ବିଚାର

ଦୁନିଆରେ ବହୁତ କାମ ଲୋକ ଜାଣିଥାନ୍ତି ଯେ ମହିଳାମାନଙ୍କର ଏହି ଅଙ୍ଗ ହେଉଛି ସବୁଠାରୁ ପବିତ୍ର

ବନ୍ଧୁଗଣ ପୁରା ଦୁନିଆରେ ବହୁତ ଲୋକ ଜାଣିଛନ୍ତି ମହିଳା ମାନଙ୍କ ସବୁଠାରୁ ପବିତ୍ର ଅଙ୍ଗ ଏହି ଭାଗ ହୋଇଥାଏ। ଯଦି ଆପଣ ଜାଣିନେବେ ଏହି କଥା ପାଦ ତଳର ମାଟି ଖସି ଯିବ। ସମସ୍ତ ବ୍ୟକ୍ତିଙ୍କୁ ଜାଣିବା ପାଇଁ ଏହା ଇଛା ଥାଏ କି ମହିଳାଙ୍କ ଭିତରେ ଏମିତି କେଉଁ ଅଙ୍ଗ ଅଛି ଯାହା ପବିତ୍ର ହୋଇଥାଏ। ସମସ୍ତ ବ୍ୟକ୍ତି ଏହି କଥା ନିଶ୍ଚୟ ଜାଣିବା ଉଚିତ। ଆପଣଙ୍କୁ ଜଣେଇ ଦେଉଛୁ ଅନେକ ଲୋକ ଏମିତି ଅଛନ୍ତି ମହିଳା ମାନଙ୍କ ପାଦକୁ ସବୁଠାରୁ ଅଧିକ ପବିତ୍ର ଅଙ୍ଗ ମାନାଯାଏ କିନ୍ତୁ ସତ୍ୟ ଆଉ କିଛି ଅଛି। ଆପଣଙ୍କୁ ଜଣେଇ ଦେଉଛୁ ଯେ ଯାହା ମହିଳା ମାନଙ୍କୁ ପୂଜା କରାଯାଏ ସେଠାରେ ଦେବତା ମାନଙ୍କର ନିବାସ ହୋଇଥାଏ।

ଆଉ ଯେଉଁଠି ଏମାନଙ୍କର ଅପମାନ ହୋଇଥାଏ ଏମାନଙ୍କୁ ଗାଳି ଦିଆଯାଏ ଏମାନଙ୍କୁ ବାରମ୍ବାର ହୋଇରାଣ କରାଯାଏ ତ ସେଠାରେ ଭୁଲରେ ବି ଭଗବାନ ନିବାସ କରିନଥାନ୍ତି। ଏମିତିରେ ବି ଆଖପାଖରେ ରହିଥିବା ପଡୋଶୀଙ୍କୁ ମହିଳା ଉପରେ ହେଉଥିବା ଅତ୍ୟାଚାର ଆଉ ତାହାକୁ ଦେଖି ଅଣଦେଖା କରିବା ପାପର ଭାଗିଦାର ବନିଥାଏ। ଏଥିପାଇଁ ମହିଳା ମାନଙ୍କ ସମ୍ମାନ କରନ୍ତୁ। ମହିଳା ମାନଙ୍କ ସମ୍ମାନ ପ୍ରକୃତିର ସମ୍ମାନ ବୋଲି ମାନାଯାଏ। ତେବେ ଆସନ୍ତୁ ଜାଣିନେବା କି ମହିଳା ମାନଙ୍କର ସବୁଠାରୁ ପବିତ୍ର ଅଙ୍ଗ କଣ ହୋଇଥାଏ। ଯାହାକୁ ଦେଖିବା ଏବଂ ଛୁଇଁବା ସବୁଠାରୁ ଅଧିକ ଶୁଭ ମାନାଯାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଗୋଟିଏ ମହିଳାର ପବିତ୍ରତାର ଉଦାହରଣ ବୁଝିବା ପାଇଁ କେରଳରୁ ଶିଖିବା ଉଚିତ। କେରଳରେ ମହିଳା ମାନଙ୍କର ପୂଜା କରାଯାଏ। କେରଳ ସବୁବେଳେ ଏକ ପତ୍ନୀ ରୂପରେ ଏକ ଝିଅ ରୂପରେ ଏକ ଲକ୍ଷ୍ମୀଙ୍କ ରୂପରେ ନାରୀ ପୂଜାର ପ୍ରଥା ରହିଛି। ଲୋକ ମାନନ୍ତି କି ସ୍ତ୍ରୀ ସବୁବେଳେ ପ୍ରବିତ୍ର ଅଟେ ଏବଂ ଦେବୀ ତାଙ୍କ ଭିତରେ ନିବାସ କରିଥାନ୍ତି ଆଉ ଏମାନେ ଗୋଟେ ଶକ୍ତିର ରୂପ ଅଟନ୍ତି। ଶାସ୍ତ୍ରରେ ବି କୁହାଯାଇଛି କି ଯେଉଁଠି ମହିଳାମାନଙ୍କର ପୂଜା କରାଯାଏ ସେଠାରେ ଦେବତା ମାନଙ୍କର ବାସ ହୋଇଥାଏ। କଣ ଆପଣ ଜାଣିଛନ୍ତି ମହିଳା ମାନଙ୍କର ଶରୀରରେ କେଉଁ ଅଙ୍ଗ ପବିତ୍ର ହୋଇଥାଏ ତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଆସନ୍ତୁ ଜାଣିନେବା। ଆମର ଋଷି ମୁନି ମାନଙ୍କ ଅନୁସାରେ ବ୍ରାହ୍ମଣଙ୍କ ପାଦ ପବିତ୍ର ହୋଇଥାଏ। ଗାଈଙ୍କ ପିଠି ଅବିତ୍ର ହୋଇଥାଏ। ଘୋଡ଼ା ଏବଂ ଛେଳି ମାନଙ୍କର ମୁଖ ପବିତ୍ର ହୋଇଥାଏ କିନ୍ତୁ ସ୍ତ୍ରୀ ମାନଙ୍କର ସବୁ ଅଙ୍ଗ ପବିତ୍ର ହୋଇଥାଏ। ସେମାନେ ଶୁଦ୍ଧ ହୋଇଥାନ୍ତି। ତାଙ୍କର କୌଣସି ବି ଗୋଟିଏ ଅଂଶ ନୁହେଁ ବରଂ ପୁରା ଶରୀର ହିଁ ପବିତ୍ର ହୋଇଥାଏ। ମହିଳା ମାନଙ୍କର ସବୁ ଅଙ୍ଗ ପୂଜା କରାଯାଏ। ଏଥିପାଇଁ ମହିଳା ମାନଙ୍କର ପୂଜା ସବୁ ବ୍ୟକ୍ତି କରିବା ଉଚିତ। ଏଥିପାଇଁ କି ମହିଳା ମାନେ ପ୍ରକୃତି ସହିତ ସମାନ ହୋଇଥାନ୍ତି। ଏମାନଙ୍କର ସମ୍ମାନ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button