ଜୀବନଶୈଳୀ

ବାହାଘରକୁ ଦୁଇ ବର୍ଷବି ହେଇନି ବିଧବା କରିଦେଲା କରମଣ୍ଡଳ ,Rajesh ଓ Subhaଙ୍କ ହୃଦୟ ବିଦାରକ କାହାଣୀ ,ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାହାଘରକୁ ହୋଇନି 2 ବର୍ଷ କରମଣ୍ଡଳ କରିଦେଲା ବିଧବା । ଏହି ଘଟଣା ଟି ହେଉଛି ଭଦ୍ରକରେ ରହୁଥିବା ଏକ ସୁଖୀପରିବାରର ବାପାମାଙ୍କ ଦ୍ଵିତୀୟ ପୁଅ ହେଉଛି ରାଜେଶ ଦୁଇବର୍ଷ ତଳେ ତାଙ୍କ ବିବାହ ହୋଇଥିବା ଶୁଭଙ୍କ ସହ । ଦାମ୍ପତ୍ୟ ଜୀବନରେ ବେସ ହସଖୁସିରେ ରହୁଥିଲେ ।

ସବୁଦିନ ରାଜେଶ ନିଜ ମିଟିଂ କାମ ସାରି ଭଦ୍ରକକୁ ନେଉଠି ଆସନ୍ତି । ମାତ୍ର ଏହି ଦିନ ଘଟିଥିବା ଏଭଳି ଏକ ଦୃଶ୍ୟ ଭେଣ୍ଡିଆ ପୁଅ ଚାଲିଯାଇଥିଲା ଅପେରା ଦୁନିଆକୁ ଏହା ଜାଣିବା ପରେ ମା ଭୋ ଭୋ କରି କାନ୍ଦିଉଠୁଛି । ସ୍ତ୍ରୀ ନିଜ ଚେତନା ଶକ୍ତି ହରାଇ ମୂର୍ଚ୍ଛା ଯାଉଛି ।  ସଂସାରଟି ଗଢିବା ଆଗରୁ ଉଜାଡି ଦେଲା କରମଣ୍ଡଳ ।

ସୁଖର ସଂସାରକୁ ଜାଳି ଫୋଡି ପାଉଶ କରିଦେଇଥିଲା କରମଣ୍ଡଳ । ମା ‘ କହୁଛି ମୋ ପୁଅ ତୋ ଚାଲିଗଲା ମୁଁ କାହା ପାଇଁ ବଞ୍ଚିବି । ପୁଅ ମୋର ସବୁ କିଛି ଥିଲା ଆଜି ମୋର ସର୍ବସ ଚାଲିଗଲା । ମା ‘ ଙ୍କ କହିବା ଅନୁସାରେ ରାଜେଶ ମିଟିଂ ପାଇଁ ଯାଇଥିଲା ଏବଂ ଫେରିବା ବେଳେ ତାଙ୍କ ସ୍ତ୍ରୀ ମା ଘରକୁ ଯାଇଥିଲା ତେଣୁ ସ୍ତ୍ରୀକୁ ଷ୍ଟେସନ ନିକଟରେ ଅପେକ୍ଷା କରିବା ପାଇଁ କହି ମୁଁ ଆସି ନେବି ବୋଲି କହିଥିଲେ ଏବଂ ଏହି କଥାକୁ ମା ‘ ଙ୍କୁ ଫୋନ କରି କହିଥିଲେ କି ମା ‘ ମୁଁ ଯାଇ ଶୁଭକୁ ନେଇ ଘରକୁ ଆସିବି ।

ମା ; ରାଜେଶଙ୍କୁ କହିଥିଲେ ତୁ ବସରେ ଆସିଯାଆ ମାତ୍ର ରାଜେଶ ମନା  କରିଥିଲେ । କାରଣ ବସରେ ଆସିବା ଦ୍ଵାରା ତାଙ୍କୁ ବାନ୍ତି ହେବ ଭାବି ମାଆଙ୍କୁ କହିଲେ ମୁଁ ଟ୍ରେନ୍ ଆସିଯିବି । ମାତ୍ର କିଏ ଜାଣିଥିଲା କି ଟ୍ରେନ୍ ତାଙ୍କ ପାଇଁ ସାଜିଛି ମୃତ୍ୟୁର ଦ୍ଵାର ସେହି କଳାରାତି ଅନେକ ଲୋକମାନଙ୍କ ଜୀବନକୁ ଶେଷ କରିଥିଲା ତହି ମଧ୍ୟରୁ ରାଜେଶ ଅନ୍ୟତମ ।

ଦୁର୍ଘଟଣା ର ଖବର ପାଇବା ପରେ ସାନ ଭାଇର ମୃତଦେହକୁ ବଡ ଭାଇ ନେଇକି ଆସିଥିଲେ ତାହାକୁ ଦେଖିବା ପରେ ଘରେ ଲୋକେ ଦୁଃଖରେ ଭାଙ୍ଗିପଡି ଘରକୁ କାନ୍ଦରେ କମ୍ଫାଉ ଥିଲେ । ସ୍ତ୍ରୀ ସ୍ଵାମୀ ନାହାଁନ୍ତି ବୋଲି ସତ୍ୟକୁ ଗ୍ରହଣ କରିପାରୁନାହାଁନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button