ସ୍ୱାସ୍ଥ୍ୟ

କେବେ ବି କ୍ଷୀର ସହ କଦଳୀ ଖାଆନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କ ଶରୀରକୁ ହୋଇ ପାରେ ହାନି, ଆସନ୍ତୁ ଜାଣିବା କେମିତି

ଓଜନ ବଢେଇବା ପାଇଁ ବହୁତ ଲୋକ କ୍ଷୀର ସହ କଦଳୀ ସେବନ କରିବା ପାଇଁ କହିଥାନ୍ତି କାହିଁକିନା କ୍ଷୀର ଓ କଦଳୀ ବହୁତ ପୋଷାକ ତତ୍ଵ ଠାରୁ ପରିପୂର୍ଣ ହୋଇଥାନ୍ତି । ଛୁଆ ହୁଅନ୍ତୁ ବା ବଡ ଲୋକ ସମସ୍ତଙ୍କୁ ବାନାନା ଶେକ ବହୁତ ପସନ୍ଦ ଆସିଥାଏ, ସମସ୍ତେ ବହୁତ ଏହାକୁ ଭଲ ପାନ୍ତି । ଏହାକୁ ପିବା ବେଳେ ସମସ୍ତେ ଏହା ଭାବନ୍ତି ଯେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ।

କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଏକା ସହ ସେବନ କଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

ଏହି କଥା ଆୟୁର୍ବେଦ ରେ ମଧ୍ୟ ସ୍ପଷ୍ଟ କରା ଯାଇଛି, ବିଶେଷଜ୍ଞମାନଙ୍କ ମାନ୍ୟତା ଯେ କଦଳୀ ଓ କ୍ଷୀର ଏକା ସହ ସେବନ ସ୍ୱାସ୍ଥ୍ୟ ପାଇଁ ଜମା ବି ଭଲ ନୁହ, ଏହାର ସେବନ ଶରୀର ବହୁତ ଅଙ୍ଗ କାମ ଉପରେ ପ୍ରଭାବ ପକାଇଥାଏ । ଆୟୁର୍ବେଦ ଅନୁଯାଇ କ୍ଷୀର ଓ କଦଳୀ ଏକା ସହ ମିଶାଇ ଖିଲେ ଏହା ଆମ ଶରୀରକୁ ବହୁତ ପ୍ରକାର ହାନିକରି ଥାଏ ।

କିନ୍ତୁ କଦଳୀ ଓ କ୍ଷୀର ଅଲଗା ଅଲଗା ସେବନ କଲେ ଏହା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ, କ୍ଷୀର ଆମ ଶରୀରକୁ ପ୍ରୋଟିନ ପ୍ରଦାନ କରିଥାଏ ଓ କଦଳୀ ଫାଇବର, ବିଟାମିନ ସି, ପୋତେସିୟମ ଏବଂ ବାୟୋଟିନ ଏହି ସବୁ ଜିନିଷ କେବଳ କଦଳୀ ଖାଇଲେ ଆମ ଶରୀରକୁ ପ୍ରାପ୍ତ ହୋଇଥାଏ । ଗୋଟେ ଅଧ୍ୟୟନ ଅନୁଯାଇ କଦଳୀ ଓ କ୍ଷୀର ମିଶ୍ରଣ ସେବନ ଆମ ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ, ଆୟୁର୍ବେଦ ଅନୁଯାଇ କୌଣସି କଠୋର ଫଳ ସହ କୌଣସି ତରଳ ପଦାର୍ଥ ମିଶ୍ରଣ ଆମ ଶରୀର ପାଇଁ ଲାଭପ୍ରଦ ନୁହେଁ ।

ଏମିତି ବି ଜଣା ପଡିଛି ଯେ କ୍ଷୀର ଓ କଦଳୀ ଏକା ସହ ସେବନ କଲେ ଶରୀର ରେ ବିଷାକ୍ତ ତତ୍ଵ ପ୍ରଭାବିତ ହୋଇ ଉତପନ ହୋଇଥାନ୍ତି । ଏହା ପରେ ଶରୀର ସବୁ ଅଙ୍ଗ ଉପରେ ଖରାପ ପ୍ରଭାବ ପଡିଥାଏ ଏହା କାରଣ ପାଇଁ ସାଇନସ ସମ୍ବନ୍ଧିତ ସମସ୍ୟା ମଧ୍ୟ ହବାର ଆସାର ହୋଇଥାଏ ତେବେ କଦଳୀ ଓ କ୍ଷୀର ମିଶ୍ରଣ ବା ଏକା ସହ ସେବନ କଲେ ଏହା ପାଚନ କ୍ରିୟା ଓ ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button