ଜୀବନଶୈଳୀ

ଚେହେରାର ସୁନ୍ଦରତା ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସବୁଦିନର ଦୋୖଡା ଦୋୖଡି ଜୀବନରେ ସୁନ୍ଦରତା ଯେମିତି ହଜିଯାଇ ଅଛି ।  ଗୋଟେ ଭଲ ସୌନ୍ଦର୍ଯ୍ୟ ଓ ଭଲ ସ୍ୱାସ୍ଥ୍ୟର ଲକ୍ଷଣ ହୋଇଥାଏ । କିନ୍ତୁ ଆଜି ଆମେ କିଛି ଏମିତି ସଜ ଉପାୟ ଦଉଛୁ ଯାହା ଆପଣ ନିଜର ସବୁଦିନିଆ ଲାଇଫରେ ଆପଣେଇବେ ତେବେ ଆପଣଙ୍କର ସୌନ୍ଦର୍ଯ୍ୟ ସବୁବେଳେ ରହିବା । ତେବେ ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ ସୌନ୍ଦର୍ଯ୍ୟ ଟିପ୍ସ

ପାଣି ପିଅନ୍ତୁ : ପାଣି ପିଇବା ସ୍ୱାସ୍ଥ୍ୟ ସହିତ ଭଲ ସ୍କିନର ମଧ୍ୟ ଦରକାର ହୋଇଥାଏ । ଆମ ଶରୀର ଶ୍ୱାସ ଦ୍ଵାରା ବିସେଲେ ତତ୍ତ୍ଵ ଆମ ଶରୀରରେ ଏକାଠି କରି ନେଇଥାଏ ଏବଂ ଏହାର ବାହାରେ ବାହାରିବାକୁ ଉଚିତ ମାତ୍ରାରେ ପାଣି ପିଇବା ଦରକାର ଯେତେ ପାଣି ପିଇବେ ସେତେ ଭଲ ଦେହପ୍ରତି ହୋଇଥାଏ ଓ ମୁହଁର ଗ୍ଲୋ ମଧ୍ୟ ବଢ଼ିଥାଏ ।

ପୁରା ନିଦ : ନିଦ ଆମ ଶରୀର ପାଇଁ କେତେ ଆବଶ୍ୟକ ଅଛି । ଭଲ ନିଦ ନ ଆସି ଥିବାରୁ ସିଧା ଅଶର ଆପଣଙ୍କ ସୌନ୍ଦର୍ଯ୍ୟ ଉପରେ ଦେଖା ଯାଇଥାଏ । ପଶିଯାଇଥିବା ଆଖି, ଶୁଖି ଗଲାଭଳି ମୁହଁ, ଏହି ସବୁର କାରଣ ଭଲ ନିଦ ନହେବାରୁ ହୋଇଥାଏ ଓ ଯଦି ଭଲ ନିଦ ନହେବାରୁ  ଆଖିତଲ କଳା ପଡ଼ିବ ଏବଂ ନିଜ ମୁହଁ ଦେଖିବାକୁ ଅସୁନ୍ଦର ଲାଗିବ ସେଥିାଇଁ ଠିକସେ ସୁଅନ୍ତୁ ଓ ଦେହକୁ ସୁସ୍ଥ ରଖନ୍ତୁ ଓ ଆଖିରେ ପଡୁଥିବା କଳାଦାଗରୁ ବଞ୍ଚିତ ହୁଅନ୍ତୁ ଏହି କଥାକୁ ମାନି ଚଳନ୍ତୁ ଦେଖିବେ କିଛି ହେବନାହିଁ ।

କମ୍ପ୍ୟୁଟର ରେ କାମ : ଯଦି ଆପଣ ସାରାଦିନ କମ୍ପ୍ୟୁଟର ପାଖରେ ବସି କାମ କରୁଛନ୍ତି ତେବେ ଆପଣଙ୍କର ଆଖି ବହୁତ ଥକିଗଲା ପରି ଲାଗିଥାଏ । ନିଜ ଆଖିକୁ ଆରାମ ଦବା ପାଇଁ ତାଉପରେ କ୍ଷୀରେକୁ  କାଟିକି ଲଗାଇଲେ ବହୁତ ସାରା ଆରାମ ମିଳିଥାଏ କାହିଁକି ନା ମୋବାଇଲ ବା କମ୍ପ୍ୟୁଟର ହେଉ ଏହି ସବୁ ଜିନିଷରେ କାମ ଯଦି କରୁଥିବେ ତେବେ ଗ୍ଲାସ ବ୍ୟବହାର କରି ଯାହା କରୁଛନ୍ତି କରନ୍ତୁ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button