ଜୀବନଶୈଳୀ

ଲକଡାଉନ ସ୍ଥିତି ରେ କିଛି ଲୋକଙ୍କ ଘର ରହିବା ଦ୍ଵାରା ତାଙ୍କ ଜୀବନସାଥୀ ସହ ତାଙ୍କ ସମ୍ବନ୍ଧ ଗଭୀର ହେଉଛି ତେବେ କିଛି ଦାମ୍ପତ୍ୟ ଜୀବନରେ ଝଗଡା ଚାଲିଛିଛୋଟ ଛୋଟ କଥା ପାଇଁ ରାଗ ରୁଷା ସାମାନ୍ୟ କଥା ଅଟେ କିନ୍ତୁ ଯେତେବେଳେ ଏହି ଝଗଡା ପର୍ସନଲ ସ୍ପେସ ପାଇଁ ହୋଇଥାଏ ସେତେବେଳେ ଦୁହିଙ୍କୁ ବୁଝିବା ଏବଂ ସମାଧାନ କରିବା ପ୍ରୟାଶ କରିବା ଉଚିତ ଅଟେ, ସବୁବେଳେ ଦୁହିଙ୍କୁ ପରସ୍ପର ଭାବନା ବୁଝିବା ଉଚିତ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ୪ଟି ଉପାୟ ଦ୍ଵାରା ଆପଣଙ୍କ ସମ୍ପର୍କ ଭଲ ହୋଇବ । ସକାରାତ୍ମକ ରୁହନ୍ତୁ : by TaboolaSponsored Links You May Like Mountain Gear for Extreme Conditions Trek Kit India ପରିସ୍ଥିତି ଯେମିତି ହେଉ ନା କାହିଁକି ନିଜ ଜୀବନସାଥୀ କୁ ଭଲ ପାଇବା ଛାଡନ୍ତୁ ନାହିଁ, ସବୁ ଭଲ ହବ ବୋଲି ବିଶ୍ଵାସ ରଖନ୍ତୁ, ଆପଣଙ୍କ ଏହି ସକାରାତ୍ମକ ଭାବନା ଦ୍ଵାରା ଦିନ ନା ଦିନେ ଆପଣଙ୍କ ଜୀବନସାଥି କୁ ଆପଣଙ୍କ ମନ ଭାବନା ବୁଝି ପାରିବେ । ଶାରୀରିକ ସମ୍ବନ୍ଧର ମହତ୍ଵ ବୁଝନ୍ତୁ : ଆଜି ବି ବହୁତ ସ୍ତ୍ରୀ ଶାରୀରିକ ସ୍ମବନ୍ଧକୁ ପରିବାର ବଢେଇବା ମାଧ୍ୟମ ବୁଝନ୍ତି ଏବଂ ପରିବାର ସମ୍ପୂର୍ଣ ହେଲା ପରେ ତାଙ୍କୁ ଶାରୀରିକ ସମ୍ବନ୍ଧ ବୋରିଙ୍ଗ ଲାଗିବା ଆରମ୍ଭ ହୋଇଥାଏ । ଏମିତି ସ୍ତ୍ରୀ ଲୋକଙ୍କୁ ବୁଝିବା ଉଚିତ ଯେ ଶାରୀରିକ ସମ୍ବନ୍ଧ ନା କେବଳ ଆପଣଙ୍କ ଶାରୀରିର ମିଲନ ଏହା ଦ୍ଵାରା ଆପଣଙ୍କ ମନ ମଧ୍ୟ ଗୋଟେ ହୋଇଥାଏ । ତେବେ ଯେ କୌଣସି ପ୍ରକାର ମାନସିକ ବା ଶାରୀରିକ ସମସ୍ୟା ଯେମିତିକି ଥକା ଲାଗିବା, ଚିନ୍ତା ବା ଅନ୍ୟ କାରଣ ସବୁ ପ୍ରକାର ସମସ୍ୟା ଏହି ଅନୁଭବ ଦ୍ଵାରା ସନ୍ତୁଷ୍ଟି ପ୍ରାପ୍ତ କରିଥାଏ ଏବଂ ଆପଣ ନୂଆ ଊର୍ଜା ଅନୁଭବ କରିଥାନ୍ତି । ପ୍ରତେକ ମୁହୂର୍ତ ଲାଭ ଉଠାନ୍ତୁ : ସମ୍ବନ୍ଧ ସୁଖମୟ କରିବା ପାଇଁ ଆପଣଙ୍କୁ ପ୍ରତି ମୁହୂର୍ତ ସୁଖରେ ରହିବା ଚେଷ୍ଟା କରିବା ଉଚିତ ଏବଂ ସବୁ ଜିନିଷ ସନ୍ତୁଳିତ ହବା ଦରକାର । ତେବେ ଯଦି ଆପଣ ବ୍ୟସ୍ତ ରହୁଛନ୍ତି ଏବଂ ନିଜ ଜୀବନସାଥୀକୁ ସମୟ ଦେଇ ପାରୁ ନାହାନ୍ତି ତେବେ କ୍ଵାଲିଟି ଟାଇମ ବାହାର କରନ୍ତୁ ଏବଂ ତାଙ୍କୁ ମଧ୍ୟ ଅନୁଭବ କରାନ୍ତୁ ଯେ ସେ ଆପଣଙ୍କ ଜୀବନରେ କେତେ ମହତ୍ଵ ରଖନ୍ତି । ପ୍ରଶଂସା : ପ୍ରାୟତଃ ବିବାହ ପ୍ରଥମ ଭାଗ ଗଲା ପରେ ସ୍ଵାମୀ ସ୍ତ୍ରୀ ସାମାନ୍ଯ ହୋଇ ଯାନ୍ତି କେହି କାହା ଲୁକ ଉପରେ ଏତେ ଧ୍ୟାନ ଦିଅନ୍ତି ନାହିଁ । ତେବେ ମନୋବୈଜ୍ଞାନିକ ଅନୁଯାଇ ଯଦିବି ଆପଣ ପ୍ରଶଂସା ଚାହୁଁ ନାହାନ୍ତି କିନ୍ତୁ ବି ଆପଣଙ୍କ ସାଥି ସବୁବେଳେ ପ୍ରଶଂସା ଚାହାନ୍ତି ଶେଯହିପାଇନ ବେଳେ ବେଳେ ତାଙ୍କ ଲୁକ ଉପରେ କିଛି ଭଲ ଶବ୍ଦ କୁହନ୍ତୁ ଏହା ଦ୍ଵାରା ଆପଣଙ୍କ ସମବ୍ନ୍ଧ ଭଲ ହୋଇଥାଏ । ସମୟ ସମୟ ଅନୁଯାଇ ସାଥି ଆକର୍ଷକ ଜିନିଷ ବା ଲୁକ ଉପରେ ଭଲ କଥା କହିଲେ ଆପଣଙ୍କ ଜୀବନରେ ରୋମାନ୍ସ ଥାଏ ।

ଆପଣଙ୍କୁ ନିଜ ଜୀବନରେ ବହୁତ ବଡ ବଡ ପରିବର୍ତନ ଦେଖିବାକୁ ମିଳିଥିବ କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଉପରେ ପବନପୁତ୍ର କୃପା ଦ୍ରୁଷ୍ଟି ରହିଲେ ଆପଣଙ୍କୁ ଅଧିକ ସୁଖ ପ୍ରାପ୍ତ ହୋଇଥାଏ ଏବଂ ସବୁ ସଙ୍କଟ ମଧ୍ୟ ଦୂର ହୋଇଥାଏ । ତେବେ ଆପଣ ହନୁମାନ ଠାକୁରଙ୍କ ନାମ ନେଇ ଯାହା କରନ୍ତି ତାହା ପୂର୍ଣ ହୋଇଥାଏ, ଆପଣଙ୍କୁ ନିଜ ଘରେ ସବୁଠାରୁ ଅଧିକ ନିଜ ମାତା ପିତାଙ୍କୁ ସାହାରା ଦବା ଉଚିତ ଅଟେ । ଟଙ୍କା ପଇସା ପ୍ରତି ଅତ୍ୟଧିକ ସଜାଗ ରହିବା ଉଚିତ ଅଟେ, ଆଜି ଟଙ୍କା ନବା ଦବା କରନ୍ତୁ ନାହିଁ ଆପଣଙ୍କ ପାଇଁ ଶୁଭ ରହିବ ।

Image Courtesy: Google

ପ୍ରେମ ସମ୍ପର୍କ ଲୋକଙ୍କ ପାଇଁ ଦିନ ମିଳା ମିସା ରହିବ ଭଲ ଏବଂ ଖରାପ ଦୁଇଟା ପରିବାର ରେ କିଛି ଶୁଭ କାର୍ଯ୍ୟ ସମ୍ପନ ହୋଇବ । ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ । ଆପଣ ସମସ୍ଯା ପାରି କରି ସଫଳତା ପ୍ରାପ୍ତ କରିବେ, ପ୍ରେମୀ ଯୁଗଳ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ, ସୁଖ ପୂର୍ଣ ବୁଲା ବୁଲି କରିବେ । ଆଜି କାହାକୁ ଧାର ଉଧାର ଦିଅନ୍ତୁ ନାହିଁ, ଏବଂ ନିଅନ୍ତୁ ନାହିଁ ଅନ୍ଯଥା ହାନି ହୋଇ ପାରେ ଏମିତି କଲେ ମାଁ ଲକ୍ଷ୍ମୀ କୁପିତ ହୋଇ ଥାନ୍ତି ସେଥିପାଇଁ ଘରୁ ଧନ ଖର୍ଚ୍ଚ କରନ୍ତୁ ନାହିଁ ।

Image Courtesy: Google

ଆଜି ଆପଣଙ୍କ ମାନ ସମ୍ମାନ ବଢିବ ଆଜି ଆପଣ କିଛି ବଡ ଏବଂ ସମାଜ ସେବା ଭଳି କାର୍ଯ୍ୟ କରିବେ । ଆପଣ ନୂଆ କ୍ଷେତ୍ର ରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ରାସ୍ତା ଖୋଜିବେ, ସବୁ ଦିନ କାମ ଉପରେ ଧ୍ୟାନ ଏବଂ ମନ ଦବା ଉଚିତ, ସକାରାତ୍ମକ କଥା ଆଗକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ଭାଗ୍ୟ ବଦଳିବ । ନୂଆ ଭାବନା ବା ଚିନ୍ତନ ଆପଣଙ୍କ ପାଇଁ ଲାଭକାରୀ ହୋଇ ପାରେ, ଶତ୍ରୁମାନେ ଆଜି ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ । ଅବିବାହିତ ଲୋକଙ୍କ ପାଇଁ ଘରେ ବିବାହ ପାଇଁ ପ୍ରତିଦିନ ନୂଆ ନୂଆ ପ୍ରସ୍ତାବ ଆସିବ, ପରିବାରରେ ପରିବେଶ ଭଲ ରହିବ । ଯେଉଁ ରାଶି ବିଷୟରେ କହୁଛୁ ଏହା ହେଉଛି ମେଷ, ମିଥୁନ, ସିଂହ, ବିଛା, ମକର, ମୀନ ।

Related Articles

Leave a Reply

Your email address will not be published. Required fields are marked *

Back to top button