ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 3ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

ନମସ୍କାର ବନ୍ଧୁଗଣ । ବୈଦିକ ବେଦ ଶାସ୍ତ୍ର ପୁରାଣ ମାନଙ୍କ ଅନୁସାରେ ମଣିଷ ଜୀବନରେ ଯେତେବେଳେ ଭଲ କିମ୍ବା ଖରାପ ସମୟ ଆସିଥାଏ, ସେତେବେଳେ ପ୍ରକୃତି ଦ୍ଵାରା ଆଖ ପାଖ କିଛି ଗଛ ମାନଙ୍କ ଦ୍ଵାରା ଆମ ମାନଙ୍କୁ କିଛି ବିଶେଷ ସଂକେତ ମାନ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ବିଷୟ ବସ୍ତୁ ଟିକୁ ନେଇ କରି ଆସି ଅଛୁ ତାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି ତୁଳସୀ ଗଛ ଦ୍ଵାରା ଆମ ମାନଙ୍କୁ କେଉଁ କେଉଁ ସଂକେତ ମାନ ସବୁ ମିଳି ଥାଏ ।
ବନ୍ଧୁଗଣ ତୁଳସୀ ଗଛ କୁ ଯଦି ଭଲ ଭାବରେ ଯତ୍ନ ର ସହକାରେ ରଖା ଯାଇଥାଏ, ତେବେ ତାହା କେବେ ମଧ୍ୟ ସୁଖେ ନାହିଁ । କିନ୍ତୁ ଯଦି କାହା ଘରେ ତୁଳସୀ ଗଛ ସୁଖି ଯାଏ, ତେବେ ଏହା ଘର ପାଇଁ ଭଲ ସଂକେତ ହୋଇ ନଥାଏ । ଦ୍ଵିତୀୟ ରେ ବନ୍ଧୁଗଣ ଯଦି ଆପଣ ଙ୍କର ତୁଳସୀ ଗଛରୁ ପତ୍ର ହଳଦିଆ ପଡି ଆପେ ଜଡେ ତେବେ ଏହା ଠିକ ଅଛି ।
କିନ୍ତୁ ଯଦି ପତ୍ର ସବୁଜ ଅବସ୍ଥାରେ ହିଁ ଝଡିବାକୁ ଲାଗେ, ତେବେ ଏହା ଘର ପାଇଁ ଅଶୁଭ ହୋଇଥାଏ । ଏହାର ଏକ ଅର୍ଥ ଏହା ମଧ୍ୟ କି ଆପଣଙ୍କ ଘରେ ସବୁବେଳେ ଲାଗି ରହିଥିବା କଳି ଝଗଡା ତଥା ଅଶାନ୍ତି ପାଇଁ ମାତା ଲକ୍ଷ୍ମୀ ଆପଣଙ୍କ ଘର କୁ ତ୍ୟାଗ କରି ଯାଉଛନ୍ତି । କିନ୍ତୁ ଯଦି ଆପଣଙ୍କ ତୁଳସୀ ଗଛ ର ଆଖ ପାଖରେ ଅନ୍ୟ ଛୋଟ ଛୋଟ ଗଛ ମାନ ଉଠନ୍ତି, ତେବେ ଏହା ଖୁବ ଭଲ ସଂକେତ ହୋଇଥାଏ ।
ଏହା ସଂକେତ ଦେଇଥାଏ କି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବାକୁ ଯାଉଛି । ତାହାଛଡା ଯଦି ଆପଣ ଙ୍କ ଘର ଆଗରେ ଅଚାନକ ଭାବରେ କୌଣସି ତୁଳସୀ ଗଛ ଉଠିଯାଏ । ତେବେ ଏହା ଘର କୁ ମାତା ଲକ୍ଷ୍ମୀ ଙ୍କର ଆସିଥିବାର ସଂକେତ ଦେଇଥାଏ । ପରବର୍ତ୍ତୀ ସଂକେତ ଟି ହେଉଛି ଯଦି ତୁଆଳସୀ ଗଛ ପାଖରେ ଛୋଟ ଛୋଟ ଜନ୍ଦା ପିମ୍ପୁଡି ମାନେ ଆସୁଥାନ୍ତି, ତେବେ ଏହା ଏକ ଖୁବ ଭଲ ସଂକେତ ହୋଇଥାଏ ।
ତୁଳସୀ ଗଛରେ ବୁଢିଆଣୀ ବସା ଲାଗେ, ତେବେ ଏହା ଧନ ଚୋରୀ ହେବାର ସଂକେତ ଦେଇଥାଏ । ଯଦି ଘରର ତୁଳସୀ ଗଛ ହରା ଭରା ହୋଇ ରହିଥାଏ ଓ ଏହାସହ ସେଥିରେ ମଞ୍ଜରି ଲାଗେ, ତେବେ ଏହା ଅତ୍ୟନ୍ତ ଶୁଭ ଘର ପାଇଁ ହୋଇଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଆପଣ ତାହାର ଯତ୍ନ ଖୁବ ଭଲ ଭାବରେ ନିଶ୍ଚୟ ନିଅନ୍ତୁ । ଏହାସହ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ