ହାଡରୁ କଟ-କଟ ଶବ୍ଦ ଆସୁଛି କି ତେବେ ତୁରନ୍ତ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3ଟି ଜିନିଷ

ଆଜିକା ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ଆଗ ଭଳି ଆଉ ରହୁ ନାହିଁ ଛୋଟ ଛୁଆ ଠାରୁ ଆରମ୍ଭ କରି ଯୁବକ ଓ ବୃଦ୍ଧ ସମସ୍ତଙ୍କୁ କିଛି ନା କିଛି ରୋଗ ରହୁଛି ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ଆମ ଶରୀର ଗୋଟେ ମେସିନ ଠାରୁ କମ ନୁହଁ ଆଉ ଜୀବନ ସାରା ଏହି ମେସିନ କୁ ଚାଲିବାର ଅଛି ଶରୀର ମେସିନ ନ ଚାଲିଲେ ମଣିଷ ମୃତ୍ୟୁ ହୋଇଥାଏ ସେଥିପାଇଁ ଆମେ ଶରୀରକୁ ଆରାମ ଦେଇ ପାରିବୁନି କିନ୍ତୁ କିଛି ପୋଶତିକ ଖାଦ୍ଯ ଗ୍ରହଣ କରିବା ଦ୍ଵାରା ଶରୀର ସ୍ଵସ୍ଥ ରଖିବାରେ ସାହାଜ୍ଯ କରି ପାରିବୁ ଯେମିତି ଇଞ୍ଜିନକୁ ଇଞ୍ଜିନ ଅଏଲ ଦେଲେ ତା କାମ ଭଲ ହୋଇଥାଏ ଆଉ ଇଞ୍ଜିନ ଶୀଘ୍ର ଖରାପ ହୋଇନଥାଏ ।

ତେବେ ବହୁତ ଲୋକ ହାଡରୁ ଆସୁଥିବା କଡ କଡ ଶବ୍ଦ ସୂନୀ ବହୁତ ଡଋ ଯାଇଥାନ୍ତି ତାଙ୍କୁ ଆମେ ଏହା କହିବାକୁ ଚାହୁଞ୍ଚୁ ଯେ ଯଦି ଆପଣଙ୍କ ହାଡ ଦରଜ ନାହିଁ ତେବେ ଆପଣଙ୍କ ହାଡରୁ କଡ କଡ ଶବ୍ଦ ଆସୁଛି ଏହାର ଅର୍ଥ ଆପଣଙ୍କ ହାଡ ମଝିରେଆ ପବନ ରହି ଯାଇଛି ଯାହା ଏହି ଭଳି ଶବ୍ଦ କରୁଛି କିନ୍ତୁ ଯଦି ଦରଜ ଅଛି ଆଉ ଆପଣ ଉଠି ବସି ପାରୁ ନାହାନ୍ତି ତେବେ ଆପଣଙ୍କୁ ତୁରନ୍ତ ଡକ୍ଟର ଦେଖାଇବା ଉଚିତ । ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ହାଡ ଅସୁବିଧା ହେଲେ ମଣିଷ ଚାଲି ବୁଲି ପାରିବ ନାହିଁ ଆଉ ଏହା ବହୁତ ବଡ ସମସ୍ଯା ହୋଇଥାଏ ।

ମେଥି :
ଆପଣ ମାନେ ସମସ୍ତେ ନିଜ ଘରେ ମେଥି ଦେଖିବାକୁ ପାଇଥିବେ ମା ମାନେ ମେଥି ଖାଇବାରେ ବ୍ୟବହାର କରିଥାନ୍ତି ତେବେ କଣ ଆପଣ ଜାଣିଛନ୍ତି ମେଥି କ୍ୟାଲସିୟମ ଭଣ୍ଡାର ହୋଇଥାଏ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ସବୁ ହାଡ ଗଣ୍ଠି, ଗ୍ୟାସ ଭଳି ସମସ୍ଯା ଏହା ଦୂର କରିଥାଏ ଏହା ଛଡା ଆପଣଙ୍କ ରକ୍ତ ସଫା କରିବା ସହ ଆପଣଙ୍କୁ ମଜବୁତ ବନେଇଥାଏ । ଆପଣ କେବଳ ଗୋଟେ ଚାମଚ ମେଥି ରାତିରେ ଭେଦେଇ ରାଖୀ ଦିଅନ୍ତୁ ଆଉ ସକାଳେ ଖାଲି ପେଟରେ ଏହାକୁ ଚୋବାଇ ସେବନ କରନ୍ତୁ ଏହା ପରେ ଉଷୁମ ପାଣି ମଧ୍ୟ ସେବନ କରନ୍ତୁ କେବଳ କିଛି ଦିନ ଭିତରେ ଆପଣଙ୍କୁ ଫରକ ଅନୁଭବ ହବ ।

ଗୁଡ, ଚନା ଆଉ କ୍ଷୀର :
ଗୁଡରେ ମଧ୍ୟ କ୍ୟାଲସିୟମ ମାତ୍ରା ବହୁତ ଅଧିକ ହୋଇଥାଏ ଏହା ଛଡା ଚନା ଆଉ କ୍ଷୀର ପିବା ଦ୍ଵାରା ଆପଣଙ୍କ ଶରୀରକୁ ସଠିକ ପୋଷଣ ପ୍ରାପ୍ତ ହୁଏ ଆଉ ଆପଣଙ୍କ ଶରୀର ସବଳ ହୋଇଥାଏ ।



