ଜୀବନଶୈଳୀ

ଏହି ଗର୍ଭବତୀ ମହିଳା କରିଡୋର ରେ ଦେଲେ ଛୁଆକୁ ଜନ୍ମ, ଫଟୋ ଦେଖି ଆପଣ ରହିଯିବେ ଚକିତ

ଦୁନିଆ ରେ ମାକୁ ଠାକୁରଙ୍କ ସହ ସମାନ କୁହା ଯାଇଛି କାହିଁକିନା ମା ତା ଛୁଆ ପାଇଁ କିଛି ବି କରି ପାରେ ସେ ଯେଉଁ ଦେଶ ହେଉ ବା ଯେଉଁ ଜାଗା ମା ମା ହୋଇ ଥାଏ । ଛୁଆ ସୁଖ ପାଇଁ ମା ନିଜ ସବୁ ସୁଖ ତ୍ୟାଗ କରି ଥାଏ ମା ପାଇଁ ତା ଛୁଆ ଖୁସି ଠାରୁ ବଡ କିଛି ହୋଇ ନଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ମା ବିଷୟରେ କିଛି କହିବାକୁ ଯାଉଛୁ ଯିଏ ନିଜ ଛୁଆ ପାଇଁ ଏମିତି କିଛି କଲା ଯାହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ ଅଟେ ।

ମା କୁ ବଳିଦାନ ମୂର୍ତି କୁହା ଯାଏ କାହିଁକିନା ସେ ସମସ୍ତଙ୍କ ପାଇଁ ତ୍ୟାଗ କରି ଥାଏ କିନ୍ତୁ ନିଜ ଛୁଆଙ୍କ ପାଇଁ ଜୀବନ ମଧ୍ୟ ଦବାରୁ ପଛାଏ ନାହିଁ ।

ଏହି ଘଟଣା ଆମେରିକା ର ମେହନେଣ୍ଟ ଶହର ର ଗୋଟେ ନିବାସୀ ଜେସିକା ହାଗନ ର ଅଟେ । ସେ ନିଜ ଛୁଆ ଫଟୋ ଏବଂ ନିଜ ଫଟୋ ପୋସ୍ତ କରିଛନ୍ତି ଏବଂ ନିଜ ପ୍ରସାବ କଥା ସମସ୍ତଙ୍କୁ କହିଛନ୍ତି, ତେବେ ଆସନ୍ତୁ ଛୁଆ ଜନ୍ମ ହେଲା ବେଳେ ଏମିତି କଣ ହେଲା ।

ଜେସିକାଙ୍କ ପ୍ରସବ ସମୟ ହୋଇ ଯାଇଥିଲା କିନ୍ତୁ ତାଙ୍କୁ ଲେବର ପେନ ହଉ ନଥିଲା ସେଥିପାଇଁ ସେ ଖାଇ ପି ଘରେ ସୋଇ ପଡିଲେ ହଟାତ ରାତି ୩ଟା ରେ ତାଙ୍କୁ ଦରଜ ଆରମ୍ଭ ହେଲା ଯାହା ପରେ ଜେସିକା ବୁଝି ଗଲେ ଯେ ଛୁଆ ଜନ୍ମ ସମୟ ହୋଇ ଯାଇଛି ଓ ସେ ନିଜ ସ୍ଵାମିକୁ ହସ୍ପିଟଲ ଯିବା ପାଇଁ କହିଲେ ଯାହା ପରେ ତାଙ୍କ ସ୍ଵାମୀ ଜେସିକାଙ୍କୁ ହସ୍ପିଟଲ ନେଇ ପହଞ୍ଚିଲେ କିନ୍ତୁ ଜେସିକାଙ୍କ ଦରଜ ବଢି ବଢି ଯାଉଥିଲା ।

କିଛି ସମୟ ପରେ ହସ୍ପିଟଲ ପହଚିଲା ପରେ ଜେସିକାଙ୍କୁ ଦରଜ ଆଉ ବରଦାସ୍ତ ହଉନଥିଲା କିନ୍ତୁ ସେ ୱାର୍ଡ ରେ ଯିବା ପାଇଁ ଚେଷ୍ଟା କରୁଥିଲେ କିନ୍ତୁ ହଟାତ ତାଙ୍କୁ ଲାଗିଲା ଯେ ଛୁଆ ବାହାରୁକୁ ଆସୁଛି ସେଥିପାଇଁ ସେ ଚିଲେଇ ନିଜ ସ୍ଵାମିକୁ କହିଲେ ସେ ବାହାରୁଛି ତାକୁ ଧର ନଚେତ ମୁଣ୍ଡ ତଳେ ଲାଗିବ ମୋ ଛୁଆ ଏତିକି କହିଲା ପରେ ସ୍ଵାମୀ ଜେସିକା ପ୍ଯାଣ୍ଟ ରେ ହାତ ପୁରେ ଛୁଆକୁ ବାହାର କଲେ ଏହା ମଧ୍ୟରେ କିଛି ନର୍ସ ଜେସିକାଙ୍କ ଚିତ୍କାର ଶୁଣି ଆସି ଗଲେ ଏହା ପରେ ଜେସିକାଙ୍କୁ କରିଡୋର ରେ ଶୁଆ ଗଲା ଏବଂ ଆଗ କାମ କରା ଗଲା । ଏତେ ଦରଜ ରେ ଥାଇ ମଧ୍ୟ ଗୋଟେ ମାକୁ ନିଜର ନୁହେ ନିଜ ଛୁଆ ଚିନ୍ତା ଥିଲା ମା ଏମିତି ହୋଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button