ମନୋରଞ୍ଜନ

ଆମିର ଖାନଙ୍କ ସହ “ରାଜା ହିନ୍ଦୁସ୍ତାନୀ”ରେ କାମ କରିଥିବା ଏହି ଛୋଟ ଛୁଆ ଆଜି ଦେଖା ଯାଉଛି ଏତେ ହ୍ୟାଣ୍ଡସମ

ସମୟ କେତେବେଳେ ବଦଳି ଯାଇ ଥାଏ ତାହା କେହି ଜାଣି ନାହାନ୍ତି ତେବେ ସମୟ କାହା ପାଇଁ ବିଶ୍ରାମ କରେ ନାହିଁ ବୋଲି ଆପଣ ମଧ୍ୟ ଶୁଣି ଥିବେ । ଆପଣମାନେ ସମସ୍ତେ ଅମିର ଖାନ ଓ କରିସ୍ମା କପୁରଙ୍କ ସୁପର ହିଟ ଫିଲ୍ମ “ରାଜା ହିନ୍ଦୁସ୍ତାନୀ”ଦେଖି ଥିବେ । ଆପଣ ଫିଲ୍ମ ରେ ଦେଖିବାକୁ ପାଇଥିବେ ଯେ ଯେତିକି ଆମିର ଖାନ ଓ କରିସ୍ମା ଏହି ଫିଲ୍ମ ରେ ଦେଖା ଯାଉଛନ୍ତି ସେତିକି ସେହି ଛୁଆର ମଧ୍ୟ ଅଭିନୟ ଦେଖା ଯାଇଛି ଓ ଲୋକ ଛୁଆକୁ ବହୁତ ପସନ୍ଦ ମଧ୍ୟ କରି ଥିଲେ।

ଜାଣନ୍ତୁ ସେହି ପିଲାଟି କିଏ

ତେବେ ଆମେ ଆଜି ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ସେହି ଛୋଟ କଳାକାର ଆଉ କେହି ନୁହଁ କୁନାଲ ଖେମୁ ଥିଲେ ଯିଏ ଏବେ ଏକ୍ଟର ହୋଇ ସୁପର ହିଟ ଫିଲ୍ମ ରେ କାମ କରୁଛନ୍ତି । ଯେତେବେଳେ କୁନାଲ ଛୋଟ ଥିଲେ ସେ ବହୁତ ସୁପର ଡୁପର ହିଟ ଫିଲ୍ମ ରେ କାମ କରିଛନ୍ତି ଯେମିତିକି ରାଜା ହିନ୍ଦୁସ୍ତାନୀ, ଭାଇ, ସର, ହମ ହୈ ରାହି ପ୍ୟାର କେ, ଜଖ୍ମ, ଦୁଶମନ ଇତ୍ୟାଦି ତାଙ୍କ ଛୋଟାବେଳ ଫିଲ୍ମ ଅଟେ ।

କୁନାଲ ତାଙ୍କ ଛୋଟ ବେଳେ ଅଭିନୟ କାମ ମହେଶ ଭଟ ଫିଲ୍ମ SIR(ସର) ଠାରୁ ଆରମ୍ଭ କରି ଥିଲେ ଯାହା ପାଇଁ କୁନାଲଙ୍କୁ ବେସ୍ଟ ଚାଇଲ୍ଡ ଏକ୍ଟର ଆୱାର୍ଡ଼ ମଧ୍ୟ ପ୍ରାପ୍ତ ହୋଇ ଥିଲା । କୁନାଲ ବଲୀଉଡ ରେ ନିଜ ଯୁବା ବୟସ ପ୍ରଥମ ଫିଲ୍ମ ରେ ଲିଡ ଏକ୍ଟର କାମ ମୋହିତ ସୂରୀ ଫିଲ୍ମ “କଲୟୁଗ”ଠାରୁ ଆରମ୍ଭ କରି ଥିଲେ । ଏହା ପରେ ବହୁତ ଏମିତି ଫିଲ୍ମ ରେ କୁନାଲ ସଫଳତାପୂର୍ଣ ହୋଇ କାର୍ଯ୍ୟ କରି ଥିଲେ ।

କୁନାଲ ଖେମୁ ସେଫ ଅଲି ଖାନ ଭଉଣୀ ସୋହା ଅଲି ଖାନ ସହ ବିବାହ କରିଛନ୍ତି ଓ ଆପଣଙ୍କୁ ଆମେ ଜଣେଇ ଦବାକୁ ଚାହୁଁ ଯେ ସୋହା କୁନାଲ ଠାରୁ ବୟସରେ ୬ବର୍ଷ ବଡ ଅଛନ୍ତି କିନ୍ତୁ ବୟସ ଭିନ୍ନତା ତାଙ୍କ ମଧ୍ୟରେ ପ୍ରେମକୁ କେବେ କମ କରି ପାରି ନାହିଁ । ଦୁହିଁଙ୍କର ଗୋଟେ ଛୋଟ ଝିଅ ମଧ୍ୟ ଅଛି ଇୟାନା ଯାହା ସହ ଦୁହେଁ ବହୁତ ଖୁସି ରେ ଜୀବନ ବଞ୍ଚୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button