ବିଚାର

ସୋରିଷ ତେଲରେ ମିଶାଇ ଲଗାନ୍ତୁ ଏହି 1 ଜିନିଷ, ଗୋଟି ଗୋଟି କେଶ ଏମିତି କଳା ହେଇଯିବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ରା-ମ-ବା-ଣ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ। ବନ୍ଧୁଗଣ ପୁରୁଷ ହେଉ ଅଥବା ନାରୀ ସମସ୍ତଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ। ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚି-ନ୍ତା-ଗ୍ର-ସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ ଏହାଦ୍ୱାରା କେଶରେ ବିଭିନ୍ନ ପ୍ରକାର କ୍ଷ-ତି ହୋଇଥାଏ ।

 

ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି। କେଶକୁ ଡ୍ରାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

 

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣ ଏକ ଲୁହା ବା ଆଇରନ ର କଢ଼େଇ ନିଅନ୍ତୁ। ଆଇରନ ଆମ କେଶ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ।ଏହାକୁ ଗ୍ୟାସ ରେ ଚଢ଼ାନ୍ତୁ। ଏହାପରେ କଢ଼େଇ ରେ ଅଳ୍ପ ସୋରିଷ ତେଲ ପକାନ୍ତୁ। ସୋରିଷ ତେଲ ଆମ କେଶକୁ ଘନ ଏବଂ ମଜବୁତ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ।

 

୨. ଏହାପରେ ସୋରିଷ ତେଲ ରେ ଏକ ଅତ୍ୟନ୍ତ ଚମତ୍କାରୀ ଜିନିଷ ମିଶାଇବା ତାହା ହେଉଛି ମେହେନ୍ଦି ପାଉଡର। ଏହା ଆମ କେଶରେ ଏକ ଭଲ କଲର ଆଣିଥାଏ। ମେହେନ୍ଦି ଆମ କେଶ ପାଇଁ ଅତ୍ୟନ୍ତ ଲାଭକାରୀ ମଧ୍ୟ ହୋଇଥାଏ।ଏହାପରେ ଏଥିରେ ଅଳ୍ପ ମେଥି ପାଉଡର ମିଶାନ୍ତୁ। ମେଥି ଆମ କେଶକୁ ବିଭିନ୍ନ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏହାର ବ୍ୟବହାର ଆମ କେଶ ପାଇଁ ବହୁତ ଉପଯୋଗୀ ହୋଇଥାଏ।ଏହାପରେ ଶେଷରେ ଏଥିରେ ଅଧ ଚାମଚ ଅଁଳା ପାଉଡର ମିଶାଇ ଦିଅନ୍ତୁ। ଅଁଳାର ବ୍ୟବହାର ଦ୍ୱାରା ଆମ କେଶ ମୋଟା, ଘନ ଏବଂ ଲମ୍ବା ହୋଇଥାଏ।ଏଥିରେ ଥିବା ଅନେକ ପ୍ରକାର ପୋଷକ ତତ୍ତ୍ୱ ଆମ କେଶକୁ ମିଳିଥାଏ।

 

୩. ତେବେ ବନ୍ଧୁଗଣ ସୋରିଷ ତେଲରେ ଏହି ତିନୋଟି ପାଉଡର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଲୋ ଫ୍ଲେମ୍ ରେ ତିଆରି କରନ୍ତୁ। କିଛି ସମୟ ପରେ ଆପଣ ଦେଖିବେ ଏହାର ରଙ୍ଗ ବଦଳି ଯିବ ଏବଂ କଳା ଦେଖାଯିବ। ସେତେବେଳେ ଆପଣ ଜାଣିବେ ଯେ ଆପଣଙ୍କ ର ଏହି ଉପଚାର ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା।

 

୪. ଏହାକୁ ଆପଣ ରାତିରେ ଶୋଇବା ସମୟରେ ନିଜ କେଶ ମୂଳରେ ଭଲ ଭାବରେ ମସାଜ କରନ୍ତୁ। ଆପଣ ଏହାକୁ ଲଗାଇବାର ୨ ୩ ଘଣ୍ଟା ପରେ ନିଜ କେଶକୁ ଧୋଇ ପାରିବେ। କିନ୍ତୁ ଯଦି ଆପଣ ଏହାର ଫାଇଦା ଅଧିକ ମାତ୍ରାରେ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଚାହିଁଲେ ଏହାକୁ ରାତିସାରା ଲଗାଇ କେଶକୁ କଭର କରି ଶୋଇ ପାରିବେ। ସକାଳୁ ଉଠିବା ପରେ ନିଜ କେଶକୁ ଧୋଇ ଦେବେ।

୫. ଏହି ଉପଚାରକୁ ଆପଣ ଏକ ମାସ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ। ଆପଣଙ୍କୁ ଏହାର ଚମତ୍କାରୀ ଫାଇଦା ଲାଭ ହେବ। ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟ ଦୂର ହୋଇଯିବ ଏବଂ ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ କଳା ଓ ମଜବୁତ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button