ମନୋରଞ୍ଜନ

ସ୍ଵାମିର ଗୋଡ ମୋଡୁଥିବା ସମୟରେ ସ୍ତ୍ରୀ କରିଲା ଏମିତି ବ୍ୟବହାର ସୋସିଆଲ ମିଡିଆରେ ଖେଳିଗଲା ଚାଞ୍ଚଲ୍ୟ, ଭାଇରାଲ ହେଉଛି ଏହି ଭିଡ଼ିଓ

ସମସ୍ତେ ଜାଣିଛନ୍ତି କି ସ୍ବାମୀର ସେବା କରିବା ସ୍ତ୍ରୀ ର ଧର୍ମ ହୋଇଥାଏ । ଏହି କଥା ବହୁ ପୂର୍ବରୁ ଚାଲି ଆସୁଛି ଏବଂ ସବୁ ଝିଅମାନଙ୍କର ବିବାହ ପୂର୍ବରୁ ତାଙ୍କୁ ଏହି କଥା କୁହାଯାଇଥାଏ । ଏହା ବି ସତ କି ସ୍ଵାମି ସ୍ତ୍ରୀଙ୍କ ସମ୍ପର୍କ ଭଲପାଇବା ଏବଂ ବିଶ୍ବାସରେ ଗଢାହୋଇଥାଏ ,କିନ୍ତୁ ଯଦି କୌଣସି ସ୍ଵାମି କି ସ୍ତ୍ରୀ କିଛି ଏମିତି ବ୍ୟବହାର କରିଦିଅନ୍ତି ଯାହାଦ୍ଵାରା ଏହି ସମ୍ପର୍କରେ ଫାଟ ଆସିଥାଏ ।

ଆଜିକାଲି ତ ସୋସିଆଲ ମିଡିଆର ଜମାନା ଚାଲିଛି କେବେ ବି କୌଣସି ପ୍ରକାର ଘଟଣା ହେଉଛି ତାହା ସାମ୍ନାକୁ ଆସିଯାଉଛି ।

ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ତାକୁ ଦେଖିବା ପରେ ସମସ୍ତେ ଏହା କରିବେ । କୌଣସି ସ୍ଵାମି କେବେ ଭାବିନଥିବେ କି ସ୍ତ୍ରୀ ଦ୍ଵାରା ସେବା କରାଇବା ତାଙ୍କ ପାଇଁ କେତେ ଖାତରନାକ ହେଇପାରେ । କିନ୍ତୁ ଯେତବେଳେ ଆପଣ ଏହି ବିଡିଓ ଦେଖିବେ ସଫା ସଫା ବୁଝିଯିବେ । ଆଜିକାଲୀ ସୋସିଆଲ ମିଡିଆରେ ଏପରି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କର ହୋସ ଉଡିଯିବ । ଏହି ଭିଡିଓରେ ଆପଣ ଦେଖିବେ ଜେନ ସ୍ତ୍ରୀ ତା ସ୍ବାମୀର ସେବା କରୁଛି କିନ୍ତୁ କିଛି ସମୟ ସେବା କରିବା ପରେ ସ୍ତ୍ରୀ କିଛି ଏମିତି କଲେ ଯାହାକୁ ଦେଖି ଦୁନିଆର ସବୁ ସ୍ବାମୀଙ୍କର ନିଦ ଉଡିଯିବ ଏବଂ କୌଣସି ବି ସ୍ଵାମି ନିଜ ସ୍ତ୍ରୀ ଦ୍ଵାରା ସେବା କରାଇବାକୁ ଚାହିଁବେ ନାହିଁ ।

ଏହି ଭିଡିଓରେ ଏକ ସ୍ତ୍ରୀ ତା ସ୍ବାମୀର ସେବା କରିବାର ଦେଖାଇ ହେଉଛି ଏବଂ ମଉକା ପାଇବା ମାତ୍ରେ ସେ ତାଙ୍କର ଶୋଇଥିବା ସ୍ବାମୀର ପକେଟରୁ ପଇସା ନେଇଗଲା । ଏହି ଫନି ଭିଡିଓକୁ ବହୁତ ଶେୟାର କରାଯାଉଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ପାଖାପାଖି ୫୩ହଜାର ରୁ ଅଧିକ ନ୍ଯୁଜ ବି ମିଳିସାରିଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ଜଣା ପଡୁ ନାହିଁ କି ଏହା କେଉଁଠିକାର ଅଟେ ଏବଂ ଏହାକୁ କିଏ ପୋଷ୍ଟ କରିଛି ଏହି ସବୁର କଥା ଜଣା ପଡୁନାହିଁ କିନ୍ଦୁ ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି ।

ଏହି ଭିଡିଓ ଦେଖିବା ପରେ କୌଣସି ବି ସ୍ଵାମି ତା ସ୍ତ୍ରୀ ଦ୍ଵାରା ସେବା କରାଇବାକୁ ପୂର୍ବରୁ ୧୦୦ଥର ଭାବିବ । ଏହି ଭିଡିଓକୁ ଦେଖିବା ପରେ ଆପଣ ମାନଙ୍କର ମନୋରଞ୍ଜନ ବହୁତ ଭଲ ଭାବେ ହେଉଥିବ । ଏଥିରେ କୌଣସି ଭୁଲ ବି ନାହିଁ ସ୍ତ୍ରୀ ସେବା କରିବ ତ ତାର ଫଳ ତାକୁ ମିଳିବା ଦରକାର । ଏହି ଭିଡିଓ ଶେୟର କରିବାର କାରଣ ଏହା ସତରେ ବହୁତ ମନୋରଞ୍ଜନ ଦାୟକ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button