ଲାଜ ନକରି ମହିଳାଙ୍କ ଏହି ଅଙ୍ଗ କୁ ଛୁଇଁଲେ ହେବ କୋଟିପତି- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଶାସ୍ତ୍ର ରେ କେତେକେ ସୂତ୍ର ଦିଆଯାଇଛି । ସେହି ସୂତ୍ରରେ ଚାଣକ୍ୟ ସ୍ତ୍ରୀ ଲୋକଙ୍କ ପାଇଁ 3ଟି ଜିନିଷକୁ ଭୟଙ୍କର ବୋଲି କୁହାଯାଇଛି । କହନକ୍ୟ ନୀତି ଅନୁଯାୟୀ ଯେଉଁ ଘରେ ଗୁଣବାନ ସ୍ତ୍ରୀ ରହିଥାଏ ସେହି ଘର ସ୍ଵର୍ଗବାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ ଯାହା ମହିଳା ମାନେ ସର୍ବଦା ଦୂରେଇ ରହିବା ଉଚିତ ।
1- ଅହଂକାର : ଅହଂକାର ମଣିଷ ଜୀବନରେ ସବୁଠାରୁ ବଡ ଶତ୍ରୁ ହୋଇଥାଏ । ଚାଣକ୍ୟ ଙ୍କ ଅନୁଯାୟୀ ନାରୀ ଙ୍କୁ ଅହଂକାର ଠାରୁ ଦୂରେଇ ରହିବା ଉଚିତ । ଏହା ଦ୍ଵାରା ବ୍ଯକ୍ତିର ଘରୁ ଉକ୍ଷ ସମୃଦ୍ଧି ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଇଥାନ୍ତି । ଅହଙ୍କାର ନାରିଙ୍କ ପାଇଁ ହାନିକାରକ ।
2- ଅଜ୍ଞାନତା : ଅଜ୍ଞାନତା ସ୍ତ୍ରୀ ମାନଙ୍କ ପାଇଁ ଭଲ ହୋଇ ଥାଏ । ସ୍ତ୍ରୀ ମାନଙ୍କୁ ଜ୍ଞାନବାନ ହେବା ଜରୁରୀ ଅଟେ । କାରଣ ସମାଜରେ ସ୍ତ୍ରୀ ମାନଙ୍କର ଭୂମିକା ସବୁଠାରୁ ଉଚ୍ଚ ବୋଲି ମାନା ଯାଇଛି । ଶିକ୍ଷା ଓ ଜ୍ଞାନ ଦ୍ଵାରା ନାରୀ ସମାଜକୁ ନୂଆ ଦିଗରେ ଆଗେଇ ନାଇଥାନ୍ତି । ସେ ଏହି ଗୁଣ ଦ୍ଵାରା ଗୃହକୁ ସ୍ବର୍ଗରେ ପରିବର୍ତ୍ତନ କରିଥାନ୍ତି । ସ୍ତ୍ରୀ ର ଅଜ୍ଞାନତା କୁ ନେଇ ସଭ୍ଯ ସମାଜର କଳ୍ପନା କରିବା ସମ୍ଭବ ଅଟେ ।
3- ଲୋଭ : ଚାଣକ୍ୟ ଙ୍କ ଅନୁଯାୟୀ ସ୍ତ୍ରୀ ଙ୍କୁ ଲୋଭ ଠାରୁ ଦୂରେଇ ରହିବା ଉଚିତ । ଏହା ପରିବାରକୁ ନଷ୍ଟ କରିଦିଏ । ଯେବେ ସ୍ତ୍ରୀ ମାନେ ଲୋଭ କରିଥାନ୍ତି ଘରର ସୁଖ ଶାନ୍ତି ନଷ୍ଟ କରିଦିଏ । ଏହା ଦ୍ଵାରା ପରିବାରରେ କ୍ଲେଶ, ଚିନ୍ତା ଦେଖିବାକୁ ମିଳିଥାଏ । ଏହି 3ଟି ଜିନିଷ ରୁ ନାରୀଙ୍କୁ ସର୍ବଦା ଦୂରେଇ ରହିବା ଉଚିତ । ଏବେ ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କର କେଉଁ ଅଙ୍ଗ ଛୁଇଁବା ଦ୍ଵାରା ସୋଇଥିବା ଭାଗ୍ୟ ଜାଗି ଉଠିବ ।
ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି । ଏମାନଙ୍କର ସମ୍ମାନ ସମାଜ ଦ୍ଵାରା କରାଯାଇଥାଏ । ଯେଉଁ ବ୍ୟକ୍ତି ଭଲ ମନରେ ନାରିଙ୍କର ସମ୍ମାନ କରିଥାଏ ସେ ବ୍ୟକ୍ତିକୁ ନିଜ ଜୀବନରେ କେବେ ବି ସମସ୍ୟାର ସମାନ କରିବାକୁ ପଡେ ନାହିଁ । ଏଭଳି ବ୍ୟକ୍ତି ଜୀବନରେ ଅନେକ ସଫଳତା ପାଇଥାଏ । ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ନାରୀ ଟି ମା, ସ୍ତ୍ରୀ, ଭଉଣୀ, ବୋହୂ ରୂପରେ ରହିଥାଏ । ବ୍ୟକ୍ତି ଜୀବନରେ ସ୍ତ୍ରୀ ଖୁସି ଆଣିଥାଏ ।
ଗୋଟେ ସ୍ତ୍ରୀ ହିଁ ପୁରୁଷର ସବୁ ସୁଖ ଦୁଖରେ ସାଥ ଦେଇଥାଏ । ଜୀବନରେ ଆସୁଥିବା ଯନ୍ତ୍ରଣା କୁ ସହୁଥିବା ସ୍ତ୍ରୀ ବିପରୀତ ସ୍ଥିତିକୁ ସହିଥାନ୍ତି । ଶାସ୍ତ୍ର ଅନୁଯାୟୀ ନାରୀ ମାନଙ୍କର ପାଦ ଛୁଇଁଲେ ବ୍ଯକ୍ତିର ଭାଗ୍ୟ ଉଦୟ ହୋଇଥାଏ । ଏହା ଦ୍ଵାରା କୋଟି ପୂଣ୍ୟ ଲାଭ ହୋଇଥାଏ ।
ସେହି ବ୍ୟକ୍ତିଙ୍କୁ ସଫଳତା ଅତି ସହଜରେ ମିଳିଥାଏ । ମହିଳାଙ୍କର ସକାଳୁ ସକାଳୁ ପାଦ ଛୁଇଁଲେ ନିରାଶାର ଅନ୍ତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।