ସ୍ୱାସ୍ଥ୍ୟ

ଯଦି ରାତିରେ ଶୋଇଲା ବେଳେ ମଝିରେ ଆପଣଙ୍କ ନିଦ ସବୁବେଳେ ଖୋଲି ଯାଉଛି ତେବେ…

ରାତିରେ ଶୋଇଲା ବେଳେ ହଟାତ ବେଳେ ବେଳେ ନିଦ ଭାଙ୍ଗି ଥାଏ, ତେବେ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯାହା ନିଦ ସବୁବେଳେ ଗୋଟେ ସମୟ ରେ ଭାଙ୍ଗି ଥାଏ । ଏହାକୁ ଆମେ ମାମୁଲି କଥା ଭାବି ଇଗନୋର କରି ଥାଉ, କିନ୍ତୁ ଆପଣଙ୍କୁ ଆଜି ଆମେ ଏହା କହିଦବା ପାଇଁ ଚାହୁଁଛୁ ଯେ ଏହା ସାମାନ୍ୟ ନୁହଁ ଏହା ପଛର କାରଣ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଆସନ୍ତୁ ଜାଣିବା

ଯଦି ରାତିରେ ୧୧ରୁ – ୧ରେ ନିଦ ଭାଙ୍ଗୁଛି :

ଯଦି ୧୧-୧ ଭିତରେ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣ କୌଣସି କଥା ପାଇଁ ଚିନ୍ତିତ ରହୁଛନ୍ତି ଯାହା ଫଳରେ ଆପଣ ଶାନ୍ତି ରେ ସୋଇ ପାରୁ ନାହାନ୍ତି । ଏହା ପାଇଁ ସାମାନ୍ୟ ଉପାୟ ଏହା ଯେ ଆପଣ ସୋଇଲା ବେଳେ କୌଣସି ଚିନ୍ତା ମନରେ କରନ୍ତୁ ନାହିଁ ମନ ଶାନ୍ତ କରି ସୁଅନ୍ତୁ ।

ଯଦି ରାତିରେ ୧ – ୩ଟା ମଧ୍ୟ ରେ ଆପଣଙ୍କ ନିଦଖୋଲୁଚି :

ଯଦି ରାତି ୧ – ୩ଟା ଭିତରେ ଆପଣଙ୍କ ନିଦ ସବୁ ଦିନ ଭାଙ୍ଗୁଛି ବା ପ୍ରାୟତଃ ନିଦ ଏହି ସମୟରେ ଭାଙ୍ଗୁଛି ତେବେ ଆପଣଙ୍କ ଲିଭର ସମ୍ବନ୍ଧିତ କୌଣସି ପ୍ରକାର ସମସ୍ୟା ହୋଇ ଥାଏ, ଏହି ସମୟ ଘୋର ନିଦ ଆସିବା କଥା କିନ୍ତୁ ଯଦି ଆପଣ ଉଠି ଯାଇଛନ୍ତି ତେବେ ଗୋଟେ ଗ୍ଳାସ ଥଣ୍ଡା ପାଣି ପି ସୋଇ ପଡନ୍ତୁ ଏହା ଆପଣଙ୍କ ଶରୀର ପାଇଁ ଉଚିତ ଅଟେ ।

ଯଦି ରାତିରେ ୩ -୫ଟା ଭିତରେ ନିଦ ଭାଙ୍ଗୁଛି :

ରାତି ୩-୫ଟା ଭିତରେ ଦେବ ଓ ରାକ୍ଷାଶ ଦୁହିଁଙ୍କ ସମୟ ହୋଇ ଥାଏ ତେବେ ଯଦି ଏହି ପ୍ରହର ରେ ପ୍ରାୟତଃ ଆପଣଙ୍କ ନିଦ ଭାଙ୍ଗୁଛି ତେବେ ଆପଣଙ୍କ ଉପରେ ଖରାପ ଶକ୍ତି ପ୍ରଭାବ ପଡି ଥାଏ ବୋଲି କୁହା ଯାଏ । ବୈଜ୍ଞାନିକମାନଙ୍କ ଅନୁଯାଇ ଏହି ସମୟ ରେ ନିଦ ଭାଙ୍ଗିବା ଅର୍ଥ ଆପଣଙ୍କ ଛାତି ରେ କୌଣସି ପ୍ରକାର ସମସ୍ୟା ଅଛି ।

ଯଦି ୫ – ୭ଟା ମଧ୍ୟରେ ନିଦ ଭାଙ୍ଗୁଛି :

ପ୍ରାୟତଃ ଲୋକ ଏହି ସମୟ ରେ ଉଠନ୍ତି କିନ୍ତୁ ଯଦି ଆପଣଙ୍କ ଉଠିବା ସମୟ ଏହା ନୁହଁ ଏବଂ ପ୍ରାୟତଃ ସମୟ ଆପଣଙ୍କ ନିଦ ଏହି ସମୟ ରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ମନ କୌଣସି କଥା ପାଇଁ ଦୁଃଖୀ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button