ବାଛନ୍ତୁ ସାଇ ବାବାଙ୍କ ଗୋଟିଏ ଚିତ୍ର, ଦେଖିବା ଆପଣଙ୍କର ଇଚ୍ଛା ପୁରା ହେବ ନା ନାହିଁ ! ( Personality Test )

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଆଉ ଏକ ନୂତନ ବିଷୟ ବସ୍ତୁ । ଆଜିର ଏହି ବିଷୟ ଟିରେ ଆପଣ ଜାଣି ପାରିବେ କି ଆପଣଙ୍କ ପାଇଁ ଆସୁଥିବା ସମୟ ଟି କିପରି ହେବାକୁ ଯାଉଛି, ତାହାସହ ଆପଣ ମାନଙ୍କ ପାଇଁ ସାଇବାବା ଙ୍କ ତରଫ ରୁ କେଉଁ ସନ୍ଦେଶ ଟି ମିଳିବାକୁ ଯାଉଛି । ବନ୍ଧୁଗଣ ଆପଣଙ୍କ ଉପରେ ଈଶ୍ଵର ଙ୍କର ଅସୀମ କୃପା ରହିଅଛି । ଆପଣ ମାନେ ଆସୁଥିବା ସମୟରେ ଅନେକ କିଛି ଖୁସି ପାଇବାକୁ ଯାଉଛନ୍ତି ।
ଏହି ସମୟରେ ଯେଉଁ ମାନେ ମଧ୍ୟ ଏହି ପୋଷ୍ଟ ଟିକୁ ପଡ଼ୁଛନ୍ତି, ସେମାନଙ୍କ ପାଇଁ ହିଁ ଏହି ସନ୍ଦେଶ ଟି ରହିଅଛି । ଆସନ୍ତୁ ଜାଣିବା କାହା ପାଇଁ ସାଇବାବା ଙ୍କର କେଉଁ ସନ୍ଦେଶ ରହିଅଛି । ସର୍ବ ପ୍ରଥମେ ଆପଣ ମାନେ ତଳେ ଥିବା ତିନୋଟି ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ଟିକୁ ଚୟନ କରି ନିଅନ୍ତୁ ।
ଯଦି ଆପଣ ମାନେ 1 ନମ୍ବର ଫୋଟୋ କୁ ଚୟନ କରିଛନ୍ତି, ତେବେ ମନେରଖନ୍ତୁ ଆପଣ ଙ୍କ ଉପରେ ସାଇବାବା ଙ୍କର ବିଶେଷ କୃପା ରହିଅଛି । ସାଇବାବା ଆପଣ ଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି । ଆପଣଙ୍କ ପାଇଁ ଏହା ସନ୍ଦେଶ ଆସି କି ଆପଣ ଈଶ୍ଵର ଙ୍କ ଉପରେ ଭରସା ରଖନ୍ତୁ । ଆପଣଙ୍କ ସହ ସବୁ କିଛି ଖୁବ ଭଲ ହେବ ।
ନମ୍ବର 2 ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଖୁବ ଭଲ ସମୟ ଆସୁଅଛି । ସାଇବାବା ଆପଣଙ୍କ ସହ ସବୁବେଳେ ଅଛନ୍ତି । ଆପଣ କେବେ ମଧ୍ୟ କୌଣସି ପରିସ୍ଥତି ରେ ନିଜକୁ ଏକୁଟିଆ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ପାଇଁ ସନ୍ଦେଶ ଅଛି କି ଆପଣ ଧୈର୍ଯ୍ୟ ରଖନ୍ତୁ । ନମ୍ବର 3 କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାନଙ୍କ ପାଇଁ ଆସୁଥିବା ସମୟ ଟି ଖୁବ ଭଲ ରହିବ । କିନ୍ତୁ ଆପଣଙ୍କ ପାଇଁ କିଛି ବିଶେଷ ସନ୍ଦେଶ ରହିଅଛି । ଆପଣ ଅଧିକ ରୁ ଅଧିକ ଚୁପ ରହିବାକୁ ଚେଷ୍ଟା କରନ୍ତୁ ।
କାରଣ ବେଳେବେଳେ ଆପଣ ଙ୍କର ଅଧିକ କଥା କହିବା କାରଣ ରୁ ସବୁ କିଛି ବିଗିଡି ଯାଇଥାଏ । ତେଣୁ ଆପଣ ନିଜର ବାଣୀ ଉପରେ ଅଧିକ ରୁ ଅଧିକ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ସାଇ ବାବା ସବୁ ପରିସ୍ଥିତି ରେ ଆପଣ ଙ୍କ ସହ ଅଛନ୍ତି । ଆପଣ ପୂର୍ବରୁ କରିଥିବା ଅନେକ ଭଲ କର୍ମ ମାନଙ୍କର ପରିଣାମ ସ୍ଵରୂପରେ ହିଁ ଆପଣଙ୍କୁ ବାବା ଙ୍କର ସାଥ ଏହି ପରି ଭାବରେ ପ୍ରାପ୍ତ ହୋଇଛି । ତେବେ ଆପଣ ମାନଙ୍କୁ ଆମର ଏହି କାର୍ଡ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।