ଜୀବନଶୈଳୀ

ଭୋଜନ କେବେ ଆଉ କେମିତି ଖାଇବା ଆବଶ୍ୟକ ଅଟେ ?

ରାମଦେବ ବାବାଙ୍କ ବିଷୟରେ ଆପଣ ମାନେ ବହୁତ କିଛି ଶୁଣିଥିବେ କାହିଁକିନା ରାମଦେବ ବାବାଙ୍କ ଯୋଗ ବହୁତ ଆବଶ୍ୟକ ଅଟେ, ରାମଦେବ ବାବା ନିଜ ଯୋଗ ଦ୍ଵାରା ପୁରା ଦେଶ ବିଦେଶରେ ପ୍ରଚଳିତ ଅଛନ୍ତି, ତାଙ୍କ ଦ୍ଵାରା ନିର୍ମିତି ଆୟୁର୍ବେଦିକ ଔଷଧ ମଧ୍ୟ ଲୋକଙ୍କ ଦ୍ଵାରା ସେବନ କରା ଯାଉଛି ଓ ଲୋକଙ୍କୁ ରୋଗରୁ ମୁକ୍ତି ମଧ୍ୟ ପ୍ରାପ୍ତ ହେଉଛି । ତେବେ ଆଜି ଆମେ ଆପଣଙ୍କୁ ରାମଦେବ ବାବାଙ୍କ ଦ୍ଵାରା ଭୋଜନ ବିଷୟରେ କୁହା ଯାଇଥିବା କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ ।

ରାମଦେବ ବାବା କହିଛନ୍ତି ସକାଳେ ଦହି, ଦିପହର ରେ ଛାଚ ଆଉ ରାତିରେ କ୍ଷୀର ସେବନ କରିବା ଉଚିତ ଅଟେ, ତେବେ ଦହି ଥଣ୍ଡା ହୋଇଥାଏ ସେଥିପାଇଁ ସକାଳେ ଯାହା ଦ୍ଵାରା ଆପଣଙ୍କୁ ଶରୀରକୁ କାର୍ଯ୍ୟ କରିବା ପାଇଁ ସହଜ ହୋଇଥାଏ ।

Image Courtesy: Google

ତେବେ ଦିପହରରେ ଛାଚ ତାହା ମଧ୍ୟ ଥଣ୍ଡା ସହ ହଜମ ବହୁତ ଭଲ କରିଥାଏ ସେଥିପାଇଁ ଦିପହରରେ ଛାଚ । ଛାଚ ଏମିତି ଗୋଟେ ଜିନିଷ ଯାହା ତିଆରି କରିବା ବହୁତ ସହଜ ଓ ସେବନ ମଧ୍ୟ କଲେ ଶରୀରକୁ ବହୁତ ଶାନ୍ତି ମିଳିଥାଏ ତେବେ ଆଜି କାଲୀ ଲୋକ ଛାଚରେ ହାଲ୍କା ଜୀରା ଗୁଣ୍ଡ, କଞ୍ଚା ଲଙ୍କା ଓ ଲୁଣ ମିଶାଇ ପିବା ପସନ୍ଦ କରୁଛନ୍ତି, ତେବେ ଏହା ପେଟ ପାଇଁ ବହୁତ ଲାଭକାରୀ ଅଟେ ।

Image Courtesy: Google

କିନ୍ତୁ ରାମଦେବ ବାବାଙ୍କ କହିବା ଅନୁଯାଇ କ୍ଷୀର ରାତିରେ ପିବା ଉଚିତ ନଚେତ ଅନ୍ୟ ସମୟରେ ପେଟ ଗରମ ହୋଇଥାଏ । ତେବେ ରାତିରେ କ୍ଷୀର ସହ ଭୁଲରେ ବି ଲୁଣ କ୍ଷାନ୍ତୁ ନାହିଁ ଏହା ଦ୍ଵାରା ଚର୍ମ ରୋଗ ହୋଇଥାଏ । ତେବେ ଚର୍ମ ରୋଗ ଏମିତି ଗୋଟେ ରୋଗ ଯାହା ଦ୍ଵାରା ବହୁତ ଲୋକ ହଇରାଣ ହୋଇଥାନ୍ତି । ଖିରି ସହ ବହୁତ ଲୋକ ଲୁଣ ଜିନିଷ ଖାଇ ଥାନ୍ତି କିନ୍ତୁ ଏହା ଉଚିତ ନୁହ ଲୁଣ କ୍ଷୀର ସହ ପେଟରେ ଗଲା ପରେ ଏମିତି କିଛି ଉତ୍ପନ କରିଥାଏ ଯାହା ଦ୍ଵାରା ଚର୍ମ ରୋଗ ହୋଇଥାଏ ।

Image Courtesy: Google

ତେବେ ବାବା ରାମଦେବ କହିଛନ୍ତି ଯେ କ୍ଷୀର ସହ କୌଣସି ମିଠା ପଦାର୍ଥ ଖାଇବା ଉଚିତ ଅଟେ କାହିଁକିନା ବହୁତ ଲୋକ କ୍ଷୀର ସହ ଜଲେପୀ ନଚେତ ମାଲପୁଆ ଖାଇବା ପସନ୍ଦ କରନ୍ତି ତେବେ ଖିରି ବା କ୍ଷୀର ସହ ମିଠା ଜିନିଷ ଖାଇଲେ କୌଣସି ଅସୁବିଧା ନାହିଁ କିନ୍ତୁ ଲୁଣ ଜିନିଷ କ୍ଷାନ୍ତୁ ନାହିଁ ଏହା ଛଡା ମସଲା ଜିନିଷ ସବୁବେଳେ ଖାଇବା ଉଚିତ ନୁହ ସବୁଠାରୁ ଭଲ ପନି ପାରିବା ସେବନ କରନ୍ତୁ ତାହା ମଧ୍ୟ ସିମ୍ପଲ ଭାବରେ ଓ ନିଜ ଖାଦ୍ଯ ପ୍ରଣାଳୀ ଉପରେ ଧ୍ୟାନ ରଖନ୍ତୁ ଏହା ଏକମାତ୍ର ଉପାୟ ଯାହା ଦ୍ଵାରା ଆପଣ ଅଧିକ ଦିନ ବଞ୍ଚି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button