ଜୀବନଶୈଳୀ

ସ୍ତ୍ରୀ କେଉଁ କାରଣରୁ ପର ପୁରୁଷ ସାଙ୍ଗରେ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାଏ ,ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

୧. ଚାଣକ୍ୟ ନୀତି ଅନୁସାରେ ଯେଉଁ ପୁରୁଷ ଓ ସ୍ତ୍ରୀ ଲୋକଙ୍କର ସନ୍ତାନ ଆଜ୍ଞାକାରୀ ହୋଇଥାନ୍ତି ସେମାନେ ନିଜ ଜୀବନରେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୨. ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲକା ବାଳ ରହିଥାଏ ସେମାନେ ସ୍ବଭାବରେ ସଦଗୁଣ, ଧାର୍ମିକ ଓ ଦାନପୁଣ୍ୟ ଏବଂ ଭାଗ୍ୟଶାଳୀ ହୋଇଥାନ୍ତି ।

୩. ଯେଉଁ ପୁରୁଷ ଓ ମହିଳଙ୍କର ହାତ ପାପୁଲିର ମଝିଅଂଶ ଉଚା ହୋଇଥାଏ ସେମାନେ ଦାନୀ, ଦୟାଳୁ ଏବଂ ଧାର୍ମିକ ସ୍ବଭାବର ହୋଇଥାନ୍ତି ।

୪. ଯେଉଁ ପୁରୁଷ ଲୋକଙ୍କର ପିଠି ମଜବୁତ୍ ଏବଂ କଇଁଛ ସଦୃଶ ହୋଇଥାଏ ସେମାନେ ଭାଗ୍ୟବାନ୍ ଓ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୫. ପୁରୁଷ ଲୋକଙ୍କ ପେଟ ମାଂସାଳ ଏବଂ ଗୋଲାକାର ହୋଇଥା ସେମାନେ ଭାଗ୍ୟବାନ୍ ଓ ଧନବାନ ସ୍ବଭାବର ହୋଇଥାନ୍ତି ।

୬. ଯେଉଁ ପୁରୁଷ ଲୋକଙ୍କର ଦୁଇଟି ଯାକ ଜଙ୍ଘ ମୋଟା ମଜବୁତ୍ ଏବଂ ମାଂସାଳ ହୋ ଭାଗ୍ୟବାନ ହୋଇଥାଏ ସେମାନେ ବାନ୍ ଓ ଧନବାନ୍ ଧନବାନ୍ ସ୍ବଭାବର ହୋଇଥାନ୍ତି ।

୭. ଯେଉଁ ପୁରୁଷଙ୍କର ପାଦର କାଣି ଆଙ୍ଗୁଠି ଠି ବୁଢା ଆଙ୍ଗୁଠି ଠାରୁ ବଡ ହୋଇଥାଏ ସେମାନେ ନିଜ ଜୀବନରେ ଧନୀଶିଳ ବ୍ୟକ୍ତି ଭାବରେ ସାବ୍ୟସ୍ତ ହୋଇଥାନ୍ତି ।

୮. ଯେଉଁ ପୁରୁଷଙ୍କର ଦୁଇଟି ଯାକ ପାଦତ ତଳ କୋମଳ ଏବଂ ମାଂସାଳ ହୋଇଥାଏ ସେମାନେ ନିଜ ଜୀବନରେ ସମସ୍ତ ପ୍ରକାର ଶୁଖସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ।

୯. ଯେଉଁ ମହିଳାଙ୍କର ଦୁଇଟି ଯାକ ପାଦତଳ କୋମଳ ଏବଂ ସୁନ୍ଦର ହୋଇଥାଏ ଏବଂ ପାଦରୁ ଆଦୌ ଝାଳ ବାହାରୁ ନଥାଏ ସେମାନେ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

୧୦. ଯେଉଁ ମହିଳାଙ୍କର ଦାନୁ ଏକ ସମାନ ହୋଇଥାଏ ଏବଂ କଣ୍ଠ କୋଇଲି ପରି ସୁମଧୁର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button