କେବଳ ମାତ୍ର ୭ ଦିନରେ ସମସ୍ତ ବନ୍ଧ ଶିର ଖୋଲିଯିବ, କୋଲେଷ୍ଟ୍ରୋଲ, ହାର୍ଟ ବ୍ଳକେଜ ( Heart Blockage ) ଦୂର ହେବ, କରନ୍ତୁ ଏହି ଛୋଟିଆ ଉପାୟ.. ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଶିର ଜନିତ ସମସ୍ତ ପ୍ରକାର ସମସ୍ୟା କୁ ଦୂର କରିଦେବ । ଦବି ଯାଇଥିବା ଶିର ହେଉ ବା ଶିର ଦୁର୍ବଳ ହେଉ ବା ହାର୍ଟ ଜନିତ କୌଣସି ସମସ୍ୟା ହେଉ ଏହି ରେମିଡି ଆପଣଙ୍କ ସମସ୍ତ ସମସ୍ୟା କୁ ଦୂର କରିବ । ଯଦି ଆପଣଙ୍କ କଲେଷ୍ଟ୍ରୋଲ ବଢ଼ିକି ଅଛି ତେବେ ମଧ୍ୟ ଏହି ଉପଚାର ଆପଣଙ୍କୁ ସୁସ୍ଥ କରିଦେବ ।
ମୁଣ୍ଡ ଠାରୁ ନେଇ ଗୋଡ ପର୍ଯ୍ୟନ୍ତ ସମସ୍ତ ବନ୍ଦ ଶିର କୁ ଖୋଲିବ ଏହି ଉପାୟ । ସେଥିରେ ରକ୍ତ ଜନିତ ସମସ୍ୟା କୁ ମଧ୍ୟ ଦୂର କରିବ । ଏହି ରେମିଡି ଦ୍ବାରା ଆପଣଙ୍କୁ ଜୀବନରେ କେବେ ମଧ୍ୟ ହାର୍ଟ ଜନିତ କୌଣସି ସମସ୍ୟା ହେବ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ସେବନ କରିବାର ସଠିକ୍ ଉପାୟ ।
ପ୍ରଥମେ ଆପଣଙ୍କୁ ଯେଉଁ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ହେଉଛି ସେଉ ବା ଆପେଲ । ଏହା ଆମ ଶରୀର ପାଇଁ ବହୁତ୍ ଫାଇଦା ହୋଇଥାଏ । ଶେଉ ର ପ୍ରୟୋଗ ସର୍ବଦା ଚୋପା ସହିତ କରନ୍ତୁ । ଏଥିରେ ବହୁତ୍ ବେଶୀ ଭିଟାମିନ ଏବଂ ମିନେରାଲ ରହିଥାଏ । ଏବେ ଆପଣଙ୍କୁ ଦିତୀୟ ସାମଗ୍ରୀ ର ଆବଶ୍ୟକତା ପଡ଼ିବ ତାହା ଅଟେ ଲେମ୍ବୁ ।
ଚୋପା ସହିତ ଆପଣ ଲେମ୍ବୁ ପ୍ରୟୋଗ କରନ୍ତୁ । ଲେମ୍ବୁ ଆମ ଶରୀରର ଫ୍ୟାଟ କମ କରିଥାଏ । ଆମ ଶରୀରରେ ଯେତେବେଳେ ଚର୍ବି ବଢ଼ିଥାଏ ସେତେବେଳେ ଏହା ଆମ ହାର୍ଟ କୁ ଦୁର୍ବଳ କରିଥାଏ । ତେବେ ଲେମ୍ବୁ ରସ କୁ ଆପଣ ସେଉ ଉପରେ ଚିପୁଡି ଦିଅନ୍ତୁ ଏବଂ ଲେମ୍ବୁ ଚୋପାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହାପରେ ୨ଟି ଲବଙ୍ଗ ନିଅନ୍ତୁ ।
ଶରୀରରୁ ଖରାପ କୋଲେଷ୍ଟ୍ରୋଲ କୁ ବାହାର କରିବାରେ ଲବଙ୍ଗ ବହୁତ୍ ସାହାଯ୍ୟ କରିଥାଏ । ଏହାପରେ ୨ ପାଖୁଡ଼ା ରସୁଣ ନିଅନ୍ତୁ । ଏହାପରେ ଗୋଟେ ଛୋଟ ଖଣ୍ଡ ଅଦା ନିଅନ୍ତୁ । ଏହା ଆମ ଶରୀରର ଇମୁନିଟି ବଢ଼ାଇଥାଏ । ପ୍ରଥମେ ଆପଣ ଗୋଟେ ପାତ୍ରରେ ଗୋଟେ ଗ୍ଲାସ ପାଣି ନିଅନ୍ତୁ ଏବଂ ଏହାକୁ ଫୁଟାଇବାକୁ ଛାଡ଼ିଦିଅନ୍ତୁ ।
ପାଣି ଫୁଟି ସାରିବା ପରେ ଏଥିରେ ସବୁ ସାମଗ୍ରୀ ପକାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଏହି ପାଣିକୁ ଛାଣି ଏହାର ସେବନ କରନ୍ତୁ । ଦେଖିବେ ମାତ୍ର ୧ ସପ୍ତାହରେ ଆପଣଙ୍କ କୋଲେଷ୍ଟ୍ରଲ, ମୋଟାପଣ, ଶିର ବ୍ଲକେଜ, ହାର୍ଟ ଜନିତ ସମସ୍ୟା ସବୁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।