ବୁଧବାର ଦିନ କରନ୍ତୁ ଏହି ଉପାୟ, ଗଣେଶଙ୍କ କୃପାରୁ ବଦଳିଯିବ ଭାଗ୍ୟ….

ନମସ୍କାର ବନ୍ଧୁଗଣ ତେବେ ଗଣେଶ ପ୍ରଥମ ପୂଜନୀୟ ଦେବତା ଅଟନ୍ତି । କୌଣସି ବି ଧାର୍ମିକ କାର୍ଯ୍ୟରେ କିମ୍ବା କୌଣସି ବି ଅନୁଷ୍ଠାନରେ ଆମେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିଥାଉ । ଏଥିପାଇଁ କରିଥାଉ ଯେ ସେହି ମାଙ୍ଗଳିକ କାମରେ କିମ୍ବା ଶୁଭ କାମରେ କୌଣସି ବି ପ୍ରକାରର ବାଧା ନଆସୁ । ସମସ୍ତ ପ୍ରକାରର ସଙ୍କଟକୁ ଦୂର କରିଥାନ୍ତି ଭଗବାନ ଗଣେଶ । କାରଣ ଭଗବାନ ଗଣେଶଙ୍କୁ ବିଘ୍ନହର୍ତା ବୋଲି କୁହାଯାଏ ।
କୌଣସି ବି ମନସ୍କାମନା ଥିଲେ ଭଗବାନ ଗଣେଶଙ୍କର ପୂଜା କରିଲେ ସେ ବହୁତ ଶୀଘ୍ର ମନସ୍କାମନା ପୂରଣ କରିଦିଅନ୍ତି।ତେବେ ପ୍ରତିଦିନ ଯେତେବେଳେ ବି ପୂଜା କରୁଛନ୍ତି ତ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ଉଚିତ।
ପ୍ରତିଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏହାପରେ ନିଜର ଘରର ମନ୍ଦିରରେ ପୂଜା କରିବା ସମୟରେ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ତାଙ୍କର ମନ୍ତ୍ର ଜପ କରନ୍ତୁ ତାଙ୍କର ଆରୋଧନା କରନ୍ତୁ ଏବଂ ଏହାପରେ ଅନ୍ୟ ଦେବୀ ଦେବତାଙ୍କୁ ପୂଜା କରନ୍ତୁ । ପ୍ରାତଃ ସମୟରେ ଉଠି ନିଜର ବିଛଣାରେ ବସି ପ୍ରଥମେ ନିଜର ଦୁଇ ହାତକୁ ଦେଖନ୍ତୁ ଏହାପରେ ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ ଏହା ଦ୍ୱାରା ଦିନ ସାରାର ସମସ୍ତ କାର୍ଯ୍ୟ ବିନା ବାଧା ବିଘ୍ନରେ ଭଲରେ ଭଲରେ ହୋଇଯିବ।
ଆସନ୍ତୁ ଜାଣିବା ବୁଧବାର ଦିନର ପୂଜା ବିଷୟରେ ଜାଣିବା। ଏହି ଦିନ ଭଗବାନ ଗଣେଶଙ୍କର ବିଶେଷ ଦିନ ହୋଇଥାଏ। ଏହି ଦିନ ଭଗବାନ ଗଣେଶଙ୍କୁ ସମର୍ପିତ ଅଟେ। ବୁଧବାର ଦିନ ଯଦି ଭଗବାନ ଗଣେଶଙ୍କୁ ବିଧି ବିଧାନ ଭାବେ ପୂଜାର୍ଚ୍ଚନା କରାଯାଏ ପ୍ରାର୍ଥନା କରାଯାଏ ତେବେ ସମସ୍ତ ପ୍ରକାରର ମନସ୍କାମନା ପୂରଣ ହୋଇଯାଏ। ଆଜି ଆମେ ଜାଣିବା ବୁଧବାର ଦିନ ଭଗବାନ ଗଣେଶଙ୍କୁ କେଉଁ ପ୍ରକାରର ପୂଜା କରିବେ।
ପୂଜାଘରେ ଗଣେଶଙ୍କର ବିଘ୍ର ଥାଏ ତେବେ ତାଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ କିମ୍ବା ଜଳରେ ଅଭିଷେକ କରନ୍ତୁ କଞ୍ଚା କ୍ଷୀର କିମ୍ବା ପଞ୍ଚାମୃତରେ ମଧ୍ୟ ଅଭିଷେକ କରିପାରିବେ। ଏହାପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ଏବଂ ଏହାପରେ ଅତର ଅର୍ପଣ କରନ୍ତୁ ଅତର ଅର୍ପଣ କରିବା ବହୁତ ଶ୍ରେଷ୍ଠ ହୋଇଥାଏ। ଏହାପରେ ହଳଦିଆ ଚଣା ଅର୍ପଣ କରନ୍ତୁ। ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ସେଠାରେ ସୁଗନ୍ଧିତ ଧୂପ ଲଗାନ୍ତୁ ହଳଦିଆ ଫୁଲର ମାଳା ଅର୍ପଣ କରନ୍ତୁ ଅରଖ ଫୁଲ ବି ଅର୍ପଣ କରିପାରିବେ ଏହି ଫୁଲ ଭଗବାନ ଗଣେଶଙ୍କୁ ବହୁତ ପ୍ରିୟ ଅଟେ।
ତେବେ ପୂଜାଘରେ ଗଣେଶଙ୍କର ବିଘ୍ର ଥାଏ ତେବେ ତାଙ୍କୁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ କିମ୍ବା ଜଳରେ ଅଭିଷେକ କରନ୍ତୁ କଞ୍ଚା କ୍ଷୀର କିମ୍ବା ପଞ୍ଚାମୃତରେ ମଧ୍ୟ ଅଭିଷେକ କରିପାରିବେ । ଏହାପରେ ଭଗବାନ ଗଣେଶଙ୍କୁ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ ଏବଂ ଏହାପରେ ଅତର ଅର୍ପଣ କରନ୍ତୁ ଅତର ଅର୍ପଣ କରିବା ବହୁତ ଶ୍ରେଷ୍ଠ ହୋଇଥାଏ । ଏହାପରେ ହଳଦିଆ ଚଣା ଅର୍ପଣ କରନ୍ତୁ ।
ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ସେଠାରେ ସୁଗନ୍ଧିତ ଧୂପ ଲଗାନ୍ତୁ ହଳଦିଆ ଫୁଲର ମାଳା ଅର୍ପଣ କରନ୍ତୁ ଅରଖ ଫୁଲ ବି ଅର୍ପଣ କରିପାରିବେ ଏହି ଫୁଲ ଭଗବାନ ଗଣେଶଙ୍କୁ ବହୁତ ପ୍ରିୟ ଅଟେ । ତେବେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଉପବାସ କରାଯାଏ । ଯଦି ଆପଣ ବ୍ରତ କରିଥାନ୍ତି ତେବେ ସକାଳୁ ଜଲଦି ଉଠି ଗାଧେଇ ଗଣେଣକୁ ପୂଜା କରନ୍ତୁ ।
ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ଦୁବ ନିଶ୍ଚିତ ଚଢାନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ବୁଧବାର ଦିନ ଗାଈକୁ ଚାରା ଖାଇବାକୁ ଦେବା ଶୁଭ ଏବଂ ଲାଭକାରୀ ହୋଇଥାଏ । ତେଣୁ ଏହି ଦିନ ଗାଈକୁ ଖାଇବାକୁ ଦେଲେ ମଧ୍ୟ ଶୁଭ ହୋଇଥାଏ । ବୁଧବାର ଦିନ ଭୋଜନ ଭାବେ ମୁଗ ଡାଲିର ପିଞ୍ଜିରି କିମ୍ବା ହାଲଓ୍ଵା ଭୋଗ ଲଗାନ୍ତୁ । ଏହି ପ୍ରସାଦକୁ ନେଇ ସମସ୍ତଙ୍କ ମଧ୍ୟରେ ବାଣ୍ଟିଦିଅନ୍ତୁ ।
ଏହାପରେ ସନ୍ଧ୍ୟାରେ ନିଜେ ଗାଧୋଇ ବ୍ରତୀ ନିଜେ ଖାଆନ୍ତୁ । ବୁଧବାର ଦିନ ଭଗବାନ ଗଣେଶକୁ ପୂଜା କରିବା ପରେ ଗଣେଶ ଚାଳିସା ପାଠ କରିବା ଜରୁରୀ । ତେବେ ପୂଜା ସଂପନ୍ନ ହୋଇଥାଏ । ବୁଧବାର ଦିନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ଏମିତି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଶେଷ ହୋଇଯାଏ । ବୁଧବାର ଦିନ ଗଣେଶଙ୍କୁ ମନ୍ଦିର ଯାଇ ଗୁଡ ଭୋଗ ଲଗାନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।