କ୍ରାଇମ

ହୋଲିରେ ପଶ୍ଚିମବଙ୍ଗର ବୀରଭୂମରେ ହିଂସା

କୋଲକାତା : ହୋଲି ସମୟରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କେତେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏଠାରେ ବିପୁଳ ସଂଖ୍ୟାର ସୁରକ୍ଷା ବଳ ମୁତୟନ କରିଛନ୍ତି।

ବୀରଭୂମ ଜିଲ୍ଲାର ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଛି ସେଗୁଡ଼ିକ ହେଲା ସାନ୍ଥିଆ, ହାଟୋରା ଗ୍ରାମ ପଞ୍ଚାୟତ (ଜିପି), ମଠପାଲଶା ଜିପି, ହରିସ୍ରା ଜିପି, ଦରିଆପୁର ଜିପି ଏବଂ ଫୁଲୁର ଜିପି। ଅନ୍ୟୁପକ୍ଷରେ ରାଜ୍ୟ ସରକାର ହିଂସାକାଣ୍ଡକୁ ଲୁଚାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button