ଭାରତ ମହାସାଗରରେ ନୌସେନାର ଶକ୍ତି ବୃଦ୍ଧି: ଭାରତକୁ ମିଳିବ ୨୬ ମରିନ୍ ରାଫେଲ, ଫ୍ରାନ୍ସଠାରୁ କିଣିବା ଚୁକ୍ତିକୁ ମଞ୍ଜୁରି
ନୂଆଦିଲ୍ଲୀ: ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ହୋଇଥିବା ଚୁକ୍ତିକୁ ଭାରତ ମଞ୍ଜୁରି ଦେଇଛି। ୬୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଚୁକ୍ତି ଆଗାମୀ ସପ୍ତାହରେ ଆନୁଷ୍ଠାନିକ ରୂପ ନେବ ବୋଲି ଆଶା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ନୌସେନାକୁ ୨୨ଟି ସିଙ୍ଗଲ ସିଟର ଜେଟ୍ ଓ ୪ଟି ଟ୍ୱିନ୍ ସିଟର ଭାରିଆଣ୍ଟ ସହ ଫ୍ଲିଟ୍ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ ସପୋର୍ଟ, କର୍ମଚାରୀ ପ୍ରଶିକ୍ଷଣ ଓ ସ୍ୱଦେଶୀ ଉତ୍ପାଦନ ପାଇଁ […]