ସ୍ୱାସ୍ଥ୍ୟ

ଏହି ଝିଅ ପାଖରେ ଅଛି ଚମତ୍କାରୀ ଶକ୍ତି, ସୁଙ୍ଘି ଜାଣି ପାରନ୍ତି “କାହାର ମୃତ୍ୟୁ ହବାକୁ ଯାଉଛି”

ଦୁନିଆ ରେ ବହୁତ ଏମିତିକା ଲୋକ ଅଛନ୍ତି ଯିଏ ଏହି କଥା କହି ଥାନ୍ତି ଯେ ତାଙ୍କ ପାଖରେ ଅଜବ ଗଜବ ଶକ୍ତି ଅଛି, ଏହି ଭଳି ଗୋଟେ ଝିଅ ଅଷ୍ଟ୍ରେଲିଆ ରେ ମଧ୍ୟ ଅଛି ଯିଏ ମେଲବର୍ନ ର ନିବାଶି ଅଟନ୍ତି । ୨୫ ବର୍ଷ ଅଋ କଲା ଅନୁଯାଇ ତାଙ୍କୁ ଆଗରୁ ଜଣା ପଡି ଥାଏ ଯେ କାହାର ମୃତ୍ୟୁ ହବାକୁ ଯାଉଛି । ଅଋ କଲା ଅନୁଯାଇ ସେ ଲୋକଙ୍କୁ ଶୁଙ୍ଘିକି କହି ଦିଅନ୍ତି ଯେ କାହାର ମୃତ୍ୟୁ ହବାକୁ ଯାଉଛି ।

ତାଙ୍କ ଅନୁଯାଇ ଏହି ବିଶେଷ ଶକ୍ତି ତାଙ୍କୁ ସେତେବେଳେ ଅନୁଭବ ହେଲା ଯେତେବେଳେ ସେ ମାତ୍ର ୧୨ ବର୍ଷ ର ଥିଲେ ।

ଅଋଙ୍କ ଅନୁଯାଇ ସେ ବୁଝି ପାରୁ ନଥିଲେ ଯେ ସେ ଏହି ଶକ୍ତି କିପରି ପ୍ରୟୋଗ କରିବେ ? ଅଋ ଗୋଟେ ଘଟଣା ବିଷୟରେ କହିଲେ, ସେ ଯେତେବେଳେ ୧୨ ବର୍ଷ ର ଥିଲେ ଥରେ ସେ ନିଜ ଘର ଲୋକଙ୍କ ସହ ନିଜ ସମ୍ପର୍କୀୟଙ୍କ ଘରୁକୁ ଯାଇ ଥିଲେ ଯେଉଁଠି ତାଙ୍କୁ ଗୋଟେ ଅଲଗା ପ୍ରକାର ଗନ୍ଧ ଅନୁଭବ ହୋଇ ଥିଲା ଏହା ପରେ ସେ ବହୁତ ଅଲଗା ଲୋକଙ୍କ ପାଖେରେ ମଧ୍ୟ ଏହି ଗନ୍ଧ ଅନୁଭବ କଲେ ଯାହା ପରେ ବହୁତ ଶୀଘ୍ର ସେହି ଲୋକଙ୍କ ମୃତ୍ୟୁ ଘଟି ଥିଲା ।

ଅଋଙ୍କ ଅନୁଯାଇ ସେ ମାରିବା ଆଗରୁ ଲୋକଙ୍କୁ ସୁଙ୍ଘି ଜାଣି ଦିଅନ୍ତି ଯେ ମଣିଷ ଖୁବ ଶୀଘ୍ର ମରିବ । ଅଋଙ୍କ ଅନୁଯାଇ ତାଙ୍କୁ ନିଜର ଏହି ଶକ୍ତି ପାଇଁ ବହୁତ ଦୁଃଖ ମଧ୍ୟ ଲାଗି ଥାଏ ତାଙ୍କ ଅନୁଯାଇ ସେ ଲୋକଙ୍କ ମୃତ୍ୟୁ ହବ ବୋଲି ଜାଣି ପାରନ୍ତି କିନ୍ତୁ ମୃତ୍ୟୁ ରୁ କେମିତି ବଞ୍ଚା ଯିବ ସେ କଥା ସେ ଜାଣି ନାହାନ୍ତି । ଅଋ କେବେ ମରିବା ଲୋକଙ୍କୁ କୁହନ୍ତି ନାହିଁ ଯେ ସେ ମରିବାକୁ ଯାଉଛନ୍ତି କାହିଁକିନା ସେ ନିୟତି ବିରୂଧ ରେ ଯିବା ପାଇଁ ଠିକ ମନେ କରନ୍ତି ନାହିଁ ।

ଅଋ ମନୋବୈଜ୍ଞାନିକ ଅଟନ୍ତି, ତାଙ୍କ ଅନୁଯାଇ ପ୍ରତି ମଣିଷ ଭିତରେ କିଛି ନା କିଛି ଶକ୍ତି ବାସ କରି ଥାଏ, କିନ୍ତୁ କୌଣସି କାରଣ ପାଇଁ ତାହା ମଣିଷ ଭିତରେ ଲୁଚି ରହି ଥାଏ । ମିଡିଆ ରିପୋର୍ଟ ଅନୁଯାଇ ଅଋ ଆଗରୁ ଗୋଟେ କମ୍ପାନୀ ରେ ସେକ୍ରେଟ୍ରି କାମ କରୁ ଥିଲେ ଏହା ପରେ ସେ ସେହି ଚାକିରି ଛାଡି ଦେଲେ ଓ ମନୋବୈଜ୍ଞାନିକ ହୋଇ ଗଲେ ଯାହା ପରେ ଏବେ ସେ ଅନ୍ୟ ମହିଳାଙ୍କୁ ମନୋବୈଜ୍ଞାନିକ ଟ୍ରେନିଙ୍ଗ ଦଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button