ଜୀବନଶୈଳୀ

ଏହି ୫ଟି ପ୍ରହେଳିକାର ଉତ୍ତର ବହୁତ ଲୋକ ମୁଣ୍ଡ ଖର୍ଚ କରି ମଧ୍ୟ ପାଇଲେ ନାହିଁ, ବିଶ୍ଵାସ ହେଉନି ଯଦି ଆପଣ ମଧ୍ୟ ପ୍ରୟାଶ କରି ପାରନ୍ତି

ଆଗ କାଳ ରେ ଲୋକ ନିଜ ବୁଦ୍ଧି ପରୀକ୍ଷା ପାଇଁ ପ୍ରହେଳିକା ବୁଝାଉଥିଲେ ତାଙ୍କ ଅନୁଯାଇ ପ୍ରହେଳିକା ଯିଏ ଯେତେ ଶୀଘ୍ର ସମାଧାନ କରି ପାଇଲା ସେ ସେତିକି ବୁଦ୍ଧିମାନ ହୋଇ ଥାଏ, ଲୋକ ପ୍ରହେଳିକା ନିଜ ବୁଦ୍ଧି ବିକାଶ ପାଇଁ ମଧ୍ୟ ଖେଳନ୍ତି । କିନ୍ତୁ ପ୍ରହେଳିକା ରେ ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ପରେ ବହୁତ ଲୋକଙ୍କ ବୁଦ୍ଧି ଫେଲ ହୋଇ ଥାଏ, ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଯାହା କଲେ ମଧ୍ୟ ଉତ୍ତର ଖୋଜି ଦିଅନ୍ତି ।

ବହୁତ ଲୋକ ଏହାକୁ ଖେଳ ପରି ଖେଳନ୍ତି ଯାହା ଦ୍ଵାରା ବୁଦ୍ଧି ମଧ୍ୟ ବଢିବ ଏବଂ ଖେଳ ମଧ୍ୟ ହୋଇବ, କିଛି କିଛି ପ୍ରଶ୍ନ ଏମିତି ହୋଇ ଥାଏ ଯାହା ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ ପ୍ରଶ୍ନ ଶୁଣିଲେ ଅଜବ ଲାଗେ ।

ବୁଦ୍ଧି ବଢେଇବା ପାଇଁ ଲୋକ ପାଠ ପଢନ୍ତି କିନ୍ତୁ ଏହା ସହ ଅନ୍ୟ କାର୍ଯ୍ୟ ମଧ୍ୟ କରନ୍ତି ଯାହା କରିବା ପାଇଁ ତାଙ୍କୁ ମଜା ଲାଗି ଥାଏ । ଆଜିକା ସମୟରେ ମଧ୍ୟ ଏହା ଅଛି କିନ୍ତୁ ତରିକା ବଦଳି ଯାଇଛି, ଇଣ୍ଟର୍ନେଟ ରେ ପ୍ରତି ଦିନ କିଛି ନୂଆ ଏବଂ ରୋମାଞ୍ଚକ ଜିନିଷ ଆସି ଚାଲିଛି । ଏବେ ସୋଶିଅଲ ମିଡିଆ ଜମାନା ଅଟେ ଏବେ ଲୋକ ପ୍ରତି କାମ ପାଇଁ ଇଣ୍ଟର୍ନେଟ ଦେଖୁଛନ୍ତି ।

ପ୍ରହେଳିକା :

୧ – କେଉଁ କାର୍ଯ୍ୟ ପୁରୁଷ ନିଜ ଜୀବନ ରେ ଥରେ କରେ କିନ୍ତୁ ସେହି କାମ ମହିଳା ବା ସ୍ତ୍ରୀ ଜୀବନ ସାରା କରି ଥାଏ ?

ଉତ୍ତର : ମଥାରେ ସିନ୍ଦୁର ଲଗେଇବା

୨ – କୁକୁଡା ଅଣ୍ଡା ଦେଇ ଥାଏ ଏବଂ ଗାଈ କ୍ଷୀର ଦେଇ ଥାଏ, ତେବେ ଏମିତିଆ କିଏ ଅଛି ଯିଏ ଦୁଇଟି ଜିନିଷ ଦେଇ ଥାଏ ?

ଉତ୍ତର : ଦୋକାନୀ

୩ – କାହା ଓଜନ ଅଧିକ ହବ ଗୋଟେ କେଜି ପଙ୍ଖ ବା ଗୋଟେ କେଜି ପଥର ?

ଉତ୍ତର : ଦୁଇଟି ଓଜନ ସମାନ ହୋଇବ

୪ – ଏମିତି କେଉଁ ଜିନିଷ ହୋଇ ଥାଏ ଯାହା କିଣିଲା ବେଳେ କଳା ଓ ଜାଳିଲା ବେଳେ ନାଲି ଏବଂ ଫିଙ୍ଗିଲା ବେଳେ ଧଳା ହୋଇ ଥାଏ ?

ଉତ୍ତର : କୋଇଲା

୫ – ଏମିତି କେଉଁ ଜିନିଷ ହୋଇ ଥାଏ ଯାହା ଆମେ କାଟୁ, ଫେଣ୍ଟୁ ଏବଂ ବାଣ୍ଟୁ କିନ୍ତୁ ତାକୁ ଖାଉ ନାହିଁ ?

ଉତ୍ତର : ତାସ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button