ଆପଣଙ୍କର ସବୁ ଦୁଖ କଷ୍ଟର ଅନ୍ତ ଏହି ଗୁପ୍ତ ହନୁମାନ ମନ୍ତ୍ର, ଶୋଇବା ପୂର୍ବରୁ 1 ଥର କହିଦିଅ ଏହି ମନ୍ତ୍ର… 30 ସେକେଣ୍ଡରେ ଦେଖିବେ ଚମତ୍କାର

କଳିଯୁଗ ପାଇଁ ଆମ ଭଗବାନ ହେଉଛନ୍ତି ହନୁମାନ ଜି । ଆପଣ ଜାଣି ଥିବେ କି ସେ ଅମରତ୍ଵ ପାଇ ଛନ୍ତି ଶାସ୍ତ୍ର ଅନୁସାରେ ଯଦି ଦେଖିବା ପାଇଁ ଜୀବା ତ ଆମେ ଜାଣି ପାରିବା କି ଭଗବାନ ହନୁମାନ ଙ୍କୁ ପୂଜା କରିବା ଦ୍ଵାରା ଆପଣଙ୍କ ସମୟ ଭଲ ଜୀବ । ଆପଣ ଜାଣି ଥିବେ କି ଯେଉଁ ମାନେ ଭଗବାନ ଙ୍କ ପୂଜା କରିଥାନ୍ତି ତାଙ୍କ ପାହାରେ ଖରାପ ଶକ୍ତି ମାନେ ଆସିବା ପାଇଁ ଦରିଥାନ୍ତି ଆପଣ ଯଦି ଖାଲି ହନୁମାନ ଚାଳିଶା ର ପାଠ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଭଲ ହେବ ।

ଆପଣ ହନୁମାନ ଜି ଙ୍କ ଦୟାରୁ ସବୁ ବେଳେ ଖୁଶିରେ ରହିବେ । ଆଜି ଆମମେ ଆପଣଙ୍କୁ ଏକ ମନ୍ତ୍ର କହିବା ପାଇଁ ଯାଉଛେ ଯାହାକୁ ଆପଣ ସବୁ ଦିନ ନିତ୍ୟ କର୍ମ ସାରିବା ପରେ ଗାଇବା ଦ୍ଵାରା ଭଗବାନ ଙ୍କ କୃପା ପାଇ ପାରିବେ । ଆଜି ଆମେ କହିବା କି କିଛି ଜଣ ଅଛନ୍ତି ଯେଉଁ ମାନେ ଭଗବାନ ଙ୍କ ଉପରେ ଭରଷା କରୀ ନଥାନ୍ତି ।
କିନ୍ତୁ ଆପଣ ଯଦି ଭଗବାନ ଙ୍କୁ ପ୍ରକୃତ ମନରେ ଡାକିବେ ସେ ନିଶ୍ଚିତ ଭାବେ ଆପଣଙ୍କ ଡାକ ଶୁଣିବେ । ଆଜି ଆମେ ଏହି ମନ୍ତ୍ର କହିବା ଆଗରୁ ଆପଣଙ୍କୁ ଏକ କାହାଣୀ କହିବା କି ଏହି ମନ୍ତ୍ର କାହିଁକି ଦରକାର ହୁଏ । ଯେତେବେଳେ ହନୁମାନ ଜି ଛୋଟ ଥିଲେ ସେ ଅଭୁତ ଦୁଷ୍ଟ ଥିଲେ ।

ସେ ଏକଦା ଖେଳୁ ଖେଳୁ ଭୋକ ଅନୁଭବ କରିଥିଲେ । ଯାହା ଦ୍ଵାରା ସେ ଦୂରରେ ଥିବା ସୂର୍ଯ୍ୟ ଭଗବାନ ଙ୍କୁ ଦେଖିକି ଏହାକୁ ଏକ ଫଳ ଭାବେ ଭାବି ନେଇ ଏହାକୁ ଖାଇବା ପାଇଁ ଚାଲି ଯାଇ ଥିଲେ । ଯାହା ଦ୍ଵାରା ସାରା ବ୍ରାହମାଣ୍ଡ ଅନ୍ଧାରରେ ଚାଲି ଯାଇଆ ଥିଲା ସୂର୍ଯ୍ୟ ଭଗବାନ ଙ୍କୁ ମୁକ୍ତି ଦେବା ପାଇଁ ଇନ୍ଦ୍ର ଭଗବାନ ହନୁମାନ ଜି ଙ୍କ ମୁହଁ ରେ ପ୍ରହାର କରିଥିଲେ ।
ଏହା ଦେଖିକି ପବନ ଦେବ ଖୁବ ରାଗି ଯାଇ ଥିଲେ । ସେ ନିଜର ବେଗ ବନ୍ଦ କରି ଦେଇ ଥିଲେ ଯାହା ଦ୍ଵାରା ସାରା ଦୁନିଆ ଶେଷ ହେବା ପାଇଁ ଲାଗିଲା । ଏହାକୁ ଦେଖିକି ସବୁ ଦେବା ଦେବୀ ମାନେ କ୍ଷମା ମାଗିବା ପାଇଁ ଆସିଥିଲେ । ସେମାନେ ଭଗବାନ ଙ୍କ ଆଗରେ ହାତ ଯୋଡିକି କ୍ଷମା ମାଗିଲେ ଓ ହନୁମାନ ଜି ଙ୍କୁ ଅନେକ ପ୍ରକାର ବରଦାନ ଦେଲେ ।

କି ହନୁମନା ଜି ତେଜସ୍ବୀ ହେବେ ସେ କେବେଭି କାହା ଅଭିଶାପ ର ସ୍ଵୀକାର ହେବେନି । ଯୁଦ୍ଧ କ୍ଷେତ୍ରରେ ତାଙ୍କୁ କେହି ପରାଜୟ କରି ପାରିବେ ନି ସେ କେବେହେଲେ କିଛି ରୋଗର ଅଧୀନ ହେବେ ନି ଏହି ଭଳି ଅନେକ କିଛି ବରଦାନ ମିଳିଥିଲା । ଯେଉଁ ସମୟରେ ହନୁମାନ ଜି ମାତା ସୀତା ଙ୍କୁ ଦେଖା କରିବା ପାଇଁ ଯାଇଥିଲେ ସେହି ସମୟରେ ମାତା ସୀତା ଖୁଶି ହୋଇକି ତାଙ୍କୁ ଅଷ୍ଟଶିଧି ନବନିଦ୍ଧି କୁ ବରଦାନ ରେ ଦେଇଥିଲେ । ଏହା ପାଇଁ ଆମେ ଯଦି ହନୁମାନ ଜି ଙ୍କ ଏହି ମନ୍ତ୍ର ଗାଇବା ତେବେ ଆମେ ସବୁ କଷ୍ଟ ରୁ ମୁକ୍ତ ହୋଇଯିବା । ଏହା ହେଉଛି ହନୁମାନ ଚାଳିଶା । ଏହାକୁ ଗାଇବା ଦ୍ଵାରା ଆପଣ ବଡ ରୁ ବଡ ବିପଦ କୁ ଟପି ପାରିବେ ।



