ଜୀବନଶୈଳୀ

ଦୁନିଆର ସବୁଠୁ ବଡ ଜ୍ଞାନୀ ରାବଣ ମୃତ୍ୟୁ ପୂର୍ବରୁ ରାମଙ୍କୁ କହିଥିଲେ ଏହି 3 ଟି ଗୁପ୍ତ କଥା – ସେହି କଥାକୁ ନିଜ ଜୀବନରେ ପ୍ରୟୋଗ କଲେ, ଆପଣଙ୍କ ଭାଗ୍ୟ ବଦଳିଯିବ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆମ ହିନ୍ଦୁ ମାନଙ୍କ ଗ୍ରନ୍ଥ ବିଷୟରେ କିଛି ଜ୍ଞାନ ଦେବୁ । ଆମ ହିନ୍ଦୁ ଧର୍ମରେ ବହୁତ ପବିତ୍ର ଗ୍ରନ୍ଥ ସବୁ ଅଛି ସେଥିରୁ ଗୋଟେ ହେଉଛି ରାମାୟଣ । ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ । ରାମାୟଣର କାହାଣୀ ତ ସମସ୍ତଙ୍କୁ ଜଣା । ସେଥିରେ ବର୍ଣ୍ଣିତ ହୋଇଥିବା ରାବଣ ବିଷୟରେ ତ ଆପଣ ଜାଣି ଥିବେ , ସେ ଏକ ମହାନ ରାଜା ଓ ଅତି ବିଦ୍ଵାନ ବ୍ୟକ୍ତି ଥିଲେ ।

କିନ୍ତୁ ଶେଷରେ ରାମାୟଣରେ ବର୍ଣ୍ଣିତ ଅଛି ରାବଣଙ୍କର ମୃତ୍ୟୁ ହୋଇଯାଇଛି, ହେଲେ ସେ ତାଙ୍କ ମୃତ୍ୟୁ ପୂର୍ବରୁ ରାମଙ୍କୁ କିଛି କଥା କହିଥିଲେ ଏବଂ ସେହି ସବୁ କଥା ମାନିବାରୁ ରାମଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା । ତେବେ ଯଦି ଜଣେ ସାଧାରଣ ଲୋକ ମଧ୍ୟ ସେହି ସବୁ କଥା ମାନି ଚଳେ ତେବେ ତାର ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରିବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ କଥା ଗୁଡିକ କଣ ?

ରାବଣକୁ ରାମ ବଦ୍ଧ କରିବା ପରେ ତାର ଶରୀର ସନ୍ନ ଅବସ୍ଥାରେ ପଡିଥିବା ସମୟରେ ଭଗବାନ ଶ୍ରୀରାମ ତାଙ୍କ ଅନୁଜଙ୍କୁ କହିଲେ ରାବଣ ସବୁ ବିଦ୍ୟାରେ ପାରଙ୍ଗମ ଥିଲେ, ତାଙ୍କର ଏହି ଶେଷ ସମୟରେ ତାଙ୍କ ଠାରୁ ତୁମେ  ଜୀବନ ବଞ୍ଚିବାର କିଛି ଶୈଳୀ ବିଷୟରେ କିଛି ଜ୍ଞାନ ଆହରଣ କର । ତାପରେ ଲକ୍ଷ୍ମଣ ଯାଇ ରାବଣର ପାଦ ପାଖରେ ଠିଆ ହୋଇଗଲେ । ରାବଣ ଲକ୍ଷ୍ମଣଙ୍କୁ ତିନୋଟି ଉପାୟ ବିଷୟରେ କହିଲେ ।

ସେହି ତିନୋଟି ଉପାୟ ଗୁଡିକ ହେଲା

ଶୁଭ କାର୍ଯ୍ୟରେ ବିଳମ୍ବ କରନ୍ତୁ ନାହିଁ । ଶୁଭ କାର୍ଯ୍ୟ ଯଥା ଶିଘ୍ର କରିନିଅନ୍ତୁ । ଅଶୁଭ କାର୍ଯ୍ୟକୁ ଡେରି ପର୍ଯ୍ୟନ୍ତ ଘୁଞ୍ଚାଇ କରନ୍ତୁ ।

ଦ୍ବିତୀୟ କଥାଟି ନିଜ ଶତ୍ରୃକୁ କେବେ ଦୁର୍ବଳ ଭାବନ୍ତି ନାହିଁ । କାରଣ ରାବଣ ଯାହାକୁ ସାଧାରଣ ମାଙ୍କଡ଼ ଓ ଭାଲୁ ଭାବୁଥିଲା ସେହିମାନେ ସମସ୍ତ ତାଙ୍କ ସେନାର ଧ୍ବଂସ କରିଥିଲେ ।

ତୃତୀୟରେ ଘରର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ । ଏହି ତିନୋଟି ମହତ୍ତ୍ବପୂର୍ଣ୍ଣ ଘଟଣା କହିଥିଲେ ।

ଏହାକୁ ନିଜ ଜୀବନରେ ପ୍ରୟୋଗ କରି ଆପଣ ବି ନିଜ ଜୀବନରେ ବହୁତ ପରିବର୍ତ୍ତନ ଅନିପରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button