ବାଛନ୍ତୁ ନିଜ ପସନ୍ଦର ଗୋଟେ ନମ୍ବର ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ବିଶେଷ କଥା ( Personality Test )

ଆମେ ବିଭିନ୍ନ ଉପାୟ ରେ ଅନ୍ୟମାନଙ୍କ ବ୍ୟକ୍ତିତ୍ୱ ଆଦି ବିଷୟରେ ଜାଣିଥାଉ । ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବିଷୟରେ ଅର୍ଥାତ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଅନେକ ଇଛୁକ ରହିଥାନ୍ତି । ତେବେ କଥା ରେ ଅଛି ଦୀପ ତଳ ଅନ୍ଧାର କିନ୍ତୁ ଏହା ସମଗ୍ର ଦୁନିଆ କୁ ଆଲୋକ ପ୍ରଦାନ କରିଥାଏ । ସେହି ଭଳି ଆମେ ଅନ୍ୟର ଖରାପ ଗୁଣ ତ ଅନେକ ସହଜରେ ଜାଣି ଦେଇ ଥାଉ । କିନ୍ତୁ ନିଜର ଖରାପ ଗୁଣ ଜାଣି ନଥାଉ ।

ବହୁତ କମ ଲୋକ ଅଛନ୍ତି ଯେଉଁମାନେ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିଥାନ୍ତି । ଉଭୟ ଖରାପ ଓ ଭଲ ବ୍ୟକ୍ତିତ୍ୱ ସମ୍ଭନ୍ଧ ରେ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିତ୍ୱ ବିଷୟରେ କହିବୁ। ତେବେ ଏହା ଏକ ସାଇକୋଲଜିକାଲ ଟେଷ୍ଟ ଅଟେ । ଏଥିରେ ଆମେ ଆପଣଙ୍କୁ ଏକ ସଂଖ୍ୟା ଚୟନ କରିବାକୁ ଦେବୁ।
ତନ୍ମଧ୍ୟରୁ ଆପଣ ଏକ ନମ୍ୱର ଚୟନ କରିବା ପରେ ଆମେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବୁ। ତେବେ ନମ୍ବର ଗୁଡିକ ହେଲା ୧, ୨, ୩ ,୪, ୫, ୬ । ତେବେ ଏହି ୬ଟି ନମ୍ବର ଭିତରୁ ଆପଣ ଏକ ନମ୍ବର ଚୟନ କରନ୍ତୁ । ନମ୍ବର ୧ – ଯେଉଁ ବ୍ୟକ୍ତି ମାନେ ୧ ନମ୍ବର କୁ ଚୟନ କରିଛନ୍ତି ସେମାନେ ସ୍ୱତ୍ରନ୍ତ୍ର ପ୍ରିୟ ହୋଇଥାନ୍ତି ।

ଏମାନେ ନିଜର କଥା ଚିନ୍ତା କରିବା ଆଗରୁ ପ୍ରଥମେ ଅନ୍ୟମାନଙ୍କ କଥା ଚିନ୍ତା ବା ଅନ୍ୟ ଜିନିଷର ଚିନ୍ତା କରିଥାନ୍ତି। ଏମାନେ ଯେକୌଣସି ନିଷ୍ପତ୍ତି ନେବାରେ ଅନେକ ଶୀଘ୍ରତା କରିଥାନ୍ତି। ନମ୍ବର ୨- ନମ୍ବର ୨ ଯେଉଁ ବ୍ୟକ୍ତି ମାନେ ଚୟନ କରିଛନ୍ତି । ଏମାନଙ୍କୁ ସଂସାର କୌଣସି ସମ୍ପର୍କ ରଖିବା ପସନ୍ଦ ହୋଇ ନ ଥାଏ । ଆପଣ ନିଜର ଭୁଲ ପାଇଁ ଅନ୍ୟ କୁ ଦାୟୀ କରିଥାନ୍ତି ।
ଏହା ଛଡା ଯାହା ବି ସମସ୍ୟା ସୃଷ୍ଟି ହୋଇଥାଏ ସେହି ସବୁ ପାଇଁ ଆପଣ ଅନ୍ୟକୁ ଦାୟୀ କରିଥାନ୍ତି। ନମ୍ବର ୩- ନମ୍ବର ୩ ଯେଉଁ ବ୍ୟକ୍ତି ମାନେ ଚୟନ କରିଛନ୍ତି ସେମାନଙ୍କ ବିଷୟରେ ଜାଣିବା। ଆପଣ ନିଜର ଜୀବନରେ ଅସଫଳ ଅଟନ୍ତି । ଆପଣଙ୍କର ଏହି ଭାଗ୍ୟ କେବଳ ଆପଣଙ୍କ ପାଇଁ ଏପରି ହୋଇଥାଏ ଅନ୍ୟ ମାନଙ୍କ ପାଇଁ ନୁହେଁ ।

ନମ୍ୱର ୪- ଯେଉଁ ବ୍ୟକ୍ତି ମାନେ ନମ୍ବର ୪ ଚୟନ କରିଛନ୍ତି ଆପଣ ମାନେ ନିଜର ଭୁଲ ପାଇଁ ଅନ୍ୟକୁ ଭୁଲ ମାଗିଲେ କିଛି ହେବ ନାହିଁ । ନିଜର ଭୁଲ କୁ କିପରି ଠିକ କରିବେ ଏହା ଉପରେ ଧ୍ୟାନ ଦେବା ଉଚିତ । ନମ୍ବର ୫- ନମ୍ବର ୫ ଚୟନ କରିଥିବା ବ୍ୟକ୍ତି ବିଶେଷ ଆପଣଙ୍କ ଜୀବନରର ଯଦି କୌଣସି ଅଘଟଣ ଘଟିଥାଏ ଏହାକୁ ଆପଣ ଭାଵନାତ୍ମକ ଭାବେ ସ୍ୱୀକାର କରିଥାନ୍ତି । ଆପଣ ପ୍ରାକୃତିକ ଦୁନିଆ ରେ ରହି ଚିନ୍ତା କରିବା ଉଚିତ । ନମ୍ବର ୬- ନମ୍ବର ୬ ଚୟନ କରଥିବା ବ୍ୟକ୍ତି ଠିକ ଓ ଭୁଲ ଜାଣିପାରନ୍ତି ନାହିଁ। ଏମାନଙ୍କର ମନରେ ଇର୍ଷା, ଦ୍ଵେଷ, କ୍ରୋଧ ରହିଥାଏ। ଅନ୍ୟପାଇ ମନରେ କ୍ରୋଧ ରଖିବା ପାପ ହୋଇଥାଏ।



