ବିଚାର

ଏହି ୩ଟି ରଙ୍ଗର ଫୁଲ କହୁଛି ଲୋକମାନଙ୍କ ଭବିଷ୍ୟତ, ବାଛନ୍ତୁ ଗୋଟିଏ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ( Personality Test )

ଜ୍ଯୋତିଷ  ଶାସ୍ତ୍ର ଅନୁସାରେ ଆମ ଭାଗ୍ୟ ଓ ବର୍ତ୍ତମାନ କର୍ମ ଉପରେ ନିର୍ଭର କରିଥାଏ । ଜ୍ଯୋତିଷ ଶାସ୍ତ୍ର ଦ୍ଵାରା ଆମେ ଭବିଷ୍ୟତ ର ଘଟଣା ଜାଣି ପାରୁ । ଯେଉଁ ମାନେ ନିଜ ଭବିଷ୍ୟତରେ ହେବା ପାଇଁ ଯାଉଥିବା ଖରାପ ଘଟଣା ର ଆଭାସ ପାଇ ଥାନ୍ତି ସେମାନେ ଏହାକୁ ଅଟକାଇବାକୁ କିମ୍ବା ଏହାକୁ ସାମ୍ନା କରିବା ପାଇଁ ଚେଷ୍ଟା କରିଥାନ୍ତି । ଯଦି ଭଲ ପରିଣାମ ପାଇବା କଥା ଜାଣି ଥାନ୍ତି ତେବେ ଆହୁରି ଭଲ ଚେଷ୍ଟା କରି ଥାନ୍ତି ଯାହା ଦ୍ଵାରା ଭଲ ରୁ ଅଧିକା ଭଲ ପରିଣାମ ପାଇଁ ।

ଭାରତ ଛଡା ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଜ୍ଯୋତିଷ ଗଣନାକୁ  ଗ୍ରହଣ କରାଯାଇଛି ଓ ମାନ୍ୟତା ମଧ୍ୟ ମିଳିଛି । ଜ୍ଯୋତିଷ ଶାସ୍ତ୍ର ରେ କୁହାଯାଇଛି ଜଣେ ବ୍ୟକ୍ତି ନିଜର ସ୍ଵଭାବ ଓ ନିଜର ଭବିଷ୍ୟତ କଥା ଜାଣି ପାରିବ କେବଳ ନିଜର ପସନ୍ଦ ମାଧ୍ୟମରେ ।

ଆମେ ଆଜି ଆପଣମାନଙ୍କ ପାଇଁ  ଭଳି କିଛି ଗୋଲାପ ଫୁଲ ଆଣିଛେ ଯାହାକୁ ବାଛି ଆପଣ ନିଜ ଭବିଷ୍ୟତ କଥା ଜାଣି ପାରିବେ । ତେବେ ଆମେ ଦେଖାଇ ଥିବା ତିନି ରଙ୍ଗର ଗୋଲାପ ଫୁଲ ମଧ୍ୟରୁ ଆପଣ ଗୋଟିଏ ଫୁଲ ବାଛନ୍ତୁ ଓ ଆମେ ଆପଣଙ୍କ ଭବିଷ୍ୟତ କଥା କହିବୁ ଏହାର ଆଧାର ରେ ।

ହଳଦିଆ ଗୋଲାପ – ଆପଣ ବହୁତ ଧର୍ଯ୍ୟବାନ, ବିବେକବାନ, ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଆପଣ ସବୁ ବେଳେ ଉଚ୍ଚ ପଦରେ ଚାକରି ପାଇ ଥାନ୍ତି ।  ଆପଣ ସବୁ ବେଳେ ସବୁଙ୍କ ପାଇଁ ଶୁଭ କାମନା କରିଥାନ୍ତି । ଆପଣଙ୍କ ପାଇଁ ନିଜ କର୍ମ ସବୁ ଠାରୁ ବଡ ଥାଏ । ଆପଣ ବହୁତ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି ।

ଆପଣ ଭବିଷ୍ୟତରେ ଧନ ସଞ୍ଚୟ କରିବାରେ ଅସମର୍ଥ ରହିବେ । କିନ୍ତୁ ଏକ ସମୟ ଆସିବ ଯେଉଁ ସମୟ ରେ ଆପଣ ଧନୀ ହୋଇଯିବେ । ସଠିକ ସମୟ ଆସିବା ଯାଏ ଆପଣଙ୍କ ଜୀବନ ମାଧ୍ୟମ ଧରଣର ଚାଲିବ ।

ନାଲି ରଙ୍ଗର ଗୋଲାପ – ଆପଣ ବାଛି ଥିବା ଗୋଲାପ ଯଦି ନାଲି ଅଟେ ଆପଣ ଖୁବ ସୁନ୍ଦର ମଣିଷ ଅଟନ୍ତି । ସମାଜରେ ଆପଣଙ୍କ ସମ୍ମାନ ଅଧିକା ରହିବ । ଆପଣ ଖୁବ ରୋମାଣ୍ଟିକ ଅଟନ୍ତି ଯାହା ଦ୍ଵାରା ଆପଣଙ୍କ ପାରିବାରିକ ଜୀବନ ରେ ଖୁଶି ସବୁବେଳେ ଲାଗି ରହିଥାଏ । ଆପଣ କାହାକୁ ବି ସାହାଜ୍ଯ  କରିବା ପାଇଁ ପଛଘୁଞ୍ଚା ଦେଇ ନଥାନ୍ତି । ଆପଣ ନିଜ ଭବିଷ୍ୟତ ରେ ସମାଜ ପାଇଁ ଏକ ଉଦାହରଣ ହେବେ । ଆପଣଙ୍କ ରାଗ ଆପଣଙ୍କ ଶତ୍ରୁ ଅଟେ ନିଜ ରାଗକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତୁ ।

ସବୁଜ ରଙ୍ଗର ଗୋଲାପ – ଆପଣ ସବୁଜ ରଙ୍ଗର ଗୋଲାପ ବାଛିଛନ୍ତି ଜଦି ଆପଣ ପ୍ରକୃତିକୁ ଭଲ ପାନ୍ତି । ସାଧାରଣ ଜୀବନ ବଞ୍ଚିବା ପାଇଁ ଆପଣ ଖୁବ ଭଲ ପାନ୍ତି । ସ୍ଵାର୍ଥୀ କିମ୍ବା ଲୋଭୀ ଲୋକଙ୍କ ଠାରୁ ଆପଣ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି । ଆପଣ ସବୁ କାମରେ ନିଜକୁ ଆଡଜଷ୍ଟ କରି ପାରନ୍ତି । ଧାର ଉଧାର କରିବା ଆପଣଙ୍କୁ ପସନ୍ଦ ନଥାଏ । ଆପଣ ଭବବିଷ୍ୟତ ରେ ନିଜର ଏକ ବ୍ୟାପାର ଖୋଲି ପାରନ୍ତି କାରଣ ଆପଣଙ୍କୁ କାହା କଥା ଶୁଣିକି କାମ କରିବା ଭଲ ଲାଗି ନଥାଏ  । ବଗିଚା କାମ କରିବା ଆପଣଙ୍କ ସବୁ ଠାରୁ ପ୍ରିୟ କାମ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button