ରାଶିଫଳ

ଶନି ଓ ମଙ୍ଗଲ ଗ୍ରହର ଅଶୁଭ ଦୃଷ୍ଟିରୁ ମୁକ୍ତି ହେବେ ଏହି 4ଟି ରାଶି, ଆସିବ ଖୁସିର ଦିନ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ବ୍ୟକ୍ତିର କର୍ମ ଅନୁଯାୟୀ ତାକୁ ଫଳ ଦେଇଥାନ୍ତି । ଶନିଦେବ ଙ୍କ କୃପା କୌଣସି ବ୍ୟକ୍ତି ଉପର ରହିଲେ ସେହି ବ୍ୟକ୍ତିର ଜୀବନରେ ଆସିଥିବା ସମସ୍ତ ପ୍ରକାର ସମସ୍ୟା ମାନ ଶେଷ ହୋଇଥାଏ । ତେବେ ଆଜିଠାରୁ କିଛି ରାଶି ଉପରେ ନ୍ୟାୟର ଦେବତା ଶନିଦେବ ନିଜର କୃପା ଦୃଷ୍ଟି ରଖିବାକୁ ଯାଉଛନ୍ତି । ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନେ ଆଜି ଠାରୁ ସୁଖ ସମୃଦ୍ଧିର ଜୀବନ ଯାପନ କରିବେ । ବେପାର ବଣିଜ୍ୟରେ ଏମାନଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କର ଯେତେ ସମସ୍ୟା ଆସିଲେ ମଧ୍ୟ ପ୍ରଭୁ ଶନିଦେବ ଙ୍କୁ ସ୍ମରଣ କରନ୍ତୁ ସବୁ ଦୁଃଖ ଦୂର ହେବ । ଆପଣଙ୍କୁ ଧନ ଲାଭ ମଧ୍ୟ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

ମକର ରାଶିକୁ:- ଏହି ରାଶିର ବ୍ୟକ୍ତି ପ୍ରଭୁ ନ୍ୟାୟର ଦେବତା ସନିଦେବଙ୍କ ଆଶୀର୍ବାଦ ପାଇବେ,ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କର ପଦ ଉନ୍ନତି ହେବାର ଯୋଗ ରହିଛି । ଆପଣଙ୍କର ବ୍ୟବସାୟ ମଧ୍ୟ ଏହି ସମୟରେ ବିସ୍ତାର ହେବ । ନୂତନ ବ୍ୟବସାୟିକ ସମ୍ପର୍କ ଗଠନ ହେବ । ପାରିବାରିକ ସମସ୍ୟା ସବୁ ଶେଷ ହେବାକୁ ଯାଉଛି । ଆପଣ ଖୁବ୍ ଶୀଘ୍ର କୌଣସି ଖୁସି ଖବର ପାଇବେ ।

ତୁଳା ରାଶି:- ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ । ଖାସ୍ କରି ଯେଉଁମାନେ ବେପାରୀ ଅଟନ୍ତି ସେମାନଙ୍କୁ ସେମାନଙ୍କ ବେପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଅଛି । ଆପଣଙ୍କୁ ଅନେକ ସମୟରେ ସଫଳତାର ମାର୍ଗ ପ୍ରାପ୍ତ ହେବ ଧନ ସମ୍ବଦିତ୍ତ ସବୁ ସମସ୍ୟା ଆପଣଙ୍କର ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ ।

କୁମ୍ଭ ରାଶି:- ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଧନର ଆଗମନ ହେବାକୁ ଯାଉଛି । ଏମାନଙ୍କ ବେପାର କ୍ଷେତ୍ରରେ ଲାଭ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବ । ଅଚାନକ କୌଣସି ଦିଗରୁ ଧନ ପ୍ରାପ୍ତି ହେବାର ମଧ୍ୟ ଯୋଗ ରହିଛି । କଠିନରୁ କଠିନ କାମ ଅତି ସହଜରେ କରି ପାରିବେ । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ତେବେ ବନ୍ଧୁଗଣ ପ୍ରଭୁ ଶନିଦେବଙ୍କ କୃପା ଲାଭ କରିବା ପାଇଁ କମ୍ନେଟ ରେ ଲେଖନ୍ତୁ ଜୟ ଶନିଶ୍ଚରାୟଃ ନମଃ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button