ସ୍ୱାସ୍ଥ୍ୟ

ଏହି ସମସ୍ତ କଷ୍ଟର କେବଳ ଗୋଟିଏ ରାମବାଣ ଉପାୟ ଦେଖନ୍ତୁ କେମିତି ପାଇବେ ଏହି ସବୁ ଅସୁବିଧାରୁ ମୁକ୍ତି

ଆଜିକାଲି ପ୍ରତ୍ୟେକ ଘରେ ହାର୍ଟ ରୋଗୀ ଦେଖିବାକୁ ମିଳୁଛି l ବନ୍ଧୁଗଣ ହାର୍ଟ ପ୍ରୋବ୍ଲେମ ଏମିତି ଏକ ସମସ୍ୟା ହେଲାଣି ଯାହା ଛୋଟ ବଡ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି l ଆପଣଙ୍କର ଏହି ଅସୁବିଧା ବଢିଗଲେ ଆପଣଙ୍କ ହାର୍ଟ ଅପରେସନ ହୋଇପାରେ l ତେବେ ବନ୍ଧୁଗଣ ହାର୍ଟ ବ୍ଲକେଜ୍ କଣ ଆସନ୍ତୁ ଜାଣିବା। ହୃଦୟର ଧମନୀରେ ଯଦି କୌଣସି କାରଣରୁ ରକ୍ତ ଯାତାୟତରେ ରୋକବାଟ ଦେଖା ଦେଇଥାଏ। ତେବେ ତାହାକୁ ହାର୍ଟ ବ୍ଲକେଜ ହୋଇଛି ବୋଲି କୁହାଯାଏ। ଯାହା ଫଳରେ ରକ୍ତର ପ୍ରବାହ କମିଯାଇଥାଏ। ଏହା ପ୍ରାୟତଃ କୋଲୋଷ୍ଟ୍ରୋଲ ଓ କ୍ୟାଲସିୟମର ଅଭାବରୁ ଦେଖାଯାଇଥାଏ। ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ ।
ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ତାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଲୋ ବ୍ଲଡ ପ୍ରେସର ଆପଣଙ୍କୁ ଅର୍ଗାନ ଫେଲୁଅର ଭଳି ସମସ୍ୟା ଦେଇଥାଏ। ଯଦି ଆପଣଙ୍କ ଘରୋଇ ଉପଚାର ରେ ଭଲ କରିବାକୁ ଚାଁହୁଛନ୍ତି ତାହାଲେ ଏହି ଉପାୟ କରନ୍ତୁ। ଏହି ଉପାୟଟି କଲେ ଆପଣଙ୍କୁ ଜୀବନରେ କେବେ ମଧ୍ୟ ହୃଦୟ ଜନିତ ସମସ୍ୟା ଦେଖାଦେବ ନାହିଁ। ଯଦି ଆମେ ପ୍ରତିଦିନ ଗୋଟାଏ ସେଉର ସେବନ କରିବା ତେବେ ଆମେ ଶହେ ପ୍ରକାର ରୋଗଠୁ ବଞ୍ଚିକି ରହିପାରିବା। ସେଉର ପ୍ରୟୋଗ ସର୍ବଦା ଚୋପା ସହିତ କରନ୍ତୁ।
ତେବେ ଆଜିର ଏହି ରିମେଡିରେ ସେଉକୁ ଚୋପା ସହିତ ଆମକୁ ବ୍ୟବହାର କରିବାକୁ ପଡ଼ିବ। ଏବଂ ତା ସହିତ ଫାଳେ ଲେମ୍ବୁ ର ପ୍ରୋୟଗ ଚୋପା ସହିତ କରିବାକୁ ପଡ଼ିବ। ସେହି ଲେମ୍ବୁର ରସ କାଟି ରଖିଥିବା ସେଉରେ ଚିପୁଡି ଦିଅନ୍ତୁ। ତା’ପରେ ସେହି ଲେମ୍ବୁର ଚୋପାକୁ ଛୋଟ ଛୋଟ ପିସ୍ ରେ କାଟି ସେଥିରେ ପ୍ରୟୋଗ କରନ୍ତୁ। ତାପରେ ଗୋଟିଏ ସେଉ ଦୁଇଟି ଲବଙ୍ଗର ଆବଶ୍ୟକତା ପଡ଼ିବ। ଲବଙ୍ଗ ବଦଳରେ ଆପଣ ଗୋଲମରିଚ ର ମଧ୍ୟ ବ୍ୟବହାର କରି ପାରିବେ। ଲବଙ୍ଗ ଏବଂ ଗୋଲମରିଚ ଶରୀରରୁ ବ୍ୟାଡ କୋଲେଷ୍ଟ୍ରମ୍ କାଢ଼ିଥାଏ। ଏହାପରେ ଆପଣଙ୍କୁ ଦୁଇ ପାଖୁଡ଼ା ରସୁଣ ଏବଂ ଖଣ୍ଡେ ଅଦା ର ଆବଶ୍ୟକତା ପଡ଼ିବ।
ଏହାକୁ ବନେଇବା ପାଇଁ ପ୍ରଥମେ ଗୋଟେ ପାତ୍ର ରେ ଗୋଟେ ଗ୍ଲାସ୍ ପାଣି ଢାଳନ୍ତୁ। ତାପରେ ସେଥିରେ ସମସ୍ତ ସାମଗ୍ରୀକୁ ପକେଇ ଦିଅନ୍ତୁ। ତାପରେ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ। ତାପରେ ଏହାକୁ ଛାଣି ଏହାର ସେବନ କରି ପାରିବେ। ଏବଂ ସେହି ସବୁ ସାମଗ୍ରୀକୁ ଗ୍ରାଇଣ୍ଡିଂ କରି ମଧ୍ୟ ବ୍ୟବହାର କରି ପାରିବେ। ଯାହାକି ଆପଣଙ୍କ ଶରୀରରୁ ବ୍ୟାଡ୍ କୋଲେଷ୍ଟ୍ରଲ ଦୂର କରିବା ସହିତ ରକ୍ତକୁ ପତଳା କରିଥାଏ। ଏବଂ ବ୍ଲଡ ସର୍କ୍ୟୁଲେସନ୍ ଦୂରକରିଥାଏ। ଆଉ ହାର୍ଟ ଅଟାକ୍ ଏବଂ ହାର୍ଟ ବ୍ଲକେଜ୍ ରୁ ଏହା ବଞ୍ଚାଇ ଥାଏ। ଏହା ଏକ ଲାଭ ଦାୟକ ରିମେଡି ଅଟେ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button