ଆଜି ସିଂହ ସଙ୍କ୍ରାନ୍ତିରେ ବନୁଛି 4ଟି ମହାସଂଯୋଗ, 6ଟି ରାଶି ରୁହନ୍ତୁ ସାବଧାନ!

ଅଗଷ୍ଟ 17 ତାରିଖ ଯାହା କୁ ସିଂହ ସଂକ୍ରାନ୍ତି ପଡୁ ଅଛି । ଏହି ଦିନ ସୂର୍ଯ୍ୟ ନକାର ରାଶି ରେ ପରିବର୍ତ୍ତନ ଘରିବାକୁ ଯାଉଚି । ସୂର୍ଯ୍ୟ ତାଙ୍କ ଘରକୁ ଫେରୁଛନ୍ତି ଅର୍ଥାତ୍ ଏକ ବର୍ଷ ପରେ ସୂର୍ଯ୍ୟ ସିଂହ ରାଶି ରେ ପ୍ରବେଶ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କୁ ଊର୍ଯା ଓ ପରାକ୍ରମ ର କାରକ ବୋଲି ଗଣନା କରାଯାଇଥାଏ । ସାର ଭଳି ଅଧ୍ୟାୟ ଶ୍ଳୋକ ନମ୍ବର ଏକ ଅଧ୍ୟାୟ 6 ରେ ଏହା ଦ୍ଵାରା ଦୃଷ୍ଟି ଶକ୍ତି ରେ ସମସ୍ୟା ଦେଖା ଯାଏ । ନେତ୍ର ଜନିତ ସମସ୍ୟା ଦେଖା ଦିଏ । ମୁଣ୍ଡ ରେ ଦରଜ ଓ ବ୍ଲଡ ପ୍ରେସର ମଧ୍ୟ ଦେଖା ଦେଇଥାଏ ।
ଦୂତିୟ ଯୋଗ ପୁଷ୍କର ଯୋଗ । ଅଧ୍ୟାୟ 6 ରେ ଓ ଶ୍ଳୋକ 19 ରେ ଦେଖା ଦେଇଥାଏ । ଏହା ପାଦ ପ୍ରତିଷ୍ଠା ଓ ଧନ ବୃଦ୍ଧି କ୍ଷେତ୍ର ରେ ବଡ଼ ଲାଭ ଦେଇଥାଏ । ଯେଉଁ 6 ଟି ରାଶି ସମ୍ପର୍କ ରେ ଆମେ କହିବାକୁ ଯାଉଛୁ ସେଥି ମଧ୍ୟ ରେ ଅଧିକାଂଶ ରାଶି ରେ ଏହି ଯୋଗ ରହିଅଛି । ତୃତୀୟ ଯୋଗ ମଧ୍ୟ ଧନ ଓ ଜନ ରେ ଭରପୁର ଅଟେ । ଚତୁର୍ଥ ଯୋଗ ରେ ବାତ ପିତ୍ତ କଣ୍ଠ ଆଦି ରୋଗ ରହିଅଛି ।
ଏହି ରାଶି ମାନ ଙ୍କ ଭାଗ୍ୟ ଚମକି ଉଠିବ ଏହି ରାଶି ମାନେ ଆଗରୁ କିଛି କାର୍ଯ୍ୟ କରିଥିବେ ଯଦି ତାହାର ଶୁଭ ଫଳ ଆଜି ମିଳିବାକୁ ଯାଉଚି । ଏହି ରାଶି ମାନ ଙ୍କ ପରିବାର ରେ ହସ ଖୁସି ଲାଗି ରହିବ । ଏମାନ ଙ୍କ ଜୀବନ ରେ ଯଦି ଜୀବନ ସାଥି ଖୋଜୁଥାନ୍ତି ତାହେଲେ ସେମାନେ ଖୁବ୍ ଶୀଘ୍ର ପାଇପାରିବେ ।
ମେଷ ରାଶି – ଏମାନେ ଖୁବ୍ ଶୀଘ୍ର ଧନ ଧାନ୍ୟ ରେ ପରିପୂର୍ଣ ହେବାକୁ ଯାଇଛନ୍ତି । ଖୁସି ରେ ଜୀବନ ଅତିବାହିତ କରିବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବା । ଧନ ର କୌଣସି ଅଭାବ ଦେଖାଯିବ ନାହିଁ । ପ୍ରେମ ରେ ସୁଖ ମିଳିବାକୁ ଯାଉଚି । ପାଠପଢ଼ା ରେ ମଧ୍ୟ ମନଲାଗିବ । ବେପାର ବାଣିଜ୍ୟ କରୁଥିଲେ ମଧ୍ୟ ସଫଳତା ମିଳିବ ।
ମିଥୁନ ରାଶି – ଏହି ରାଶି ସୂର୍ଯ୍ୟ ଙ୍କ କୃପା ପଡ଼ିବାକୁ ଯାଉଚି । ବୋହୁତ ବଡ଼ ସଫଳତା ଅର୍ଥାତ୍ ଧନ ପ୍ରାପ୍ତି ସହ ଚାକିରି ରେ ପଦକ ହାସଲ କରିପାରିବେ । ନୂତନ ସମୃଦ୍ଧି ବା ପରିଚୟ ଗଠନ କରିବେ । ବେକାର ଖର୍ଚ୍ଚ ଲଗିରହିବ । ଯେତେ ଧନ ଆସିଲେ ମଧ୍ୟ ଖର୍ଚ୍ଚ ର ପରିମାଣ ବେଶୀ ରହିଛି ।
ସିଂହ ରାଶି – ପରିବାର ଓ ପ୍ରେମ ପ୍ରତି ଅଧିକ ସମୟ ଅତିବାହିତ କରିବେ । ଅନ୍ୟ ସହ ମିଶିବା ଆଗରୁ ବୋହୁତ ବାର ଚିନ୍ତା କରନ୍ତୁ । ଖୁସି ଲଗୀରହିବ ସହ ଖୁସି ଖବର ମିଳିବାକୁ ଯାଉଚି । ଆପଣ ଯଦି କୌଣସି ନାଲି ମକଦ୍ଦମା କରୁଥାନ୍ତି ତାହେଲେ ଆପଣ ଜିତିବା ଥୟ । ସଫଳତା ହାସଲ କରିପାରିବେ । କୌଣସି କାର୍ଯ୍ୟ କୁ ସମାପ୍ତ କରି ନୂତନ କାର୍ଯ୍ୟ ର ଶୁଭାରମ୍ଭ କରିବେ ।
କନ୍ୟା ରାଶି – ପ୍ରେମ ପ୍ରତି ସତର୍କ ରୁହନ୍ତୁ । କୌଣସି ପ୍ରତାରଣା ହୋଇପାରେ । କୌଣସି କାର୍ଯ୍ୟ କଲାବେଳେ ଭଗବାନ ଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଏବଂ ଭରସା ରଖି କରନ୍ତୁ ଯାହା ଦ୍ଵାରା ସଫଳତା ମିଳିବ । ପରିବାର ସହ ମଧ୍ୟ ସମୟ ଅତିବାହିତ କରନ୍ତୁ । ବନ୍ଧୁଗଣ ଏମିତି ରେ ମାତ ଲକ୍ଷ୍ମୀ ଙ୍କ କୃପା ସମସ୍ତ ଭକ୍ତ ଙ୍କ ଉପରେ ରହିଥଏ ।
ବିଛା ରାଶି -ପାରିବାରିକ ମାହୋଲ ସୁଖମୟ ରହିବ । ଏମାନ ଙ୍କୁ ବୋହୁତ ଲାଭ ହେବ । ଯଦି କିଛି ନୂଆ କରିବାକୁ ଚାହୁଁଛନ୍ତି ତାହେଲେ ଏବେ ଏହି ସମୟ ଆପଣ ଙ୍କ ପାଇଁ ଶୁଭ ଅଟେ । ଆଗକୁ ଆଗକୁ ବଢ଼ିଚଳନ୍ତୁ ସେଥିରେ ସଫଳତା ମିଳିବ । ପ୍ରେମ ସମ୍ବନ୍ଧ ସମସ୍ୟା ଦୂର ହେବ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନେ ଙ୍କ ପାଇଁ ପ୍ରସ୍ତାବ ଆସିବ । ମନ ଚାହୁଁଥିବା ପ୍ରେମ କୁ ହାସଲ କରିପାରିବେ ।
କୁମ୍ଭ ରାଶି -ସଫଳତା ପ୍ରଭୁ ଭୋଳା ଙ୍କ କୃପା ରୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଚି । କଷ୍ଟକାରୀ ପରିସ୍ଥିତି ଗୁଡ଼ିକ ବୋହୁତ ଜଲଦି ଦୁର ହେବ । ଜୀବନ ସାଥିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଚି । ଆପଣ ଆପଣ ଙ୍କ କାର୍ଯ୍ୟ କ୍ଷେତ୍ର ରେ ବୋହୁତ ଶୀଘ୍ର ସଫଳତା ହାସଲ କରିବେ ।