ସକାଳୁ ଖାଲି ପେଟରେ ଗୋଲମରିଚ ଖାଇଲେ ଯାହା ହେବ ଜାଣି ବିଶ୍ଵାସ ହେବନି- Health Tips

ବନ୍ଧୁଗଣ ଆଜିଭଳି ଦିନରେ କେତେଜଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲା ବେଳେ ଆଉ କେତେ ଜଣ ଜମାରୁ ଧ୍ୟାନ ଦିଅନ୍ତି ନାହିଁ । ବନ୍ଧୁଗଣ ପ୍ରାଏ ତ ସମସ୍ତେ ବହୁତ ବ୍ୟସ୍ତତାର ସହିତ ଜୀବନ ଅତିବାହିତ କରିଥାନ୍ତି । କିନ୍ତୁ ଯଦି ଆପଣ ନିଜ ବ୍ୟସ୍ତତା ଭିତରେ ନିଜର ଶରୀରରେ ଧ୍ୟାନ ନ ଦିଅନ୍ତି ତେବେ, ଆପଣ ଶେଷରେ ନାନା ପରିସ୍ଥିତିର ସମୁଖୀନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ନିଜ ଶରୀର ସମ୍ବନ୍ଧରେ ବିଶେଷ କଥା କହିବାକୁ ଯାଉଛୁ, ଏହି ଉପାୟଟି କରିବା ଦ୍ଵାରା ଆପଣ ବହୁତ ଲାଭ ମିଳି ପାରିବ । ଆସନ୍ତୁ ତେବେ ଜାଣିବା ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ମହତ୍ଵପୂର୍ଣ୍ଣ କଥା ।
ବନ୍ଧୁଗଣ ଆମ୍ଭ ମାନଙ୍କୁ ରାଗ ଖାଇବାକୁ ଭଲ ଲାଗିଥାଏ, ମାତ୍ର କିଛି ଲୋକ ଏଭଳି ଅଛନ୍ତି ଯେ କି କହିଥାନ୍ତି ରାଗ ଖାଇବା ଶରୀର ପାଇଁ ଆଦୌ ଉଚିତ ହୋଇ ନଥାଏ,କିନ୍ତୁ ବନ୍ଧୁଗଣ ସବୁ ପ୍ରକାରର ମରୀଚ ଗୋଟିଏ ପ୍ରକାରର ହୋଇନଥାଏ । ବନ୍ଧୁଗଣ କେଉଁ ମରିଚ ଖାଇବା ଦ୍ଵାରା ଆମ ଶରୀରକୁ ସୁଲାଭ ମିଳିଥାଏ ଆସନ୍ତୁ ଜାଣିବା । ବନ୍ଧୁଗଣ ଲାଲୀ ମରିଚ ଖାଇବା ଦ୍ଵାରା ବହୁତ କ୍ଷତି ହୋଇଥାଏ । ଆପଣ ମାନେ ସମସ୍ତେ କଳା ମରିଚ ସମ୍ବନ୍ଧରେ ଜାଣିଥିବେ ।
ଆୟୁର୍ବେଦରେ କଳା ମରିଚ ଆମ ଶରୀରର ଆଖି ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ବନ୍ଧୁଗଣ ସକାଳୁ ଉଠି ଗୋଲମରିଚ ୩ ରୁ ୪ ଟି ଚୋବାଇ ଖାଆନ୍ତୁ । ଏହା ପରେ ଆପଣ ଉଷୁମ ପାଣିର ସେବନ କରନ୍ତୁ । ବନ୍ଧୁଗଣ ଯଦି ଆପଣ ଗୋଲମରିଚ ର ସେବନ ଖାଲି ପେଟରେ କରନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ କରିଥାଏ । ଆପଣ ମାନେ ଭାବୁଥିବେ ଯେ, ଆମେ ଖାଲି ପେଟରେ କାହିଁକି ଗୋଲମରିଚ ର ସେବନ କରିବା ?
ବନ୍ଧୁଗଣ ଖାଲି ପେଟରେ ସେବନ କରିବାର ଅନେକ ଫାଇଦା ରହିଛି । ପ୍ରଥମ କଥା ହେଲା ଯେ, ଆମ୍ଭେମାନେ ରାତିରେ ଖାଦ୍ଯ ଖାଇ ଶୋଇଥାଊ, ଲମ୍ବା ସମୟ ଧରି ଶୋଇଥିବାରୁ ଆମର ପେଟ ଖାଲି ରହିଥାଏ । ଏମିତିରେ ଆମେ ଯଦି ଗୋଲମରିଚ ୩ ରୁ ୪ ଟି ଗରମ ପାଣି ସହିତ ସେବନ କରିବା ତେବେ, ଆମର ବହୁତ ଲାଭ ହେବ । ଏହା ଡାଇଜେସନ କରାଇବାରେ ସାହାଜ୍ଯ କରିଥାଏ । କିନ୍ତୁ ଆମର ଖରାବ ଅଭ୍ଯାସ ଦ୍ଵାରା ଆମ ଶରୀରର ସ୍ଥିତି ବଦଳିଥାଏ । ବନ୍ଧୁଗଣ କିଛି ଲୋକ ସକାଳୁ ଉଠିଲା ମାତ୍ରେ ଚାହା ପିଇଥାନ୍ତି ।
ମାତ୍ର ସେମାନେ ଭୁଲିଯାନ୍ତି ଯେ ଚାହା ଆମ ଶରୀର ପାଇଁ ଏସିଡ ର କାମ କରିଥାଏ । ଚାହା ପିଇବା ଦ୍ଵାରା ଆମର ବହୁତ କ୍ଷତି ହୋଇଥାଏ । ବନ୍ଧୁଗଣ ମାତ୍ର ଗୋଲମରିଚ ରୋଗ ପ୍ରତିରୋଧକ କ୍ଷମତାକୁ ବନାଇ ରଖିଥାଏ । ବନ୍ଧୁଗଣ ଏହା ଆମ ଇନସୁଲିନ କୁ ମଧ୍ୟ ଠିକ କରି ରଖିଥାଏ । ୪ ମାସ ଲଗାତାର ଗୋଲ ମରିଚ ଖାଇବା ଦ୍ଵାରା ଏହା ଡାଇବେଟିକ୍ସ କୁ ଦୂର କରିବାରେ ସକ୍ଷମ ହୋଇଥାଏ । ଏହା ବ୍ଯତୀତ ଯଦି ଆପଣ ଶରୀରର ଏମ୍ୟୁନିଟି କୁ ବଢାଇବାକୁ ଚାହୁଞ୍ଚନ୍ତି ତେବେ ଗୋଲ ମରିଚ ବହୁତ ମହତ୍ଵପୂର୍ଣ୍ଣ କାମ କରିଥାଏ ।
ଯେଉଁ ବ୍ୟକ୍ତି ମାନଙ୍କୁ ହାଇ ବ୍ଲଡ଼ପ୍ରେସର ଅଛି ସେମାନଙ୍କୁ ଗୋଲମରିଚ ଉଷୁମ ପାଣି ସହିତ ସେବନ କରିବା ଦ୍ଵାରା କ୍ରମଶ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ । ଏହା ବ୍ଯତୀତ ଯଦି ଆପଙ୍କର ଗ୍ଯାସ ଏବଂ ଏସିଡିଟି ଭଳି ସମସ୍ଯା ରହିଅଛି ତେବେ ସକାଳୁ ଖାଲି ପେଟରେ ଲେମ୍ବୁ ଏବଂ ଗୋଲମରିଚ ଗୁଣ୍ଡ କରି ପାଣିରେ ମିଳାଇ ସେବନ କରନ୍ତୁ ଏହାର ସୁଫଳ ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ଦେଖିବାକୁ ମିଳିବ । ବନ୍ଧୁଗଣ ଏହାଥିଲା କଳାମରିଚ ଅଥବା ଗୋଲମରିଚର ସଂପୂର୍ଣ୍ଣ ବିବରଣୀ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।