କରୋନା

କରୋନା ଭାଇରସ ପାଇଁ ଦିଲ୍ଲୀ ସରକାରଙ୍କର ବଡ ନିଷ୍ପତ୍ତି, ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କଲେ ଗଠନ

ଦିଲ୍ଲୀ ରେ ଗୋଟେ ଲୋକ କୋରୋନା ଭାଇରସ ସଂକ୍ରମଣ ରେ ଗ୍ରସ୍ତ ଜଣା ପଡିଛି, ଏହି ଲୋକ ବର୍ତମାନ ରେ ବିୟନା ଯାତ୍ରା କରି ଭାରତ ଫେରିଥିଲା । ଭାରତ ଫେରିଲା ପରେ ଏହି ଲୋକ ଅନ୍ୟ ୮୮ ଲୋକଙ୍କ ସହ ସମ୍ପର୍କ ରେ ଆସି ଯାଇଛନ୍ତି । ଦିଲ୍ଲୀ ସରକାର ଖବର ଅନୁଯାଇ ସେହି ଲୋକ ସମ୍ପର୍କ ରେ ଆସିଥିବା ସବୁ ଲୋକଙ୍କ ମେଡିକଲ ଯାଞ୍ଚ ଆରମ୍ଭ ହୋଇ ଯାଇଛି । କିନ୍ତୁ ଏପର୍ଜନ୍ତ ସେହି ଲୋକକୁ ଛାଡି ଅନ୍ୟ ଲୋକଙ୍କ ଭିତରେ କୋରୋନା ଭାଇରସ ସଂକ୍ରମଣ ଦେଖା ଯାଇ ନାହିଁ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମିଡିଆକୁ କହିଛନ୍ତି ଯେ କୋରୋନା ଭାଇରସ ସଂକ୍ରମଣ ଠାରୁ ଲଢିବା ପାଇଁ ଦିଲ୍ଲୀ ସରକାର ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି, ଏହି ଟାସ୍କ ଫୋର୍ସ ଅଧ୍ୟକ୍ଷ ସେ ନିଜେ କରିବେ ।

ମୁଖ୍ୟମନ୍ତ୍ରୀ ଛଡା ଏହି ଟାସ୍କ ଫୋର୍ସ ରେ ୩ଟି ନଗର ନିଗମ, ଏନଡିଏମସି, ଦିଲ୍ଲୀ ପୋଲିସ ଓ ଦିଲ୍ଲୀ ସରକାର ର ବିଭିନ ବିଭାଗ ଶାମିଲ ଅଛନ୍ତି । ଦିଲ୍ଲୀ ହୋଟେଲ ରେ ରହିଥିବା ଗ୍ରାହକମାନଙ୍କ ଭଲ ଭାବରେ ଯାଞ୍ଚ ଚାଲିଛି କାହିଁକିନା ଏହି ଲୋକ ସେହି ଦେଶ ଯାତ୍ରା କରିକି ଫେରିଛନ୍ତି ଯେଉଁଠି କୋରୋନା ଭାଇରସ ବ୍ୟାପୀ ଯାଇଛି ସେଥିପାଇଁ ଲୋକଙ୍କ ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ଯେ କୋରୋନା ଭାଇରସ ଯାଞ୍ଚ କରିବା ପାଇଁ ବର୍ତମାନରେ ଦୁଇଟି ଲ୍ୟାବ ବନାହୋଇଛି, ଏଥୁରି ଗୋଟେ ଏମ୍ସ ଓ ଦୁଇଟିଆ ଏନସିଡିସି ରେ ଅଟେ, ଦୁଇ ଲ୍ୟାବ ରେ ପ୍ରତିଦିନ ୨୫୦-୨୫୦ ସ୍ୟାମ୍ପଲ ଯାଞ୍ଚ ହବା ପାଇଁ ଆସୁଛି, ମୁଖ୍ୟମନ୍ତ୍ରୀ କହିବା ଅନୁଯାଇ ବର୍ତମାନ ପାଇଁ ଏମ୍ସ ଓ ଏନସିଡିସି ପ୍ରୟୋଗଶାଳା ପରଯାପ୍ତ ଅଟେ । ଏହା ପରେ ମଧ୍ୟ ଲେଡି ହାଡିର୍ଗ ରେ ବୁଧବାର ସନ୍ଧ୍ୟା ଠାରୁ ଗୋଟେ ଓ ପ୍ରୟୋଗଶାଳା କାମ ଆରମ୍ଭ ହୋଇ ଜୀବ ।

ମୁଖ୍ୟମନ୍ତ୍ରୀ ଆଦେଶ ଅନୁଯାଇ ଏୟରପୋର୍ଟ ରେ ଆସୁଥିବା ପ୍ରତେକ ଯାତ୍ରୀକୁ ଭଲ ଭାବରେ ଥର୍ମଲ ସ୍କ୍ରିନିଗ କରିବା ପାଇଁ କୁହା ଯାଇଛି, ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାଇ ଦିଲ୍ଲୀ ଏୟରପୋର୍ଟ ରେ ୧,୧୬,୫୭୯ ଯାତ୍ରୀ ଥର୍ମଲ ସ୍କ୍ରିମିଂ କରି ସହହର ଭିତରକୁ ଛଡା ଯାଉଛନ୍ତି । ମୁଖ୍ୟମନ୍ତ୍ରୀ କହିବା ଅନୁଯାଇ ୫,୭୬୯ ଲୋକଙ୍କ ଯାଞ୍ଚ କଳା ପରେ ଏହା ମିଳିଲା ଯେ ତାଙ୍କ ମଧ୍ୟରୁ କେହି କୋରୋନା ଭାଇରସ ଦ୍ଵାରା ଗ୍ରହିତ ନାହାନ୍ତି ଓ ଯେ ସେହି ଲୋକ ଯିଏ କୋରୋନା ଭାଇରସ ବ୍ୟାପୀ ଥିବା ଦେଶ ରେ ଯାଇକି ଫେରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button