ସ୍ୱାସ୍ଥ୍ୟ

ସୁସ୍ଥ ରହିବା ପାଇଁ ଚାହୁଁଥିଲେ ଶୋଇବା ପୂର୍ବରୁ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ସୋରିଷ ତେଲ

ସୋରିଷ ତେଲ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ସୋରିଷ ତେଲରେ ଭରପୂର ମାତ୍ରାରେ ଭିଟାମିନ, ମିନେରାଲ୍ସ ,ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀର ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଶରୀରର କିଛି ଅଂଶରେ ସୋରିଷ ତେଲ ଲଗାନ୍ତି। ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିପାରିବ।

ମୁଣ୍ଡରେ

ସବୁଦିନ ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡରେ ସୋରିଷ ତେଲ ଲଗାଇ ମସାଜ କରନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କୁ ଆରାମ ମିଳିବ ଏବଂ ଆପଣଙ୍କ ଚିନ୍ତା ଦୂର ହୋଇଥାଏ।

oil-in-navelନାଭିରେ

ଶୋଇବା ପୂର୍ବରୁ ସୋରିଷ ତେଲ ଲଗାଇବା ଦ୍ବାରା ଓଠ ଫାଟିବା ସମସ୍ୟା ଦୂର ହୋଇଯାଇଥାଏ। ଏହାଛଡା ନାଭିରେ ସୋରିଷ ତେଲ ଲଗାଇବା ଦ୍ବାରା ପେଟ ଯନ୍ତ୍ରଣା ଏବଂ ପାଚନ ସମ୍ବଦ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ନାଭି

mustardଯଦି ଆପଣ ରାତିରେ ଶୋଇବା ପୂର୍ବରୁ ନିଜର ନାଭିରେ ସୋରିଷ ତେଲ ଲାଗନ୍ତି ତେବେ ଏହା ଦ୍ବାରା ଆପଣଙ୍କୁ ଆଖି ଜଳିବା, କୁଣ୍ଡେଇ ହେବା ଏବଂ ଡ୍ରାଏନେସ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ।

ପାଦ ତଳେ

ରାତିରେ ଶୋଇବା ପୂର୍ବରୁ ପାଦ ତଳେ ସୋରିଷ ତେଲ ଲଗାଇ ମସାଜ କରନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ଆଖିର ରଶ୍ମି ବଢ଼ିଥାଏ ଏବଂ ଆପଣଙ୍କୁ ଭଲ ନିଦ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button