Vastu Tips – ଯଦି ଏହି 10ଟି ଜୀବଜନ୍ତୁ ଆସୁଛନ୍ତୁ ଘରକୁ, ତେବେ ବୁଝି ଯାଆନ୍ତୁ ହେବାକୁ ଯାଉଛି…

ଆମ ଆଖ ପାଖରେ ଅନେକ ପ୍ରକାର ସଂକେତ ମିଳି ଥାଏ ଆମ ପାଇଁ ଆଗାମୀ ସମୟ ଭଲ ଅଛି କିମ୍ବା ଭଲ ସମୟ ଅଛି ଭଗବାନ ଆମ ପାଇଁ ପ୍ରକୃତି କୁ ତିଆରି କରି ଛନ୍ତି ଓ ପ୍ରକୃତି ପାଇଁ ଆମକୁ । ଦୁହେଁ ପରସ୍ପର ସହ ନିର୍ଭାର ଶୀଳ ଅଟେ । ତେବେ ଆଜି ଆମେ ଆପଣଙ୍କୁ କିଛି ସଂକେତ କଥା କହିବା ପାଇଁ ଯାଉଛି ଯାହାକୁ ଆପଣ ବ୍ୟବହାର କରିକି ନିଜ ଆଗାମୀ ଦିନ କଥା ଜାଣି ପାରିବେ ତେବେ ଆସନ୍ତୁ ଜାଣିବା କଣ କଣ ସଂକେତ ଅଟେ ।

ପ୍ରଥମ ସଂକେତ ହେଉଛି ବିରାଡି ଏମାନେ କାହା ଘରର ହୋଇ ଥିଲେ ମଧ୍ୟ ଅନ୍ୟ ମାନଙ୍କ ଘରକୁ ସହଜରେ ଚାଲି ଯାଇ ଥାନ୍ତି ଆଜି ଆମେ କହିବା କି ଏହି ବିରାଡି ଯଦି କାହା ଘର ଆଗରେ କାନ୍ଦେ କିମ୍ବା ଝଗଡା କରି ଥାଏ ତେବେ ଏହା ଖରାପ ସଂକେତ ଅଟେ । କାରଣ ହେଉଛି କି ଏହା ଆମ ଘରେ ଅସାନ୍ତି ହେବାର ପୂର୍ବ ଆଭାସ ।
ଯେଉଁ ଘର ଆଗରେ ଗାଈ ଆସିକି ଜୋରରେ ବୋବାଳି ଚାଡେ ସେହି ଘରେ ନିଶ୍ଚିତ ଭାବେ ସୁଖ ହୋଇ ଥାଏ । ଯେଉଁ ଘରେ ଗାଈ ମାନେ ଖାଇବା ପିବା ପାଇ ଥାନ୍ତି ତାହା ଆହୁରି ଭଲ ସେହି ଘରେ ମା ଲକ୍ଷ୍ମୀ ଙ୍କ ଆଗମନ ଥାଏ । ଆଜି କାଲୀ ସବୁ ଲୋକମାନ ଏନିଜ ଘରେ କୁକୁର ରଖୁଛନ୍ତି । ତେବେ ଆମେ ଯଦି ଏହାକୁ ଧ୍ୟାନ ଦେବା ଅଟା କିଛି ଖରାପ ହେବା ଆଗରୁ କୁକୁର ମାନେ କାନ୍ଦି ଥାନ୍ତି ୟା ତ ଘରେ କାହାର ମୃତ୍ୟୁ ହେବାର ଥାଏ ।

କିମ୍ବା କାହାର ଦେହ ଅଧିକ ଖରାପ ହେବାର ସମ୍ଭାବନା ଥାଏ । ପିମ୍ପୁଡି ମାନେ ଦେଖିବା ପାଇଁ ଦୁଇ ପ୍ରକାର ଥାନ୍ତି ଏମାନେ ଖୁବ ପରିଶ୍ରମୀ ହୋଇ ଥାନ୍ତି ଯାହା ଦ୍ଵାରା ଏହାଙ୍କୁ ଲୋକମାନେ ବର୍ଷା ଓ ଶୀତ ଦିନ ମାନାଙ୍କ ରେ ଖାଇବା ପାଇଁ ଦେଇ ଥାନ୍ତି । ଆଜି ଆମେ କହିବା ଏହାଙ୍କ କଥା କୁହାଯାଏ କି ଯଦି ଆମେ ପିମ୍ପୁଡି ମାନଙ୍କୁ କିଛି କିଛି ଖାଇବା ପାଇଁ ଦେବା ତେବେ
ଆମ ଘରେ ସବୁ ଜିନିଷ ର ବୃଦ୍ଧି ହୋଇ ଥାଏ । ଏହି ପିମ୍ପୁଡି ସାଧାରଣ ଭାବେ କଳା ପିମ୍ପୁଡି ଯଦି ଆମ ଗହରେ ମେଞ୍ଚା ମେଞ୍ଚା ହୋଇକି ଥାଏ ତେବେ ଏହା ଆମ ପାଇଁ ଭଲ ହୋଇ ଥାଏ । ଏହାଙ୍କ ରହିବା ହେତୁ ଘରେ ସବୁ ଜିନିଷ ସମାନ ଭାଗରେ ଥାଏ ଅସାନ୍ତି ଓ ଦୁଃଖ କଷ୍ଟ ସବୁ ଦୂର ହୋଇ ଯାଇ ଥାଏ ।

କଳା ପିମ୍ପୁଡି କୁ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି ଏହା ଆମ ପାଇଁ ଅଇସୋର୍ଜ୍ୟ ଆଣି ଦେଇ ଥାଏ । ଏମାନେ ଯଦି ଏକ ଲାଇନ ରେ ଦେଖା ଯାନ୍ତି ତେବେ ଘରେ ମତ ଭେଦ ହୋଇ ପାରେ । ଯଦି ନାଲି ପିମ୍ପୁଡି ବଢି ଯାଇ ଥାଏ । କିଛି ଖରାପ ହେବାର ସମମ୍ଭାବନା ଥାଏ । ଆଉ ଏକ ପକ୍ଷୀ ଅଛି ଯାହାର ନାମ ମୟୂର ଏହାକୁ ଆମେ ଭଲ ଭାବେ ଜାଣିଛେ ଏହାକୁ ଆମେ ଶୁଭ ମାନି ଥାଉ । ଯଦି କାହା ଘରେ ମୟୂର ଦେଖା ଯାଇ ଥାଏ କିମ୍ବା କାହା ଘର ଆଗରେ ଆସିକି ନାଚି ଥାଏ ତେବେ ଏହା ଶୁଭ ସଂକେତ ବୋଲି କୁହା ଯାଇଥାଏ ।

ଏହା ଦ୍ଵାରା ଆଗାମୀ ଦିନରେ ଆପଣ ଖୁବ ଉରନ୍ନତି କରିବାର ଜଣା ଯାଇ ଥାଏ । ଆହାତ ହୋଇଥିବା ପକ୍ଷୀ ଘରେ ପଡିଲେ ଏହା ଖରାପ ହୋଇଥାଏ ଓ ସେହି ଭଳି ବିଛା ମଧ୍ୟ ଖରାପ ସଂକେତ ଦେଇଥାଏ । ମାତ୍ର ଆମେ ଯଦି ନେଉଳ ଦେଖିବା ଏହା ଆମ ପାଇଁ ଶୁଭ ହୋଇ ଥାଏ ପକ୍ଷୀ ମାନଙ୍କ ମଧ୍ୟରେ ଯଦି କୋଇଲି ଆସିକି ଆମ ଘର ଆଗରେ ବସେ ତେବେ ଏହା ମଧ୍ୟ ଆମକୁ ଶୁଭ ପରିଣାମ ଦିଏ ।



