ବିଚାର

ସବୁବେଳେ କାନ୍ଦୁଥିବା ଲୋକଙ୍କ ଗୁଣ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଏଥିରେ କିଛି ସନ୍ଦେହ ନାହିଁ କି ଯେଉଁ ଲୋକ ବେସୀ କାନ୍ଦନ୍ତି, ତାଙ୍କୁ ସମସ୍ତେ କମ ହୃଦୟବାଲା ମଣିଷ ଭାବିଥାନ୍ତି । ଏବେ ଆପଣ କୁହନ୍ତୁ , କଣ କାନ୍ଦିବା ଏତେ ଖରାପ କଥା କି ଦୁନିଆରେ ଲୋକେ ତାଙ୍କୁ କ,କମଜରୀୟ ହୃଦୟ ଥିବା ମଣିଷ ବୋଲି ଡାକିଥାନ୍ତି , ହଁ ଏହା ଆମ ସମାଜର ଚିନ୍ତାଧାରା କି କାନ୍ଦିବା ଖାଲି କମଜୋରି ଲୋକଙ୍କ ଲକ୍ଷ୍ୟଣ ହୋଇଥାଏ । କିନ୍ତୁ ଜନାବ ଆପଣଙ୍କୁ କହିଦଉଛି ଏହା ପୁରା ସତ୍ୟ ନୁହେଁ ।

କି ଯେଉଁ ଲୋକ ବେସୀ କାନ୍ଦନ୍ତୀ ସେ  ଲୋକ ମିଛରେ କିଛି ନ ହେଇବି ଲୋକ ଦେଖାଣିୟ ହେଇ କାନ୍ଦନ୍ତି ତାଙ୍କଠୁ କୋଟିଗୁଣେ ଭଲ ହୋଇଥାନ୍ତି ।

,ପରନ୍ତୁ ଆଜି ଆମେ ଆପଣଙ୍କୁ କହିବୁକି ସବୁ ମଣିଷ ପାଇଁ କାନ୍ଦିବାକେତେ ଦରକାର ହୋଇଥାଏ ଆଉ କାନ୍ଦିବାର କଣ ଲାଭ ହୋଇଥାଏ କିନ୍ତୁ ଏହା ଶୁଣିବାକୁ ଟିକେ ଅଜବ ନିଶ୍ଚୟ ଲାଗି ପାରେ,କିନ୍ତୁ ବାସ୍ତବରେ କାନ୍ଦିବା ର କେତେ ଲାଭ ଅଛି ।

1- ସବୁଠୁ ପ୍ରଥମ ଆମେ ଆପଣଙ୍କୁ କହିଦଉଛୁ ଯଦି ଚିନ୍ତା ବଢିଗଲା ପରେବି ଆପଣ କାନ୍ଦୁନାହାନ୍ତି ,ତେବେ ଏହା ମାନେ ଆପଣଙ୍କ ଭିତରେ ଖରାପ ଶକ୍ତିର ପ୍ରବେଶ ହବାର ହବାର ଲାଗେ ।

ମାନେ କାନ୍ଦିବାରୁ ଆପଣ ନିଜକୁ ମୁକ୍ତ କରିପାରିବେ ଆଉ ନିଜର ସବୁ ଚିନ୍ତାକୁ ବାହାର କରି ଦେବେ ଚିନ୍ତା କରିବା ଦ୍ଵାରା ହୃଦୟ ଜନିତ ରୋଗ ,ରକ୍ତଚାପ ଜନିତ ରୋଗ ,ଡାଇବେଟିସ ପରି କେତେ ରୋଗ ହବାକୁ ଲାଗିଥାଏ। ସେଥି ପାଇଁ ଏହି ରୋଗରୁ ବଞ୍ଚିବା ପାଇଁ ବହୁତ ହିଁ ଜରୁରୀ ଅଟେ ।

2 – ସାଙ୍ଗମାନେ ଏଥିରେ କିଛି ସନ୍ଦେହ ନାହି କି ସାଙ୍ଗର ସମ୍ପର୍କ ଭାବନା ସାଙ୍ଗରେ ଯୋଡି ହୋଇଥାଏ । ଏଥିରି କିଛି କିଛି ଲୋକ ସମ୍ପର୍କକୁ ସାବିତ କରିବା ପାଇଁ କାନ୍ଦିପକାନ୍ତି ,ଏମିତି ଲୋକ ଅଲଗା ଲୋକଙ୍କ ଭାବନା କୁ ଶୀଘ୍ର ବୁଝିବିଯାନ୍ତି ପରନ୍ତୁ ଆମେ ତ ଏହା କହିବୁ କି ଦୁନିଆରେ ଚିନ୍ତା ନକରି ଆଉ ଖୋଲିକି ନିଜ ଦୁଖକୁ କାନ୍ଦିକି ବାହାର କରିଦିଅ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button