭାଗ୍ଯବାନ ରାଶି ମାନେ କିଏ କିଏ ଓ କେଉଁ ଭଳି ପରିଣାମ ପାଇବା ପାଇଁ ଯାଉଛନ୍ତି ଆଜି ଠାରୁ 21 ବର୍ଷ ଯାଏ ଆସନ୍ତୁ ଜାଣିବା । ଆପଣଙ୍କ ଧନର ବୃଦ୍ଧି ହେବା ପାଇଁ ଯାଉଛି । ଏହା ସହ ଆପଣ କିଛି ଲୋକଙ୍କ ପାଖରୁ ଆପଣ ଭଲ ପରିଣାମ ପାଇବେ  । ଆପଣ ଯାହାକୁ କିଛି ଟଙ୍କା ଧାର ଦେଇଥିବେ ତାହା ଆପଣଙ୍କୁ  ତାହା ଖୁବ ଜଲ୍ଦି ମିଳିବା ପାଇଁ ଯାଉଅଛି ।

ଯେଉଁ ମାନେ କିଛି ଖୁଶି ଖବର ପାଇବା ଅପେକ୍ଷା ରେ ଅଛନ୍ତି କିଛି ଜଣ ବ୍ୟାପାର ରେ ନିବେଶ କରିବା ପାଇଁ ଯାଉଛନ୍ତି । କାହାର କଥାକୁ ଶୁଣିକି କାମ କରିବା ଅପେକ୍ଷା ଆମେ ନିଜ ପରିବାର ସହ କଥା ହୋଇକି କମ କରିବା ଭଲ ହେବ ।

ଆପଣ ଯଦି ଚାକିରି ରେ ଅଛନ୍ତି  ସେମାନେ ଏବେ ଉଚ୍ଚ ପଦାକୁ ଅଧିକାର କରିବେ । କେଉଁ ହିଲଷ୍ଟେସନ କୁ ବୁଲିବା ପାଇଁ ଯାଇ ପାରନ୍ତି । ଆପଣ ଏବେ ଆଗକୁ ଯାଇଆକି କିଛି ନୂଆ ବନ୍ଧୁ ବନେଇବେ ଯେଉଁ ମାନେ ଆପଣଙ୍କ ପାଇଁ ବହୁତ କିଛି କରିବେ ।

ଆପଣ ସମଜାରେ ନାମ କମାଇବା ରେ ସଫଳ ହେବେ ଯଦି ରାଜନୀତିରେ ପାଦ ଦେବା ପାଇଁ ଆପଣ ଏହା ନିଶ୍ଚିତ ଭାବେ କରି ପାରିବେ । ଛାତ୍ର ଛାତ୍ରୀ ମାନେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ତେବେ ଏହି ଭାଗ୍ଯବାନ ରଶୀମାନେ ହେଲେ ମେଷ, କର୍କଟ, କନ୍ୟା, ମକର, କୁମ୍ଭ ରାଶି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button