ଜୀବନଶୈଳୀ

ଫ୍ରିଜର ଥଣ୍ଡା ପାଣି ପିଇଲେ ହୋଇଥାଏ ଶରୀରରେ ଏହି ଘାତକ କ୍ଷତି, ଥରେ ନିଶ୍ଚୟ ପଢନ୍ତୁ

ଗରମ ଦିନରେ ପାଗ ଭଲ ରହିଥାଏ ଲୋକଙ୍କୁ ଥଣ୍ଡା ପାଣି ପିବା ପସନ୍ଦ ହୋଇଥାଏ, ତେବେ ଥଣ୍ଡା ପାଣି ପିଇବାରେ ଯେତେ ଭଲ ଲାଗିଥାଏ ଗରମ ପାଣି ସେତେ ଭଲ ଲାଗି ନଥାଏ, କିନ୍ତୁ କିଛି ସମୟ ପାଇଁ ଥଣ୍ଡା ପାଣି ଆମକୁ ବହୁତ ଭଲ ଲାଗି ଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଫ୍ରିଜରେ ଥଣ୍ଡା ପାଣି ରଖି ପିଲେ ଏହା ଆମ ଶରୀର ପାଇଁ କେତେ ହାନିକାରକ ହୋଇଥାଏ, ଫିଜରେ ରଖା ହୋଇଥିବା ପାଣି ସେବନ କଲେ ଏହା ବହୁତ ପ୍ରକାର ଆଖି ସମସ୍ଯା କରିଥାଏ ଯାହା ଫଳ ସ୍ୱରୂପ ଆମ ଶରୀର ଆଖି ସମ୍ବନ୍ଧିତ ବହୁତ ପ୍ରକାର ସମସ୍ଯା ହୋଇଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଫ୍ରିଜ ଥଣ୍ଡା ପାଣି ହାନିକାରକ ଗୁଣ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ପାଚନ ଶକ୍ତିକୁ ଦୁର୍ବଳ କରିଥାଏ, କଣ ଆପଣ ଏହା ଜାଣିଛନ୍ତି ଯେ ଫ୍ରିଜ ଥଣ୍ଡା ପାଣି ପିବା ଦ୍ଵାରା ଆପଣଙ୍କ ପାଚନ ଶକ୍ତି କମ ହୋଇଥାଏ, ଓ ଏହା ଦ୍ଵାରା ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ହୋଇଥାଏ । ଥଣ୍ଡା ପାଣି ସେବନ କରିବା ଦ୍ଵାରା ଏହା ଆମ ରକ୍ତ ପ୍ରବାହ ଧୀରେ କରିଥାଏ, ତେବେ ଥଣ୍ଡା ପାଣି ପ୍ପିବା ଦ୍ଵାରା ଆମ ରକ୍ତ କୋସିକା ଛୋଟ ହୋଇଥାଏ ଯାହା କାରଣରୁ ଆମ ପାଚନ ପ୍ରକ୍ରିୟା ମଧ୍ୟ ଧୀରେ ହୋଇଥାଏ ।

Image Courtesy: Google

ତେବେ ଥଣ୍ଡା ପାଣି ପିଇବା ଦ୍ଵାରା ବହୁତ ପ୍ରକାର ପେଟ ସମସ୍ଯା ଆରମ୍ଭ ହୋଇଥାଏ କାହିଁକିନା ଆମ ଶରୀର କେନ୍ଦ୍ର ପେଟ ହୋଇଥାଏ ଏହା ଖରାପ ହେଲେ ସବୁ ଖରାପ ହୋଇଥାଏ । ଯଦି ଆମେ ଫ୍ରିଜ ପାଣି ଅଧିକ ସେବନ କରିଥାଉ ତେବେ ଆମ ବେକରେ ଟନସିଲ ଫୁଲିବା କାରଣ ହୋଇଥାଏ, ସେଥିପାଇଁ ଫ୍ରିଜ ପାଣି ଅଧିକ ସେବନ କରିବା ପାଇଁ ଡକ୍ଟର ମଧ୍ୟ ମନା କରିଥାନ୍ତି । ଅଧିକ ଫ୍ରିଜ ପାଣି ପିଲେ ଆପଣଙ୍କୁ ବହୁତ ପ୍ରକାର ରୋଗ ହୋଇଥାଏ, ତେବେ ଫ୍ରିଜ ପାଣି ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା କମି ଯାଇଥାଏ ।

Image Courtesy: Google

ତେବେ ଟନସିଲ ହବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ଅସୁବିଧା ହୋଇଥାଏ, ଟନସିଲ ଦ୍ଵାରା ଆପଣଙ୍କୁ କାସ ହୋଇଥାଏ ଓ ଅନ୍ୟ ଅନେକ ପ୍ରକାର ସମସ୍ଯା ତେବେ ନିଜ ଓ ନିଜ ପରିବାର ସୁରକ୍ଷା ପାଇଁ ଥଣ୍ଡା ପାଣି ଭଲ ଲାଗିଲେ ମଧ୍ୟ ବର୍ତମାନ ସେବନ କରନ୍ତୁ ନାହିଁ ଓ ଉଷୁମ ପାଣି ସେବନ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button