ରାଶିଫଳ

ଆଜି ପବିତ୍ର ରଥଯାତ୍ରା ଠାରୁ ଏହି 5ଟି ରାଶିର ରାଜଯୋଗ, ମିଳିବ ବଡ ଖୁସି ଖବର, ଆପଣଙ୍କ ରାଶି ଅଛି କି ?

ରଥଯାତ୍ରା ଓଡିଶାର ଏକ ମୁଖ୍ୟ ପର୍ବ ଅଟେ । ଏହି ଦିନ ଦୁଇ  ମହାପ୍ରଭୁ ଓ ତାଙ୍କ ଭଉଣୀ ନିଜ ମାଉସୀ ଘରକୁ ବୁଲିବା ପାଇଁ ଯାନ୍ତି । ଜଗନ୍ନାଥ ମହାପ୍ରଭୁ ନିଜ ବଡ ଭାଇ ବଳଭଦ୍ର ସହ ସାନ ଭଉଣୀ ସୁଭଦ୍ରା କୁ ନେଇ ପ୍ରତେକ ବର୍ଷ ନିଜ ମାଉସୀ ଘରକୁ କିଛି ଦିନ ପାଇଁ ଯାଇଥାନ୍ତି । ଏହା ଏକ ବିରଳ ଦ୍ରୁଶ୍ଯ ଥାଏ କି ସ୍ଵୟଂ ମହାପ୍ରଭୁ ନିଜ ଭକ୍ତ ମେଳରେ ଝୁଲି ଝୁଲି ନିଜ ରଥକୁ ବିଜେ କରନ୍ତି ଓ ଶ୍ରୀମନ୍ଦିର ତ୍ୟାଗ କରିକି ଭକ୍ତଙ୍କ ସହ ମାଉସୀମା ମନ୍ଦିର କୁ ଯାଇଥାନ୍ତି ।

ସେହିଠାରେ କିଛି ଦିନ ରହିବା ପରେ ପୁଣି ଭକ୍ତଙ୍କ ଗହଣକୁ ଆସି ବଡ ଦାଣ୍ଡରେ ଉପସ୍ଥିତ ହୋଇଥାନ୍ତି । ମହାପ୍ରଭୁଙ୍କ ସୁନାବେଶ ଦିନ ପ୍ରଭୁଙ୍କ ହାତ, ଗୋଡ ଦର୍ଶନ କରିବାର ସୁଯୋଗ ପାଇ ଥାନ୍ତି ଭକ୍ତ ବୃନ୍ଦ । ତେବେ ଜଗନ୍ନାଥ ହେଉଛନ୍ତି କଳିଯୁଗରେ ଭଗବାନ ବିଷ୍ଣୁଙ୍କ ଅବତାର । ଭଗବାନଙ୍କ ହାତ ଗୋଡ ନଥାଇ ମଧ୍ୟ ସେ ନିଜ ଭକ୍ତଙ୍କ ଦୁଃଖ ହରଣ କରି ଥାନ୍ତି ।

ତେବେ ରଥଯାତ୍ରାର ଏହି ପବିତ୍ର ଅବସର ରେ କିଛି ମହାସଂଜୋଗ ହେବାର ଅଛି ଯାହା ଦ୍ଵାରା 5 ରାଶିର ଜାତକ ଭଲ ପରିଣାମ ପାଇବେ । ଆସନ୍ତୁ ଜାଣିବା କଣ କଣ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି 5 ରାଶିର ଜାତକ । ଆପଣ ଯଦି ନିଜ ରାଶି ଜାଣି ନାହାଁନ୍ତି ତେବେ ଆପଣ ନିଜ ନାମର ପ୍ରଥମ ଅକ୍ଷର ଅନୁସାରେ ମଧ୍ୟ ନିଜ ରାଶିର ଚୟନ କରି ପାରିବେ ।

ଯଦି ଆପଣଙ୍କ ଜାତକ ଅଛି ତେବେ ନାମ ରାଶି କୁ ଗଣନା କରାଯିବ ନାହିଁ । ଆପଣଙ୍କ କାମରେ ସଫଳତା  ମିଳିବ । ଆପଣ କାହାକୁ ଦେଇଥିବା କଥା ଅନୁସାରେ କାମ କରିବା ଦ୍ଵାରା ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ । ସମାଜରେ ଆପଣଙ୍କ କଥାର ମହତ୍ଵ ବଢିବ ଯଦି ରାଜନୀତି ଭଳି କ୍ଷେତ୍ରରେ ଆପଣ ଯିବା ପାଇଁ ଚାହୁଁ ଥାନ୍ତି ତେବେ ଏହା ଭଲ ସୁଯୋଗ ଅଟେ ଆପଣଙ୍କ ପାଇଁ ।

ଆପଣ କାହା ଠାରୁ କିଛି ସାହାଜ୍ଯ ପାଇ ଥିଲେ ଅତୀତରେ ଏବେ ଆପଣ ସେହି ବ୍ୟକ୍ତିଙ୍କୁ ସାହାଜ୍ଯ କରି ପାରିବେ । ଆପଣଙ୍କର ଆୟରେ ବୃଦ୍ଧି ହେବ । ଆପଣ ବାହାର ଜାଗାକୁ ଯାତ୍ରା କରିବାର ଯୋଗ ମଧ୍ୟ ଦେଖାଉଛି । ପୁରୁଣା ମିତ୍ର ମାନେ ଆପଣଙ୍କ ସହ ଦେଖା ହୋଇ ପାରନ୍ତି । ବ୍ୟାପାର ରେ ଆପଣ ନୂଆ ପାର୍ଟନର କରିବେ । ବ୍ୟାପାର ବୃଦ୍ଧି ମଧ୍ୟ ହେବ ।

ବିବାହ ଭଳି ମାଙ୍ଗଳିକ କାମ ଆପଣଙ୍କ ଘରେ ଅନୁଷ୍ଠିତ ହୋଇପାରେ । କିଛି ଖୁଶି ଖବର ଆପଣ ଶୁଣିବା ପାଇଁ ପାଇବେ ଏହି ସମୟ ମଧ୍ୟରେ । ଘରକୁ ଅତିଥିଙ୍କ ଆଗମନ ହେବାର ସମ୍ଭାବନା ଅଛି । ଆପଣଙ୍କ ସନ୍ତାନ ମାନେ ଆପଣଙ୍କୁ କିଛି ଉପହାର କିମ୍ବା ଶୁଭ ସମାଚାର ଦେଇ ପାରନ୍ତି । ପିତା ମାତାଙ୍କ ସହ ସମୟ ଖୁବ ଭଲ ରହିବ।

ଆଗାମୀ ଦିନରେ  ଆପଣ ନିଜ ଶତ୍ରୁକୁ ପରାଜିତ କରି ଆଗକୁ ବଢିବେ । ଆପଣଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ । ପ୍ରତେକ କାମରେ ଆପଣ ସଫଳତା ପାଇବେ । ନିଜକୁ ସାନ୍ତ କରିକି ଆପଣ ନିଜ କର୍ମ କରି ଚଲାନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ତେବେ ଏହି ଭାଗ୍ଯବାନ ରାଶି ମାନେ ହେଲେ ବୃଷ, କନ୍ୟା, ତୁଳା, କୁମ୍ଭ, ସିଂହ ରାଶି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button