ବିଚାର

Vastu Tips- ପର୍ସରେ ରଖିଦିଅନ୍ତୁ ଏହି 1 ଜିନିଷ, ସବୁବେଳେ ପଇସାରେ ଭରି ହୋଇ ରହିବ ପର୍ସ

ବନ୍ଧୁଗଣ ଦୁନିଆରେ ସମସ୍ତେ ଏକ ସୁଖମୟ ଜୀବନ ଅତିବାହିତ କରିବାକୁ ଚାହିଁଥାନ୍ତି । ଏହି କାରଣରୁ ପ୍ରତେକ ବ୍ୟକ୍ତି ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ଭଲ ଜୀବନ କାଟିବାକୁ ହେଲେ ଧନର ଆବଶ୍ୟକତା ରହିଥାଏ । ସାଧାରଣତଃ ବ୍ୟକ୍ତି ବହୁତ ପରିଶ୍ରମ କରି ମଧ୍ୟ ନିଜର ପରିଶ୍ରମ ମୁତାବକ ଅର୍ଥ ପାଇନଥାଏ । ଅନ୍ୟ ପଟେ ବହୁତ ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଅଳ୍ପ ପରିଶ୍ରମରେ ମଧ୍ୟ ବହୁତ ଅଧିକ ଧନ ପ୍ରାପ୍ତି କରିଥାନ୍ତି ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହାକୁ ଗୁରୁବାର ନହେଲେ ଶୁକ୍ରବାର ଦିନ ପର୍ସ ରେ ରଖିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମସ୍ୟା ଦୁର ହୋଇଥାଏ ଏବଂ ଧନ ଲାଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଚାଉଳ ବହୁତ ପବିତ୍ର ହୋଇଥାଏ । ତେଣୁ ପ୍ରତେକ ପୂଜା ପର୍ବ ରେ ଏହା ନିହାତି ଭାବରେ ଲାଗିଥାଏ । ଚାଉଳ ମଣିଷ ଜୀବନରେ ମଧ୍ୟ ବହୁତ ମହତ୍ତ୍ଵ ରଖିଥାଏ । ତେବେ ଯଦି ଆପଣଙ୍କ ଠାରୁ ସବୁବେଳେ ଅଧିକ ଖର୍ଚ୍ଚ ହେଇଯାଉଛି ତେବେ ନିଜ ପର୍ସରେ ୪ ଟି ଚାଉଳ ମାତା ଲକ୍ଷ୍ମୀ ଙ୍କୁ ସ୍ମରଣ କରି ରଖିଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ବେକାର ଖର୍ଚ୍ଚ ସବୁ ଦୂର ହେବ ।

ବନ୍ଧୁଗଣ ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ତେବେ ଗୋଟେ ନାଲି କାଗଜରେ ନିଜର ଇଛା ବା ମନସ୍କାମନା ଲେଖି ତାକୁ ପର୍ସ ରେ ରଖିଦିଅନ୍ତୁ । ଦେଖିବେ ଆପଣଙ୍କ ଇଚ୍ଛା ଖୁବ ଶୀଘ୍ର ପୁରା ହେବ । ଏବଂ ଆପଣଙ୍କୁ ମନ ମୁତାବକ ଫଳ ମଧ୍ୟ ମିଳିବ । ଆପଣଙ୍କ ସମସ୍ତ ଇଛା ପୂରଣ ହେବ ।

ବନ୍ଧୁଗଣ ଯଦି ଆପଣ ନିଜର ପର୍ସ ରେ ମା ଲକ୍ଷ୍ମୀ ଙ୍କ ମୁଦ୍ରା ରଖିବେ ତେବେ ଆପଣଙ୍କୁ ଧନର ଅଭାବ ରହିବ ନାହିଁ । ମା ଲକ୍ଷ୍ମୀ ଏହା ଦ୍ଵାରା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଧନ ଲାଭ ହୋଇଥାଏ । ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ ।

ବନ୍ଧୁଗଣ ଯଦି ଆପଣଙ୍କୁ ଧନର ଅଭାବ ହେଉଥାଏ । ଯେତେ ଧନ ଥିଲେ ମଧ୍ୟ ତାହା ଅଘଟ ହେଉଛି ତେବେ ଓସ୍ତ ଗଛର ଗୋଟେ ପତ୍ର ଆଣି ନିଜର ପର୍ସ ରେ ରଖନ୍ତୁ ଦେଖିବେ ଆପଣଙ୍କୁ ଆଊ ଧନର ଅଭାବ ହେବନାହିଁ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button