ଧର୍ମ

ପିତୃପକ୍ଷରେ ତୁଳସୀକୁ ରାଶି ଅରପଣ କରି କହି ଦିଅନ୍ତୁ ଏହି 2ଟି ଶବ୍ଦ, ଦାରିଦ୍ର୍ୟତାର ହେବ ଅନ୍ତ… ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ଲୋକମାନଙ୍କ ଉପରେ ପିତୃପୁରୁଷଙ୍କର ଆଶ୍ରୀବାଦ ରହିଥାଏ । ସେହି ବ୍ୟକ୍ତି ଜୀବନରେ ଅନେକ ଉନ୍ନତି କରିବାର ଦେଖାଯାଇଥାଏ । ସେଥିପାଇଁ ସବୁ ମନୁଷ୍ୟ ନିଜ ପିତୃପିରୁଷଙ୍କ ଆତ୍ମାକୁ ଶାନ୍ତି କରିବାକୁ ଦାନ, ଧର୍ମ କରିବା ନିହାତି ଜରୁରୀ ହୋଇଥାଏ । ଯେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିନଥାଏ । ସେହି ବ୍ୟକ୍ତିକୁ ପିତୃଦୋଷ ଲାଗିଥାଏ । ଯେଉଁ କାରଣରୁ ବ୍ୟକ୍ତି ଜୀବନରେ ଅନେକ କଷ୍ଟ ଭୋଗ କରିଥାଏ ।

ଗରୁଡ ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ କଥା ଅନୁଯାଇ ନିଜର ପିତୃପୁରୁଷଙ୍କୁ ପ୍ରସନ୍ନ କରିବାକୁ କେତେକ ଉପାୟ ବର୍ଣ୍ଣନା କରାଯାଇଛି । ପିତୃପୁରୁଷ ପକ୍ଷ ଦିନ ମାନଙ୍କରେ ଘରର ବ୍ୟକ୍ତି ନିଜ ପିତୃପୁରୁଷଙ୍କୁ ଆବାହନ କରିଥାଏ କିନ୍ତୁ ସେହି ସମୟରେ ଅନ୍ୟ ଖରାପ ଆତ୍ମା ମଧ୍ୟ ଘର ମଧ୍ୟକୁ ପ୍ରବେଶ କରିଥାଏ । ଖରାପ ପ୍ରେତ ଆତ୍ମାର ପ୍ରବେଶ ଦ୍ଵାରା ଘରେ ଭୟଙ୍କର ପରିବେଶ ସୃଷ୍ଟ ହୋଇଥାଏ ।

ସେଥିପାଇଁ ନିଜ ପିତୃପୁରୁଷଙ୍କୁ ନିଜ ଘରକୁ ଆବାହନ କରିବା ପାଇଁ ନିଜ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ପାଣି ଛିଞ୍ଛିବା ଉଚିତ ହୋଇଥାଏ । ପିତୃପୁରୁଷଙ୍କ ସନ୍ତୁଷ୍ଟି ନିମନ୍ତେ ସେହି ଦିନ ଭୋଜନ ବ୍ୟବସ୍ତା କରାଯାଇଥାଏ । ବହୁତ ଲୋକ ଅଛନ୍ତି ପିତୃପୁରୁଷଙ୍କୁ ଭୋଜନ ଦେବାକୁ ଯାଇ ତାଙ୍କ ଫୋଟ ସାମ୍ନାରେ ଭୋଜନ ରଖିଦେଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button