ଜୀବନଶୈଳୀ

ପିଠି ଦରଜ ହେଉଛି କି ତେବେ ହୋଇ ପାରେ ଏହି ସବୁ ରୋଗର କାରଣ ଦେଖନ୍ତୁ ଶୀଘ୍ର କଣ କଣ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଭିଡିଓ ଦେଖିପାରିବେ ।
ଲୋକମାନେ ସବୁ ପ୍ରକାରର ସମସ୍ୟା ବିଷୟରେ ମଧ୍ୟ ଜାଣିପାରିବେ । ଏହି ସୋସିଆଲ ମିଡ଼ିଆରେ ଏବେ ଏକ ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହା ଶୁଣିଲେ ଆପଣ ବି ଅନେକ କଥା ଜାଣିପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରୋଗ ତାର କାରଣ ଆଉ ନିରାକରଣ ବିଷୟରେ ଜାଣିପାରିବେ । ଏହି ଭିଡିଓରେ ଲୋକମାନେ ପିଠି ଦରଜ କାହିଁକି ହୁଏ ।
ଆଉ ଏହାକୁ ଆପଣମାନେ ଛୋଟ ସମସ୍ୟା ଭାବୁଥିଲେ ଏହା ଛୋଟ ନୁହେଁ ଏହା ହେଉଛି ଏକ ବଡ ସମସ୍ୟା । ଆଉ ଏହି ଭିଡିଓ ମାଧ୍ୟମରେ ଆପଣ ସବୁ କଥା ଜାଣିପାରିବେ ।
ପ୍ରାୟ ସମସ୍ତ ଲୋକଙ୍କର ପିଠି ଦରଜ ହୋଇଥାଏ । ଆଜିକାଲି ଯୁବକ ଆଉ ଯୁବତୀ ମାନଙ୍କର ପ୍ରାୟ ପିଠି ଦରଜ ହୋଇଥାଏ । ଏହି ପିଠି ଦରଜ ସମସ୍ୟାର ଶିକାର ପ୍ରାୟ ଅନେକ ଲୋକ ହୋଇଥାନ୍ତି ।
ଲୋକମାନେ ପିଠି ଦରଜ ହେଲେ ପେନ୍ କିଲର୍ ମେଡ଼ିସିନ୍ ଖାଇଥାନ୍ତି । ଆଉ ମେଡିସିନ ଖାଇବା ପରେ ସେମାନଙ୍କୁ ଲାଗିଥାଏ କି ତାଙ୍କ ଦରଜ ଭଲ ହୋଇଗଲା । କିନ୍ତୁ ଏହା ଏକ ଛୋଟ ସମସ୍ୟା ନୁହେଁ ।
ପିଠି ଦରଜ ପରେ ଅନେକ ଲୋକଙ୍କର ଅନେକ ସମସ୍ୟା ଦେଖା ଯାଇଥାଏ । ପିଠି ଦରଜ କ୍ୟାନସରର କାରଣ ହୋଇପାରେ ଆଉ ସେଥିପାଇଁ ପିଠି ଦରଜ ହେଲେ ସଂଗେସଂଗେ ଡାକ୍ତରଖାନାରେ ଦେଖାଇବା ଉଚିତ୍ ।
ଆଉ ଏହି ପିଠି ଦରଜ ଏବେ ଯୁବପିଢୀଙ୍କର ଅଧିକ ହୋଇଥାଏ । ଆପଣମାନେ ଯଦି ଏହି ପିଠି ଦରଜକୁ ସାଧାରଣ ବୋଲି ଭାବୁଛନ୍ତି ତାହା ଜମା ବି ଛୋଟ ସମସ୍ୟା ନୁହେଁ ।
ଏହାଦ୍ବାରା ଅନେକ ଅସୁବିଧା ଦେଖାଯାଏ । ପିଠି ଦରଜ ହେଲେ ଆପଣମାନେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆପଣମାନେ ଯେତେବେଳେ ଯେଉଁ ସ୍ଥାନରେ ବସୁଛନ୍ତି ସେଠାରେ ୧୮୦ ଡିଗ୍ରୀ ବା ୩୬୦ ଡିଗ୍ରୀ କରି ବସନ୍ତୁ ।
ଠିକସେ ବସି ନଥିଲେ ପିଠି ଦରଜ ହୋଇଥାଏ । ସକାଳୁ ଉଠିଲା ପରେ ପିଠି ଦରଜ ହୋଇଥାଏ । ପିଠି ଦରଜ ଯଦି ଗୋଡ଼କୁ ଯାଇଥାଏ ବା ଯଦି ଆପଣଙ୍କ ଓଜନ କମୁଛି ବା ଜ୍ଵର ହେଉଛି ।
ଏହାର ଡାକ୍ତରୀ ପରୀକ୍ଷା କରନ୍ତୁ । ଆପଣ ଅଫିସରେ ବସିବା ବେଳେ ପିଠିରେ ଦରଜ ହେଲେ ବ୍ୟାୟାମ କରନ୍ତୁ ଏବଂ ଠିକସେ ବସିଲେ ଏହା ଦୂର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button