ଜୀବନଶୈଳୀ

ହିରଣକୁ ନିଜ ଆହାର ବନେଇବାକୁ ଯାଉଥିଲା ଚିତା, ହଟାତ ମାଙ୍କଡ ଆସିଲା ଓ ଦେଖନ୍ତୁ କଣ ହେଲା

ଆଜିକା ସମୟରେ ଆମେ ଏମିତି ବହୁତ ଜାଗାରେ ଦେଖିଥିବୁ ବା ଶୁଣିଥିବୁ ଯେ ଯଦି କେଉଁ ମଣିଷ ସହ ଦୁର୍ଘଟଣା ହୋଇ ଯାଏ ତେବେ ଅନ୍ୟ ଲୋକ କେବଳ ପୀଡିତ ଲୋକକୁ ଦେଖନ୍ତି କିନ୍ତୁ କେହି ସାହାଯ୍ୟ କରନ୍ତି ନାହିଁ । କେତେକ ଲୋକ ସାହାଯ୍ୟ ନକରି ଭିଡିଓ ବନେଇବା ରେ ବ୍ୟସ୍ତ ଥାନ୍ତି, ଆଜି ସମୟ ରେ କେତେକ ମଣିଷ ଆଉ କାହାକୁ ସାହାଯ୍ୟ କରନ୍ତି ନାହିଁ କାହିଁକିନା ସେ କାହା ସମସ୍ୟା ରେ ପଡିବା ପାଇଁ ଚାହାନ୍ତି ନାହିଁ ।

ଧୀରେ ଧୀରେ ମଣିଷଙ୍କ ମଧ୍ୟରୁ ମଣିଷତ୍ଵ ସମାପ୍ତ ହୋଇ ଚାଲିଛି, ଲୋକ କେବଳ ନିଜ ସ୍ଵାର୍ଥ ବିଷୟରେ ଭାବୁଛନ୍ତି ଓ ଅନ୍ୟ କାହା ବିଷୟରେ ଭାବିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ।

କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ମଣିଷମାନଙ୍କ ଠାରୁ ଅଧିକ ଦୟା ଜନ୍ତୁମାନଙ୍କ ମଧ୍ୟରେ ଅଛି, ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଭିଡିଓ ଦେଖେଇବାକୁ ଚାହୁଁଛୁ ଯାହା ଦେଖି ଆପଣଙ୍କ ମଧ୍ୟ କହିବେ ଯେ ମଣିଷ ଠାରୁ ଅଧିକ ଦୟା ଜନ୍ତୁମାନଙ୍କ ମଧ୍ୟରେ ଅଛି । ଆଜିକାଲୀ ଇଣ୍ଟରନେଟ ରେ ବହୁତ ଭିଡିଓ ଭାଇରାଲ ହୋଇଛି ତେବେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଯେ ଗୋଟେ ଭୋକିଲା ଚିତା ନିଜ

ଶିକାର ପାଇଁ ଘାସ ପଛରେ ଲୁଚିକି ବସିଛି ଯାହା ପରେ ଗୋଟେ ହିରଣ ସେଠାରେ ଘାସ ଚରିବା ପାଇଁ ଆସିଲା ନିଜ ଶିକାରକୁ ଏତେ ପାଖରେ ପାଇ ଚିତା ହିରଣ ଉପରେ ହମଲା କରି ଦେଲା ଯାହା ପରେ ହିରଣ ଡଋ ଦୌଡିବା ଆରମ୍ଭ କଲା କିନ୍ତୁ ଏହା ଆମେ ସମସ୍ତେ ଜାଣୁ ଯେ ଚିତା ଦୁନିୟାର ସବୁଠାରୁ ତେଜ ଦୌଡିବା ଜନ୍ତୁ ଅଟେ । ସେଥିପାଇଁ କିଛି ବାଟ ଗୋଡେଇଲା ପରେ ସେ ହିରଣକୁ ଧରି ଦେଲା ଯାହା ପରେ ସେ ହିରଣକୁ ମାରିବା ପାଇଁ ଇଛା କରୁଥିଲା ।

ଏହା ପରେ ହଟାତ ଶେଠୀ ଗୋଟେ ମାଙ୍କଡ ଆସି ଯାଉଛି ଯିଏ ଚିତା ଉପରେ ହମଲା କରି ଦଉଛି ମାଙ୍କଡ ହଟାତ ହମଲା ଦ୍ଵାରା ଚିତା ଡଋ ଯାଉଛି ଓ ହିରଣ କୁ ଛାଡି ଦଉଛି ଏହା ପରେ ମାଙ୍କଡ ଚିତାକୁ ଗୋଡଉଛି ଯାହା ପରେ ଚିତା ପଳଉଛି । ଏହା ପରେ ମାଙ୍କଡ ଫେରି ହିରଣ ପାଖକୁ ଯାଉଛି ଓ ଭିଡିଓ ଦେଖି ଏମିତି ଲାଗୁଛି ଯେମିତି ମାଙ୍କଡ ହିରଣ ହାଲ ଚାଲ ପଚାରୁଛି ଏହା ପରେ ବହୁତ କଷ୍ଟରେ ହିରଣ ଠିଆ ହାଉଛି ଓ ନିଜ ପାଦରେ ଚାଲିବା ଆରମ୍ଭ କରୁଛି ଓ ଏହି ଭଳି ଭାବରେ ହିରଣ ଜୀବନ ଗୋଟେ ମାଙ୍କଡ ରକ୍ଷା କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button