ଜୀବନଶୈଳୀ
-
ଯେଉଁ ମହିଳାଙ୍କ ରାଶି ତୁଳା, ଜାଣନ୍ତୁ କେମିତି ହୋଇଥାଏ ସେମାନଙ୍କ ସ୍ଵଭାଵ
ପ୍ରତ୍ୟେକ ମଣିଷର କିଛି ଭଲ ଗୁଣ ବା ଖରାପ ଗୁଣ ଥାଏ । ମଣିଷର ଉଚିତ୍ ବ୍ୟବହାର ଦ୍ୱାରା ହିଁ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇପାରନ୍ତି…
Read More » -
ନିଜକୁ ମାନସିକ ଭାବେ ସୁସ୍ଥ ରଖିବେ କିପରି ?
ଏହି ସମୟରେ ଦେଶର ଯେଉଁଭଳି ଭାବେ ସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଭରି ରହିଛି । ଦିନରାତି କେବଳ କରୋନା ସମ୍ବନ୍ଧୀୟ ଖବର ପଢି ପଢି…
Read More » -
ସର୍ବଦା ପତି-ପତ୍ନୀଙ୍କ ମଧ୍ଯରେ ଝଗଡା ଲାଗି ରହୁଛି କି? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ
ବାସ୍ତୁ ଅନୁଯାୟୀ ପରିବାର ସଦସ୍ଯଙ୍କ ମଧ୍ଯରେ ଭଲପାଇବା ଏବଂ ମିଳାମିଶା ରହିବା ଦ୍ବାରା ଭଗବାନଙ୍କ କ୍ପା ଲାଭ ହୋଇଥାଏ। ଏହାଦ୍ବାରା ଘରେ ସକାରାତ୍ମକ ପ୍ରଭାବ ପଡିବା ସହ…
Read More » -
ହାର୍ଟ ବ୍ଳକେଜ ସମସ୍ୟାରେ ଏହି ଜିନିଷ ଆପଣଙ୍କ ପାଇଁ ହେବ ବେଷ୍ଟ ମେଡିସିନ୍, ଧମନୀକୁ ରଖିବ ଏକଦମ୍ ସଫା
ଆଜିର ସମୟରେ ଦେଖାଯାଉଛି ଯେ ବ୍ୟକ୍ତିଙ୍କ ଜୀବନରେ ଖାଦ୍ୟ ପେୟରେ ଅଣଦେଖା ଏବଂ ଭୁଲ ଲାଇଫଷ୍ଟାଇଲ ପାଇଁ ରୋଗରେ ପଡୁଛନ୍ତି। ଖାସ୍ କରି ସବୁଠାରୁ ଅଧିକ ପ୍ରଭାବ…
Read More » -
ଜାଣନ୍ତୁ ଜୁନ୍ ୩୦ରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ସ୍ବଭାବ କିପରି
ପ୍ରତ୍ଯେକ ବ୍ଯକ୍ତି ଭିନ୍ନ ଭିନ୍ନ ଦିନରେ ଜନ୍ମ ହୋଇଥାନ୍ତି। ଏହି ଦିନଟି ତାଙ୍କ ପାଇଁ ଅତ୍ଯନ୍ତ ଖୁସିର ଦିନ ହୋଇଥାଏ। ଏହି ଦିନରେ ଜନ୍ମଦିନ ପାଳନ କରିବା…
Read More » -
ଅତ୍ଯଧିକ ରୋମାଣ୍ଟିକ ହେବା ସହ ସାଥୀଙ୍କ ପାଇଁ ଜୀବନ ଦେଇପାରନ୍ତି ଏହି ନାମର ଝିଅ
କୌଣସି ବି ବ୍ଯକ୍ତିଙ୍କ ବ୍ଯକ୍ତିତ୍ବ ତାଙ୍କ ନାଁରୁ ହିଁ ଜଣାଯାଏ। ନାଁ ବ୍ଯକ୍ତିତ୍ବର ପରିଚୟ ଦେଇଥାଏ। ଏଥିରେ ନାଁର ପ୍ରଥମ ଅକ୍ଷର ହିଁ ସେଥିରେ ପ୍ରଭାବ ପକାଇଥାଏ।…
Read More » -
ନବବିବାହିତ ଯୋଡି ଭୁଲ୍ରେ ମଧ୍ୟ ବେଡରୁମ୍ରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ସମ୍ପର୍କରେ ଆସିବ ତିକ୍ତତା
ପ୍ରତ୍ୟେକ ନବବିବାହିତ ଯୋଡି ନିଜ ବୈବାହିକ ଜୀବନକୁ ସୁଖଶାନ୍ତିରେ ଅତିବାହିତ କରିବାକୁ ଚାହାନ୍ତି। ସେମାନେ ପରସ୍ପର ସହିତ ନଲଢି ସବୁବେଳେ ଖୁସିରେ ରହିବାକୁ ଚାହାନ୍ତି। ନିଜ ବୈବାହିକ…
Read More » -
ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଏହିସବୁ ଖାଦ୍ୟ, ଖାଇବା ସହିତ ଏମିତି କରନ୍ତୁ ବ୍ୟବହାର
ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଲୋକ ଅନେକ ରୋଗରେ ଶିକାର ହେଉଛି। ଏହାମଧ୍ୟରୁ ଆର୍ଥାଇଟିସି ସମସ୍ୟା ଅଧିକ ବୟସ୍କ ଲୋକଙ୍କଠାରେ ଦେଖିବାକୁ ମିଳୁଛି। କେବଳ ବୟସାଧିକ…
Read More » -
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ ସୁସ୍ଥ ଶରୀର ପାଇଁ ଏହା କେତେ ଜରୁରୀ
ଜୁନ ମାସ ୨୧ ତାରିଖ । ଏହି ଦିନକୁ ଏବେ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ। ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ…
Read More » -
ଦୀର୍ଘ ଦିନ ଧରି ବିବାହ ହୋଇପାରୁନଥିଲେ ଗୁଆକୁ ଏମିତି କରନ୍ତୁ ବ୍ଯବହାର, ପାଇବେ ମନଲାଖି ଜୀବନସାଥୀ
ସାଧାରଣତଃ ଗୁଆ ଶୁଭ ବୋଲି କୁହାଯାଇଥାଏ। ଏହାକୁ ପୂଜା ସମୟରେ ବ୍ଯବହାର କରାଯାଇଥାଏ। ଗୁଆ ଅନେକ ଚମତ୍କାରୀ ଗୁଣରେ ଭରପୁର ରହିଥାଏ। ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ ପାଖରେ…
Read More »