କ୍ଷୀରରେ ମିଶାଇ ଏହି 1 ଜିନିଷ ଖାଇନିଅ, 45 ବର୍ଷ ବୟସରେ ବି ଲାଗିବ 25 ଭଳି- Health Tips

ଏକ ସୁସ୍ଥ ଶରୀର ପାଇଁ ଆପଣ ଏକ ସୁସ୍ଥ ଖାଦ୍ଯ । ତେବେ ଆମେ ଖାଉଥିବା ଅନେକ ଖାଦ୍ୟ ଭିତରେ ମଖାନା ଏକ ଏଭଳି ଖାଦ୍ଯ ଯାହାକୁ ଆମେ କେଉଁ ଭି ସମୟରେ କିଛି ଭି ପ୍ରକାର ଖାଇ ପାରିବା । ଏହାକୁ ଆମେ ସ୍ନାକ୍ସ ଭଳି ଖାଇ ପାରିବା ଓ ଏହାକୁ ଆମେ ଲଞ୍ଚ ଓ ସାଧାରେ ମଧ୍ୟ ଖାଇ ପାରିବା ।
ଏହା କୁ ଖାଇବା ଦ୍ଵାରା ଆମର ରୋଗ ପ୍ରତି ରୋଧକ ଶକ୍ତି ବଢି ଥାଏ ଓ ଆମେ ବିଭିନ୍ନ ପ୍ରକାର ଆଣ୍ଠୁ ଗଣ୍ଠି ବିନ୍ଧା ରୁ ମଧ୍ୟ ମୁକ୍ତି ପାଇ ଥାଉ । ତେଣୁ କରି ଏହାର କୁ ଆପଣ କିଭଳି ଖାଇବେ ଓ ଏହାକୁ ଆପଣ କିଭଳି ଭାବେ କେଉଁ କେଉଁ ସମୟରେ ଖାଇ ପାରିବେ ସେହି ବିଷୟରେ ଆମେ କହିବ ଅପାଇନ ଯାଉଛୁ । ମଖାନାରେ ଆଣ୍ଟି ଆକ୍ସିଡେଣ୍ଟ ଥାଏ । ଏହା ଛଡା ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଡ, ଫାଇବାର, ଫସଫରସ, ଆଇରନ, ଜିଙ୍କ ଆଦି ଥାଏ ।
ଏହାକୁ ଖାଇବା ଦ୍ଵାରା ଆମ ଶରୀରୀ ର ତ୍ଵଚା କ୍ଷ୍ହୁବ ଉଜ୍ବଲ ଦେଖା ଯାଏ । ଏଥିରେ ଥିବା ପୋଷାକ ତତ୍ଵ ପାଇଁ ମଧ୍ୟ ଏହା କୁ ସୁପର ଫୁଡ କୁହା ଯାଇଥାଏ । ଏହାକୁ ଖାଇବା ଦ୍ଵାରା ଯେଉଁ ମାନେ ସୋଇ ନଥିବା ସେମାନେ ଏହାକୁ ଖାଇବା ଦ୍ଵାରା ନିଶ୍ଚିତ ଭାବେ ନିଜର ନିଦ ଠିକ କରି ପାରିବେ । ଯେଉଁ ମାନଙ୍କୁ ହାର୍ଟ ର ବେମାରି ଅଛି ସେମାନେ ଏହାକୁ ସବୁ ଦିନ ସେବନ କରିବା ଦ୍ଵାରା ସେମାନଙ୍କ ହାର୍ଟ ର ଅସୁବିଧା କମ ହେବାରେ ଲାଗେ ।
ଏହା ଅପରେ କୁହା ଯାଏ କି ଯେଉଁ ମାନେ ରକ୍ତ ହୀନତା ର ଶିକାର ହୋଇଛନ୍ତି ସେମାନେ ଏହାକୁ ଖାଇବା ଦ୍ଵାରା ସେମାନଙ୍କ ଶରୀର ରେ ଅଧିକ ମାତ୍ରାରେ ରକ୍ତ ତିଆରି ହୋଇଥାଏ । ଯେଉଁ ମାନେ ଶରୀର ର ଯନ୍ତ୍ରଣା ପାଇଁ ଅନେକ ଦିଆନରୁ ଚେଷ୍ଟା କରୁଛନ୍ତି କିନ୍ତୁ କିଛି ସଫଳତା ମିଳିନୀ ସେମାନଙ୍କୁ ସେମାନେ ନିଶ୍ଚିତ ଭାବେ ନିଜର ଖାଇବାରେ ଏହାକୁ ସାମିଲ କରନ୍ତୁ । ଆପଣ ଚାହିଁଲେ ଏହାକୁ ରାତିରେ କ୍ଷୀର ସହ ଖାଇ ପାରିବେ ।
ଏହା ପଦ୍ମ ମଞ୍ଜିରୁ ତିଆରି ହୋଇ ଥାଏ । ଏହାକୁ ଆପଣ ଛାଣିକି ଖାଇ ପାରିବେ କିମ୍ବା ଏହାକୁ ଆପଣ ରୋଷ୍ଟ କେଇକି ଖାଇ ପାରିବେ ନ ହେଲେ ଆପଣ ଏହାକୁ ଖିରୀ କରିକି ମଧ୍ୟ ଖାଇ ପାରିବେ । କିଛି ଜଣ ଏହାର ତରକାରୀ ମଧ୍ୟ କ୍ଷାନ୍ତି ତେଣୁ ଏହା ଆପଣଙ୍କ ଉପରେ ନିର୍ଭର କରେ କି ଆପଣ କିଭଳି ଖାଇବେ ଏହାକୁ । ଏହାକୁ ଖାଇଅବା ଦ୍ଵାରା ପୁରୁଷ ମାନଙ୍କ ଶୁକ୍ର ସହ ସୁସ୍ଥ ରହିବା ସହ ଭଲ ଶକ୍ତି ମଧ୍ୟ ପ୍ରଦାନ କରିଥାଏ ।
ଏହାକୁ ଖାଇବା ଦ୍ଵାରା ଆପଣ ନିଜକୁ ଦିନକୁ ଦିନ ସୁସ୍ଥ ଅନୁଭବ କରିବେ । ଯେଉଁ ମାନେ ମୋଟା ଅଛନ୍ତି ସେମାନେ ଏହାକୁ ସେବନ କରିବା ଦ୍ଵାରା ଖୁବ ଭଲ ପରିଣାମ ପାଇ ଥାନ୍ତି ଏହାକୁ ସେମାନେ ନିଜ ଖାଇବାରେ ସାମିଲ ମଧ୍ୟ କରି ପୃବେ ସକାଳୁ ଖାଲି ପେଟରେ ଏହାକୁ ୧୦ ରୁ ୧୫ ଟି ଖାଇଲେ ଆପଣ ଙ୍କ ଓଜନ ମଧ୍ୟ ଖୁବ କମ ହୋଇ ଥାଏ । ବାକି ଆପଣ ଏହାକୁ ଦିନ ଭିତରେ କେବେ ଭି ଖାଇ ପାରିବେ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।