ଦେଶ ବିଦେଶ

ଏଠାରେ ଜିଅନ୍ତା ଲୋକଙ୍କର ବି ହୋଇଥାଏ ଅନ୍ତିମ ସଂସ୍କାର, ନିଜେ ନିଜର କଫନ ଓଢି ଶୋଇଯାଆନ୍ତି

ଲୋକ ନିଜ ଜୀବନ କୁ ଭଲ କରିବା ପାଇଁ କଣ ନ କରନ୍ତି, ଏହା ଗୋଟେ ଏମିତି ପ୍ରକ୍ରିୟା ଯାହା ମୃତ୍ୟୁ ପର୍ଯ୍ୟନ୍ତ ନିରନ୍ତର ଚାଲୁ ଥାଏ । ନିଜ ଜୀବନ ଭଲ ଓ ସୁଖମୟ କରିବା ପାଇଁ ଲୋକ ଲାଗି ପଡି କାମ କରୁଛନ୍ତି କାହା ଅନୁଯାଇ ଯୋଗ ତାଙ୍କ ଜୀବନ କୁ ଭଲ କରି ପାରେ ସେଥିପାଇଁ ସେ ଯୋଗ କରୁଛନ୍ତି ଓ କେତେକ ଲୋକ ଆର୍ଟ ଅଫ ଲିଭିଙ୍ଗ ଭଲ ଭାବି ସେଥିପାଇଁ କ୍ଳାସ କରୁଛନ୍ତି ସମସ୍ତେ ନିଜ ଜୀବନକୁ ଭଲ କରିବା ଚେଷ୍ଟାରେ ଲାଗି ପଡିଛନ୍ତି ।

ତେବେ ଆଜି ଆମେ ଏକ ଏଭଳି କଥା କହିବୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ-

ଦକ୍ଷିଣ କୋରିୟା ଲୋକ ଏହି ଦିନୁ ନିଜ ଜୀବନକୁ ଭଲ ଢଙ୍ଗ ରେ ବୁଝିବା ଏବଂ ସୁଧାରିବା ପାଇଁ ମୃତ୍ୟୁର ସ୍ଵାଦ ନେଉଛନ୍ତି । ଜୀବନକୁ ଭଲ ଭାବରେ ବୁଝିବା ଏହି ଉପାୟ ନା ଦିଆ ଯାଇଛି ‘ଲିଭିଙ୍ଗ ଫ୍ୟୁନରଲ’ ଏହି ପ୍ରକ୍ରିୟା ଅନୁଯାଇ ବ୍ୟକ୍ତି ୧୦ମିନିଟ ତାବୁତ ଭିତରେ କଫନ ଢାଙ୍କି ଶୋଇରୁହେ ଏବଂ ଏହା ଆଗରୁ ସବୁ ପ୍ରକାର କର୍ମ ହୋଇଥାଏ ଯାହା ବାସ୍ତବିକ ମୃତ୍ୟୁ ହେଲେ କରା ଯାଇ ଥାଏ ।

‘ଲିବିଙ୍ଗ ଫ୍ୟୁନରଲ’ ର ଆରମ୍ଭ ହୋୱୋନ ହିଲିଙ୍ଗ କମ୍ପାନୀ ବର୍ଷ ୨୦୧୨ରେ କରି ଥିଲେ, କମ୍ପାନୀ ଏହି ଦାବା କରୁ ଅଛି ଯେ ଲୋକ ନିଜ ଇଛା ରେ ତାଙ୍କ ପାଖକୁ ଯାଇଛନ୍ତି । ଲୋକଙ୍କୁ ଭରସା ଅଛି ଯେ ସେ ନିଜ ମୃତ୍ୟୁ ଆଗରୁ ଏହାର ଅନୁଭବ କଲେ ନିଜ ଜୀବନକୁ ଆହୁରି ଭଲ ଓ ସୁଖମୟ କରି ପାରିବେ ।

ଆସନ ମେଡିକଲ ସେଣ୍ଟର ର ପାଥୋଲୋଜି ବିଭାଗ ଜେନ ପ୍ରୋଫେସର ୟୁ ୟୁନ ସାଇଲ କହିବା ଅନୁଯାଇ କମ ବୟସରେ  ମଧ୍ୟ ମୃତ୍ୟୁ ବିଷୟରେ ଶିଖିବା ଏବଂ ଏହା ପାଇଁ ସଜାଗ ରହିବା ଅତ୍ୟନ୍ତ ମହତ୍ଵପୂର୍ଣ ଅଟେ । ୟୁ ମୃତ୍ୟୁ ଉପରେ ବହି ମଧ୍ୟ ଲେଖିଛନ୍ତି, ୨୮ବର୍ଷ ଛାତ୍ର ଚୋଈ ଜିନ କୁୟୁ ଏହି ପ୍ରୋଗ୍ରାମ ରେ ଅନୁଭବ ବ୍ୟକ୍ତ କଲେ ଯେତେବେଳେ ତାଙ୍କୁ ତାବୁତ ରେ ବନ୍ଦ କରା ଯାଇଥିଲା ତେବେ ତାଙ୍କୁ ନିଜକୁ ଆହୁରି ଭଲ ଭାବରେ ବୁଝି ପାରିବା ପାଇଁ ସକ୍ଷମ ହେଲେ ।

ପ୍ରାୟତଃ ସେ ସମସ୍ତଙ୍କୁ ନିଜ ପ୍ରତିଦ୍ବନ୍ଦୀ ଭଳି ଦେଖୁ ଥିଲେ କିନ୍ତୁ ତାବୁତ ଭିତରେ ଯାଇ ଜଣା ପଡିଲା ଯେ ଏହି ସବୁ କଥାର କିଛି ମତଲବ ନାହିଁ ଓ ତାବୁତ ରେ ଥାଇ ତାଙ୍କୁ ଆଭାସ ହେଲା କି ଯେ ସେ ପଢା ସାରି ଚକିରେ ନ ଯାଇ ନିଜ ବ୍ୟବସାୟ ଆରମ୍ଭ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button