ବିଚାର

ମୁକେଶ ଅମ୍ବାନୀ ମିଜ ଚାକର ମାନଙ୍କ ସହ କରନ୍ତି ଏମିତି ବ୍ୟବହାର, ଜାଣି ଆପଣଙ୍କୁ ମଧ୍ୟ ଭରସା ହେବ ନାହିଁ

ଅମ୍ବାନୀ ପରିବାର ଇଣ୍ଡିୟାର ସବୁ ଠାରୁ ଧନୀ ଲୋକ ଅଟନ୍ତି, ତାଙ୍କ ପରିବାର ବ୍ୟବସାୟ ଫେକ୍ଟରୀ ଏବଂ ଅନ୍ୟ ଜିନିଷ ଅଟେ । ଦ୍ଧିରୁବାହୀ ଅମ୍ବାନୀ ଦ୍ଵାରା ଆରମ୍ଭ କରା ଯାଇ ଥିବା ଛୋଟ ବ୍ୟବସାୟ କରୁଥିବା କମ୍ପନୀ ଏବେ ଭାରତ ଓ ଏଶିୟା ର ସବୁ ଠାରୁ ବଡ ଔଦ୍ଯୋଗିକ ଘର ହୋଇ ଯାଇଛି, ତେଲ, ଟେଲିକମ ଏବଂ ବହୁତ ପ୍ରକାର କାରୋବାର ଦ୍ଵାରା ଅମ୍ବାନୀ ପରିବାର ବୁଝା ଯାଏ  ଏବଂ ଅମ୍ବାନୀ ଏହାକୁ ସମ୍ଭାଳିଛନ୍ତି । ଆଜିକାଲି ଦ୍ଧିରୁବାଇ ଅମ୍ବାନୀ ଦୁଇ ପୁଅ ଅନିଲ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ମଧ୍ୟରେ ଚାଲୁଥିବା ପାରିବାରିକ ବାଦ ବିବାଦ କାରଣ ପାଇଁ ଅମ୍ବାନୀ ପରିବାର ଚର୍ଚା ର ବିଷୟ ହୋଇଛନ୍ତି ।

Image Courtesy: Google

ସମସ୍ତେ ଏହି କଥା ଜାଣିଛନ୍ତି ଯେ ସବୁ ଠାରୁ ବଡ କମ୍ପନୀ ରିଲାନ୍ସ ଇଣ୍ଡଷ୍ଟ୍ରି ଚେୟରମେନ ଏବଂ ମେନେଜିଙ୍ଗ ଡାଇରେକ୍ଟର ମୁକେଶ ଅମ୍ବାନୀ ଦେଶ ର ସବୁ ଠାରୁ ଧନୀ ବିଜନେଶମେନ ଅଟନ୍ତି । ଏହି କାରଣ ପାଇଁ ଅମ୍ବାନୀ ପରିବାର ଦିନକୁ ଦିନ ଚର୍ଚା ର ବିଷୟ ହୋଇଛନ୍ତି, ମୁକେଶ ଅମ୍ବାନୀ ସ୍ତ୍ରୀ ନା ନିତା ଅମ୍ବାନୀ ଓ ତାଙ୍କ ଦୁଇ ପୁଅ ନା ଆକାଶ ଓ ଅନନ୍ତ ଅଟେ ଏବଂ ତାଙ୍କ ଝିଅ ନା ଈଶା ଅଟେ ।

Image Courtesy: Google

ମୁକେଶ ଅମ୍ବାନୀ ଘର କୌଣସି ମହଲ ଠାରୁ କମ ନୁହ, ତାଙ୍କ ଆଲିଶାନ ଘର ୨୭ ଫ୍ଲୋର ଅଛି, ମୁକେଶ ଅମ୍ବାନୀଙ୍କ ଏହି ଘର ଭାରତ ର ସବୁ ଠାରୁ ଧନୀ ଘରମାନଙ୍କ ମଧ୍ୟରୁ ଗୋଟେ ବୋଲି କୁହା ଯାଏ । ମୁକେଶ ଅମ୍ବାନୀଙ୍କ ଘର ୪ଲକ୍ଷ ସ୍କ୍‍ୱାଯର ଫୀଟ ରେ ଅଛି, ଆପଣଙ୍କୁ କହିବା ପାଇଁ ଚାହୁଁ ଯେ ତାଙ୍କ ଘରେ ସେହି ସବୁ ଜିନିଷ ଅଛି ଯାହା କେହି ସପନ ଦେଖି ଥାଏ ।

Image Courtesy: Google

ଏତେ ବଡ ଘର ତେବେ ସଫା କରିବା ପାଇଁ ଚାକର ମଧ୍ୟ ଦରକାର ପଡୁ ଥିବେ କିନ୍ତୁ ତାଙ୍କ ଘରେ କାମ କରିବା ପାଇଁ କେବଳ ଗୋଟେ ଦିଟା ଚାକର ନୁହେ, ବହୁତ ଲୋକଙ୍କ ଆବଶ୍ୟକତା ହୋଇ ଥାଏ ସେଥିପାଇଁ କେବଳ ସଫା ସୁଥୁରା କାମ ପାଇଁ ୬୦୦ ଚାକର ଅଛନ୍ତି, ସବୁବେଳେ ଘର ସଫା ରଖିବା ପାଇଁ ଏତେ ଲୋକଙ୍କୁ ନିଯୁକ୍ତି ଦିଆ ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button